
ଭୁବନେଶ୍ବର: ଆଜି ରାଜ୍ୟ ସରକାର ପ୍ରଶିକ୍ଷଣ ସାରି ଫେରିଥିବା ନୂଆ ଆଇଏଏସଙ୍କୁ ନିଯୁକ୍ତି ପ୍ରଦାନ କରିଛନ୍ତି। ସେମାନେ ହେଲେ
1-ଅକ୍ଷୟ ପିଲାୟ- ସବ କଲେକ୍ଟର ବଣେଇ
2-ପ୍ରହଲ୍ଲାଦ ନାରାୟଣ ଶର୍ମା- ସବ କଲେକ୍ଟର ଆଠଗଡ
3- ଅରଗୁଳ ସ୍ନେହା- ସବ କଲେକ୍ଟର ପଦମପୁର
4- ଏ ଏସ ରେଡ୍ଡୀ- ସବ କଲେକ୍ଟର ଜୟପୁର
5- ସମୀର ଜେନା-ସବ କଲେକ୍ଟର ତାଳଚେର
6- ସୌମ୍ୟରଂଜନ ପ୍ରଧାନ- ସବ କଲେକ୍ଟର ରାଇରଂଗପୁର
Tags: ନୂଆ ଆଇଏଏସ