Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଭାରତକୁ ମିଳିଲା ଆଉ ଦୁଇଟି ପଦକ: ନବଦୀପଙ୍କୁ ସ୍ଵର୍ଣ୍ଣ ଏବଂ ସିମରନ୍ ଙ୍କୁ ବ୍ରୋଞ୍ଜ
ଆଜିର ଖବର

ଭାରତକୁ ମିଳିଲା ଆଉ ଦୁଇଟି ପଦକ: ନବଦୀପଙ୍କୁ ସ୍ଵର୍ଣ୍ଣ ଏବଂ ସିମରନ୍ ଙ୍କୁ ବ୍ରୋଞ୍ଜ

September 8, 2024No Comments1 Min Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ: ପ୍ୟାରିସ୍ ପାରାଲିମ୍ପିକ୍ସର ଦଶମ ଦିନରେ ସିମରନ୍ ଶର୍ମା ଭାରତର ପ୍ରଥମ ପଦକ ଜିତିଛନ୍ତି। ତା’ପରେ ନବଦୀପ ଭାରତ ପାଇଁ ଦିନର ଦ୍ୱିତୀୟ ପଦକ ଜିତିଛନ୍ତି। ପାରା ଆଥଲେଟିକ୍ସର ମହିଳା 200 ମିଟର T12 ରେ ସିମରନ୍ ଶର୍ମା ବ୍ରୋଞ୍ଜ ଜିତିଛନ୍ତି। ସିମରନ୍ 24.75 ସେକେଣ୍ଡରେ ଦୌଡ ସମାପ୍ତ କରିଥିଲେ, ଯାହା ତାଙ୍କର ବ୍ୟକ୍ତିଗତ ଶ୍ରେଷ୍ଠ ଥିଲା। ପୁରୁଷ ଜାଭେଲିନ୍ ଥ୍ରୋ F41 ଇଭେଣ୍ଟରେ ସ୍ଵର୍ଣ୍ଣ ଜିତିଥିବା ନବଦୀପ 47.32 ମିଟର ଫିଙ୍ଗିଥିଲେ, ଯାହା ତାଙ୍କର ବ୍ୟକ୍ତିଗତ ଶ୍ରେଷ୍ଠ ଥିଲା।

ଉଲ୍ଲେଖ ଯୋଗ୍ୟ ଯେ, ଭାରତର ନବଦୀପ ଇଭେଣ୍ଟରେ ଦ୍ଵିତୀୟ ସ୍ଥାନରେ ଥିଲେ। ପ୍ରଥମ ସ୍ଥାନରେ ଥିବା ଇରାନ ଖେଳାଳିଙ୍କୁ ଅଯୋଗ୍ୟ ଘୋଷିତ ପରେ ନବଦୀପଙ୍କୁ ସ୍ଵର୍ଣ୍ଣ ପଦକ ମିଳିଥିଲା।

ପ୍ରକାଶ ଯେ, ସିମରନ୍ ଶର୍ମା ଭାରତକୁ ପ୍ୟାରିସ୍ ପାରାଲିମ୍ପିକ୍ସର 28 ତମ ପଦକ ଏବଂ ନବଦୀପ 29 ତମ ପଦକ ଦେଇଛନ୍ତି।

Olympics 2024 Paralympics 2024 Paris Paralympics 2024
Share. Facebook Twitter LinkedIn Email WhatsApp Copy Link

Related Posts

ବାରାଣସୀ ଠାରେ ଆୟୋଜିତ ‘ଓଡ଼ିଶା ପରବ’ କାର୍ଯ୍ୟକ୍ରମରେ ସାମିଲ୍ ହେଲେ ପ୍ରଭାତୀ ପରିଡା

August 24, 2026

ଦେଶବ୍ୟାପୀ ଏଆଇ ଏବଂ କ୍ଲାଉଡ୍ ତାଲିମ ଅଭିଯାନ ଆରମ୍ଭ

August 24, 2026

ମହାକାଶ ଷ୍ଟାର୍ଟଅପ୍‌ ସିଇଓମାନଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ଆଲୋଚନା

August 24, 2026

ରାଜରାସ୍ତାରେ ନ୍ୟାୟ ମାଗୁଛି ଶିକ୍ଷକ ସମାଜ, ନିରବଦ୍ରଷ୍ଟା ସାଜିଛି ସରକାର: ସମନ୍ୱୟ ସମିତି

August 24, 2026
Latest News

କାହାକୁ ଅଧିକ କାମୁଡ଼େ ମଶା? ଜାଣନ୍ତୁ ଏହା ପଛର ବୈଜ୍ଞାନିକ କାରଣ

August 24, 2026

ବାରାଣସୀ ଠାରେ ଆୟୋଜିତ ‘ଓଡ଼ିଶା ପରବ’ କାର୍ଯ୍ୟକ୍ରମରେ ସାମିଲ୍ ହେଲେ ପ୍ରଭାତୀ ପରିଡା

August 24, 2026

ଦେଶବ୍ୟାପୀ ଏଆଇ ଏବଂ କ୍ଲାଉଡ୍ ତାଲିମ ଅଭିଯାନ ଆରମ୍ଭ

August 24, 2026

ମହାକାଶ ଷ୍ଟାର୍ଟଅପ୍‌ ସିଇଓମାନଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ଆଲୋଚନା

August 24, 2026

ରାଜରାସ୍ତାରେ ନ୍ୟାୟ ମାଗୁଛି ଶିକ୍ଷକ ସମାଜ, ନିରବଦ୍ରଷ୍ଟା ସାଜିଛି ସରକାର: ସମନ୍ୱୟ ସମିତି

August 24, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.