Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ରାହୁଲ ଗାନ୍ଧୀଙ୍କୁ କାହିଁକି ପ୍ରଶଂସା କଲେ ଖାଲିସ୍ତାନୀ ଆତଙ୍କବାଦୀ ପନ୍ନୁ?: ଜାଣନ୍ତୁ
ଆଜିର ଖବର

ରାହୁଲ ଗାନ୍ଧୀଙ୍କୁ କାହିଁକି ପ୍ରଶଂସା କଲେ ଖାଲିସ୍ତାନୀ ଆତଙ୍କବାଦୀ ପନ୍ନୁ?: ଜାଣନ୍ତୁ

September 11, 2024No Comments2 Mins Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ: ଲୋକସଭାରେ କଂଗ୍ରେସ ନେତା ତଥା ବିରୋଧୀଦଳର ନେତା ରାହୁଲ ଗାନ୍ଧୀଙ୍କ ପକ୍ଷରୁ ଆମେରିକାରେ ଦିଆଯାଇଥିବା ବିବୃତ୍ତିକୁ ଖାଲିସ୍ତାନ ଦେଶ ଦାବି କରିଆସୁଥିବା ଆତଙ୍କବାଦୀ ଗୁରୁପତବନ୍ତ ସମର୍ଥନ କରିଛନ୍ତି।

ଗୁରୁପତବନ୍ତ ସିଂ ପନ୍ନୁ ରାହୁଲ ଗାନ୍ଧୀଙ୍କ ବକ୍ତବ୍ୟକୁ ଉଚିତ ଦର୍ଶାଇ କହିଛନ୍ତି ଯେ, ରାହୁଲ ବହୁତ ସାହସିକ ବକ୍ତବ୍ୟ ଦେଇଛନ୍ତି। ତାଙ୍କର ଏହି ବିବୃତ୍ତି ଶିଖ୍ ଫର ଜଷ୍ଟିସ୍ (SFJ) ର ଏକ ପୃଥକ ଖାଲିସ୍ତାନ ଦେଶର ଦାବିକୁ ଉଚିତ ଦର୍ଶାଇଛି। ପନ୍ନୁ କହିଛନ୍ତି ଯେ, ରାହୁଲ ଗାନ୍ଧୀଙ୍କ ଭାରତରେ ଶିଖଙ୍କ ଅବସ୍ଥା ସମ୍ପର୍କରେ ଦେଇଥିବା ବିବୃତ୍ତି କେବଳ ସାହାସିକ ନୁହେଁ ବରଂ ୧୯୪୭ ମସିହାରୁ ଭାରତରେ ଶିଖମାନଙ୍କ ଉପରେ ହେଉଥିବା ଅତ୍ୟାଚାରକୁ ମଧ୍ୟ ଦର୍ଶାଉଛି। ଏହା ମଧ୍ୟ ପଞ୍ଜାବର ସ୍ଵାଧୀନତା ବିଷୟରେ ଶିଖ୍ ଫର ଜଷ୍ଟିସ୍ (SFJ) ର ଦାବିକୁ ନିଶ୍ଚିତ କରେ।

ଗୁରୁପତବନ୍ତ ସିଂ ପନ୍ନୁ କିଏ?:

ଆତଙ୍କବାଦୀ ଗୁରୁପତୱନ୍ତ ସିଂ ପନ୍ନୁ ଦୀର୍ଘ ଦିନ ଧରି ଏକ ପୃଥକ ଖାଲିସ୍ତାନ ଦେଶ ଦାବି କରି ବିଦେଶରେ ପ୍ରଚାର କରୁଛି। ଏଜେନ୍ସି ଅନୁଯାୟୀ, ପନ୍ନୁ ପାକିସ୍ତାନୀ ଗୁପ୍ତଚର ଏଜେନ୍ସି ଆଇଏସଆଇର ଏଜେଣ୍ଡା ଅଧୀନରେ କାମ କରେ। ଭାରତରେ ମଧ୍ୟ ପନ୍ନୁ ଏକ ପୃଥକ ଖାଲିସ୍ତାନ ଦେଶ ଦାବି କରି ଏକ ଅପ-ପ୍ରଚାର କରିବାକୁ ଚେଷ୍ଟା କରିଥିଲା, ଯେଉଁଥି ପାଇଁ ଏକ ମାମଲା ପଞ୍ଜୀକୃତ ହୋଇଥିଲା। ପନୁ ବିରୋଧରେ ଏନଆଇଏ ମଧ୍ୟ ଏକ ମାମଲା ରୁଜୁ କରିଛି।

ରାହୁଲ ଗାନ୍ଧୀ କ’ଣ କହିଥିଲେ?:

ଭର୍ଜିନିଆରେ ଭାରତୀୟ ବଂଶଜଙ୍କୁ ସମ୍ବୋଧିତ କରିବାବେଳେ ରାହୁଲ ଗାନ୍ଧୀ କହିଥିଲେ ଯେ, ସଂଗ୍ରାମ ବିଷୟରେ କ’ଣ ତାହା ପ୍ରଥମେ ଆପଣଙ୍କୁ ବୁଝିବାକୁ ପଡ଼ିବ। ସଂଗ୍ରାମ ରାଜନୀତି ବିଷୟରେ ନୁହେଁ … ଏହା ଅତି ସରଳ ଅଟେ। ଆପଣଙ୍କର ନାମ କଣ? ସଂଗ୍ରାମ ହେଉଛି … ଶିଖ ଭାବରେ ତାଙ୍କୁ ଭାରତରେ ପଗଡି ପିନ୍ଧିବାକୁ ଦିଆଯିବ ନା ଶିଖ ଭାବରେ ତାଙ୍କୁ ଭାରତରେ ହାତକଡ଼ି ପିନ୍ଧିବାକୁ ଦିଆଯିବ? ପ୍ରକୃତ ଅର୍ଥରେ ଏହି ସଂଗ୍ରାମ କେବଳ ଏଇଥିପାଇଁ। ଏହି ସଂଗ୍ରାମ କେବଳ ଏମାନଙ୍କ ପାଇଁ ନୁହେଁ, ବରଂ ସମସ୍ତ ଧର୍ମ ପାଇଁ ଅଟେ।”

america Congress Khalistan rahul gandhi Rahul Gandhi In America
Share. Facebook Twitter LinkedIn Email WhatsApp Copy Link

Related Posts

ଓମ୍ ବିର୍ଲାଙ୍କୁ ହଟାଇବା ପ୍ରସ୍ତାବ ସମ୍ପର୍କରେ କ’ଣ କରିବେ ୩୭ ଏସପି ସାଂସଦ?: ସ୍ପଷ୍ଟ କଲେ ଅଖିଳେଶ ଯାଦବ

March 9, 2026

ଭାରତ ବିଶ୍ୱକପ୍ ଜିତିବା ପରେ ପାକିସ୍ତାନରୁ ଆସିଲା ପ୍ରତିକ୍ରିୟା: ଜାଣନ୍ତୁ କ’ଣ କହିଲେ ମହମ୍ମଦ ଆମିର

March 9, 2026

Budget Session Resumes: ସଂସଦରେ ଆରମ୍ଭ ହେବ ବଜେଟ ଅଧିବେସନର ଦ୍ବିତୀୟ ପର୍ଯ୍ୟାୟ

March 9, 2026

୧୦୦୦ ତମ ଅଧ୍ୟାୟରେ ପହଞ୍ଚିଲା ଜୀ ସାର୍ଥକର ସବୁଠାରୁ ସଫଳ ମେଗା ଧାରାବାହିକ ‘ତୁ ଖରା ମୁଁ ଛାଇ’ 

March 9, 2026
Latest News

ଓମ୍ ବିର୍ଲାଙ୍କୁ ହଟାଇବା ପ୍ରସ୍ତାବ ସମ୍ପର୍କରେ କ’ଣ କରିବେ ୩୭ ଏସପି ସାଂସଦ?: ସ୍ପଷ୍ଟ କଲେ ଅଖିଳେଶ ଯାଦବ

March 9, 2026

ଭାରତ ବିଶ୍ୱକପ୍ ଜିତିବା ପରେ ପାକିସ୍ତାନରୁ ଆସିଲା ପ୍ରତିକ୍ରିୟା: ଜାଣନ୍ତୁ କ’ଣ କହିଲେ ମହମ୍ମଦ ଆମିର

March 9, 2026

Budget Session Resumes: ସଂସଦରେ ଆରମ୍ଭ ହେବ ବଜେଟ ଅଧିବେସନର ଦ୍ବିତୀୟ ପର୍ଯ୍ୟାୟ

March 9, 2026

୧୦୦୦ ତମ ଅଧ୍ୟାୟରେ ପହଞ୍ଚିଲା ଜୀ ସାର୍ଥକର ସବୁଠାରୁ ସଫଳ ମେଗା ଧାରାବାହିକ ‘ତୁ ଖରା ମୁଁ ଛାଇ’ 

March 9, 2026

ଆଜି ସଂସଦରେ ଭାଙ୍ଗିବ ସରକାରଙ୍କ ନୀରବତା!: ମଧ୍ୟପ୍ରାଚ୍ୟ ଉପରେ ମତ ସ୍ପଷ୍ଟ କରିବେ ବୈଦେଶିକ ମନ୍ତ୍ରୀ?

March 9, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.