Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଦେଶରେ ଆଉ ୪୫ଟି ଜିଲ୍ଲାରେ ଜବାହର ନବୋଦୟ ବିଦ୍ୟାଳୟ ଖୋଲାଯିବ – ରମେଶ ପୋଖରିୟାଲ୍‌ ନିଶଙ୍କ
ଆଜିର ଖବର

ଦେଶରେ ଆଉ ୪୫ଟି ଜିଲ୍ଲାରେ ଜବାହର ନବୋଦୟ ବିଦ୍ୟାଳୟ ଖୋଲାଯିବ – ରମେଶ ପୋଖରିୟାଲ୍‌ ନିଶଙ୍କ

July 1, 2019No Comments1 Min Read
Share Facebook Twitter LinkedIn Email WhatsApp Copy Link

ଦେଶର ବିଭିନ୍ନ ରାଜ୍ୟରେ ଆଉ ୪୫ଟି ଜିଲ୍ଲାରେ ଜବାହର ନବୋଦୟ ବିଦ୍ୟାଳୟ ଖୋଲାଯିବ । ମାନବ ସଂଶାଧନ ବିକାଶ ମନ୍ତ୍ରୀ ରମେଶ ପୋଖରିୟାଲ୍‌ ନିଶଙ୍କ ଲୋକସଭାରେ ଏକ ପ୍ରଶ୍ନର ଉତ୍ତରେ ଏହି ସମ୍ବନ୍ଧୀୟ ସୂଚନା ଦେଇଛନ୍ତି । ନିଶଙ୍କଙ୍କ କହିବା ମତରେ – ଗ୍ରାମାଞ୍ଚଳରେ ରହୁଥିବା ପ୍ରତିଭାସମ୍ପନ୍ନ ବିଦ୍ୟାର୍ଥୀଙ୍କୁ ଉତ୍ତମ  ଶିକ୍ଷା ତଥା ଭବିଷ୍ୟତ ପାଇଁ ୪୫ଟି ଜିଲ୍ଲାରେ ନବୋଦୟ ବିଦ୍ୟାଳୟ ଖୋଲାଯିବ । ଏବଂ ଏହି ବିଦ୍ୟାଳୟଗୁଡ଼ିକରେ ୭୫ ପ୍ରତିଶତ ଆସନ ଗ୍ରାମାଞ୍ଚଳର ପ୍ରତିଭା ସମ୍ପନ୍ନ ବିଦ୍ୟାର୍ଥୀଙ୍କ ପାଇଁ ସଂରକ୍ଷିତ ରହିବ । ଏହି ବିଦ୍ୟାଳୟଗୁଡ଼ିକ ଖୋଲିବା ଏକ ସତତ ପ୍ରକ୍ରିୟା । ଏହି ବିଦ୍ୟାଳୟକୁ ଖୋଲିବାର ଦାୟିତ୍ବ ରାଜ୍ୟସରକାରଙ୍କ ଉପରେ ନ୍ୟସ୍ତ ରହିଛି । ତେବେ ଏହି ବିଦ୍ୟାଳୟଗୁଡ଼ିକ କେବେ ଖୋଲିବ ସେନେଇ କୌଣସି ତାରିଖ ଠିକ୍‌ ହୋଇନାହିଁ ।

Share. Facebook Twitter LinkedIn Email WhatsApp Copy Link

Related Posts

ସାଇବର ଠକେଇର ଶିକାର ହେଲେ ଟିଏମସି ସାଂସଦ: ଏସବିଆଇ ଆକାଉଣ୍ଟରୁ ୫୬ ଲକ୍ଷ ଲୁଟ

November 8, 2025

କାଶ୍ମୀରରେ ଅନୁପ୍ରବେଶ ଉଦ୍ୟମ ପଣ୍ଡ, ଦୁଇ ଆତଙ୍କବାଦୀ ନିହତ

November 8, 2025

ବର୍ଷା ଧୋଇଦେବ ଭାରତ-ଅଷ୍ଟ୍ରେଲିଆ ପଞ୍ଚମ ଟି-୨୦ ମ୍ୟାଚ୍?: ଜାଣନ୍ତୁ ବ୍ରିସବେନରେ କିପରି ରହିବ ପାଗ?

November 8, 2025

ଝାରସୁଗୁଡ଼ା ଜିଲ୍ଲାରେ ହକିର ୧୦୦ବର୍ଷ ପୂର୍ତ୍ତି ଆନୁଷ୍ଠାନିକ ଭାବେ ପାଳିତ

November 8, 2025
Latest News

ଲାଲକୃଷ୍ଣ ଆଡଭାନୀଙ୍କୁ ୯୮ ବର୍ଷ ପୂରଣ: ୧୯୨୭ ପରଠାରୁ ତାଙ୍କ ଯାତ୍ରା ବିଷୟରେ ଜାଣନ୍ତୁ….

November 8, 2025

ସାଇବର ଠକେଇର ଶିକାର ହେଲେ ଟିଏମସି ସାଂସଦ: ଏସବିଆଇ ଆକାଉଣ୍ଟରୁ ୫୬ ଲକ୍ଷ ଲୁଟ

November 8, 2025

କାଶ୍ମୀରରେ ଅନୁପ୍ରବେଶ ଉଦ୍ୟମ ପଣ୍ଡ, ଦୁଇ ଆତଙ୍କବାଦୀ ନିହତ

November 8, 2025

ବର୍ଷା ଧୋଇଦେବ ଭାରତ-ଅଷ୍ଟ୍ରେଲିଆ ପଞ୍ଚମ ଟି-୨୦ ମ୍ୟାଚ୍?: ଜାଣନ୍ତୁ ବ୍ରିସବେନରେ କିପରି ରହିବ ପାଗ?

November 8, 2025

ଝାରସୁଗୁଡ଼ା ଜିଲ୍ଲାରେ ହକିର ୧୦୦ବର୍ଷ ପୂର୍ତ୍ତି ଆନୁଷ୍ଠାନିକ ଭାବେ ପାଳିତ

November 8, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.