Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ବ୍ରହ୍ମପୁର ବିଶ୍ବବିଦ୍ୟାଳୟ “ଭଞ୍ଜବିହାର” ଶିକ୍ଷାନୁଷ୍ଠାନର ରାଗିଂ ଘଟଣାରେ କର୍ତୃପକ୍ଷଙ୍କ ଦୃଢ଼ କାର୍ଯ୍ୟାନୁଷ୍ଠାନ
ଆଜିର ଖବର

ବ୍ରହ୍ମପୁର ବିଶ୍ବବିଦ୍ୟାଳୟ “ଭଞ୍ଜବିହାର” ଶିକ୍ଷାନୁଷ୍ଠାନର ରାଗିଂ ଘଟଣାରେ କର୍ତୃପକ୍ଷଙ୍କ ଦୃଢ଼ କାର୍ଯ୍ୟାନୁଷ୍ଠାନ

October 7, 2024No Comments1 Min Read
Share Facebook Twitter LinkedIn Email WhatsApp Copy Link

ବ୍ରହ୍ମପୁର (କୈଳାଶ ଚନ୍ଦ୍ର ଚୌଧୁରୀ): ବ୍ରହ୍ମପୁର ବିଶ୍ବବିଦ୍ୟାଳୟ “ଭଞ୍ଜବିହାର” ଶିକ୍ଷାନୁଷ୍ଠାନର ବିଭିନ୍ନ ଛାତ୍ରାବାସରେ ରହୁଥିବା କନିଷ୍ଠ ଛାତ୍ରମାନଙ୍କ ଉପରେ ବରିଷ୍ଠ ଛାତ୍ର ମାନଙ୍କର ରାଗିଂ ଚରମ ସୀମାରେ ପହଞ୍ଚିଛି। ଯାହା ଫଳରେ ରାଗିଂ ର ଶୀକାର ଅତିଷ୍ଠ ଛାତ୍ର ମାନେ ନିଜ ନାମକୁ ଗୋପନ ରଖି ୟୁଜିସି କର୍ତ୍ତୃପକ୍ଷ ନିକଟରେ ଅଭିଯୋଗ ଦାଖଲ କରିଥିଲେ। ଛାତ୍ର ମାନଙ୍କର ଅଭିଯୋଗକୁ ଗ୍ରହଣ କରି ୟୁଜିସି କର୍ତ୍ତୃପକ୍ଷ ତଦନ୍ତ ଜନିତ କାର୍ଯ୍ୟାନୁଷ୍ଠାନ ପାଇଁ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ଙ୍କୁ ଚିଠି ଲେଖିଥିଲେ।

ପରବର୍ତ୍ତୀ ସମୟରେ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ପୁଙ୍ଖାନୁପୁଙ୍ଖ ତଦନ୍ତ କରି ୧୭ ବରିଷ୍ଠ ଛାତ୍ରଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନିଷ୍ପତ୍ତି ନେଇଛନ୍ତି। ସେମାନଙ୍କ ମଧ୍ୟରୁ ୪ ଜଣ ଛାତ୍ରଙ୍କୁ ବହିଷ୍କାର ଆଦେଶ ଦେଇଥିବା ବେଳେ ୧୩ ଜଣ ଛାତ୍ରଙ୍କୁ ଜରିମାନା ଆଦେଶ ଦିଆଯାଇଛି।

ଦୃଢ଼ କାର୍ଯ୍ୟାନୁଷ୍ଠାନ ବ୍ରହ୍ମପୁର ବିଶ୍ବବିଦ୍ୟାଳୟ ଭଞ୍ଜବିହାର
Share. Facebook Twitter LinkedIn Email WhatsApp Copy Link

Related Posts

ଆଞ୍ଚଳିକ ଶିକ୍ଷା ପ୍ରତିଷ୍ଠାନରେ ‘ଜାତୀୟ ଶିକ୍ଷା ଦିବସ’ ପାଳିତ

November 12, 2025

ଏବେ ବ୍ୟାଙ୍କରୁ ଋଣ ପାଇବା ହେବ ସହଜ: କମନ୍ ଆପ୍ଲିକେସନ୍ ଜର୍ନି ଷ୍ଟାର୍ଟଅପ୍ ଆରମ୍ଭ କଲା ଅର୍ଥ ମନ୍ତ୍ରଣାଳୟ

November 12, 2025

୧୪ରୁ ଅସଲି ପରୀକ୍ଷା: ଜାଣନ୍ତୁ ଭାରତ-ଦକ୍ଷିଣ ଆଫ୍ରିକା ସିରିଜର ସମ୍ପୂର୍ଣ୍ଣ କାର୍ଯ୍ୟସୂଚୀ ଏବଂ ଲାଇଭ୍ ବିବରଣୀ

November 12, 2025

ନଭେମ୍ବର ୧୪ ରେ ‘ଆପଣଙ୍କ ପୁଞ୍ଜି: ଆପଣଙ୍କ ଅଧିକାର’ ସଚେତନତା ଶିବିର

November 12, 2025
Latest News

ଆଞ୍ଚଳିକ ଶିକ୍ଷା ପ୍ରତିଷ୍ଠାନରେ ‘ଜାତୀୟ ଶିକ୍ଷା ଦିବସ’ ପାଳିତ

November 12, 2025

ଏବେ ବ୍ୟାଙ୍କରୁ ଋଣ ପାଇବା ହେବ ସହଜ: କମନ୍ ଆପ୍ଲିକେସନ୍ ଜର୍ନି ଷ୍ଟାର୍ଟଅପ୍ ଆରମ୍ଭ କଲା ଅର୍ଥ ମନ୍ତ୍ରଣାଳୟ

November 12, 2025

୧୪ରୁ ଅସଲି ପରୀକ୍ଷା: ଜାଣନ୍ତୁ ଭାରତ-ଦକ୍ଷିଣ ଆଫ୍ରିକା ସିରିଜର ସମ୍ପୂର୍ଣ୍ଣ କାର୍ଯ୍ୟସୂଚୀ ଏବଂ ଲାଇଭ୍ ବିବରଣୀ

November 12, 2025

ନଭେମ୍ବର ୧୪ ରେ ‘ଆପଣଙ୍କ ପୁଞ୍ଜି: ଆପଣଙ୍କ ଅଧିକାର’ ସଚେତନତା ଶିବିର

November 12, 2025

ଏଲଏନଜେପି ହସ୍ପିଟାଲ ପରିଦର୍ଶନ କରି ବିସ୍ଫୋରଣ ପୀଡିତଙ୍କୁ ଭେଟିଲେ ପ୍ରଧାନମନ୍ତ୍ରୀ

November 12, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.