ନୂଆଦିଲ୍ଲୀ: ଜଣାଶୁଣା ଶିଳ୍ପପତି ରତନ ଟାଟା ହଠାତ ଅସୁସ୍ଥ ହୋଇପଡିଛନ୍ତି ଏବଂ ତାଙ୍କୁ ମୁମ୍ବାଇର ବ୍ରିଚ କ୍ୟାଣ୍ଡି ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଟାଟା ସନ୍ସ ଚେୟାରମ୍ୟାନ୍ ଏମିରିଟସ୍ ରତନ ଟାଟାଙ୍କୁ ୮୬ ବର୍ଷ ବୟସ ଏବଂ ସ୍ୱାସ୍ଥ୍ୟଗତ ସମସ୍ୟା ହେତୁ ତାଙ୍କୁ ଆଇସିୟୁରେ ଭର୍ତ୍ତି କରାଯାଇଛି। Breaking News ratan tata TATA SONS
ଦକ୍ଷିଣ ଆଫ୍ରିକା ଟି-୨୦ ସିରିଜ ପାଇଁ ଟିମ୍ ଇଣ୍ଡିଆ ଦଳରେ ପରିବର୍ତ୍ତନ: ବାଦ ପଡିଲେ ଏହି ଅଲରାଉଣ୍ଡରDecember 15, 2025