ନୂଆଦିଲ୍ଲୀ: ହରିୟାଣାର ସମସ୍ତ ୯୦ ଟି ଆସନ ପାଇଁ ଭୋଟ ଗଣତି ଆରମ୍ଭ ହୋଇଯାଇଛି। ଆଜି ସକାଳ ୯.୧୦ ପର୍ଯ୍ୟନ୍ତ ଟ୍ରେଣ୍ଡ ଅନୁଯାୟୀ କଂଗ୍ରେସ ୬୫ ଟି ଆସନରେ ଆଗୁଆ ରହିଛି। ଯେଉଁଠାରେ ବିଜେପି ୧୯ ଟି ଆସନରେ ଆଗୁଆ ରହିଛି। ଅନ୍ୟ ଦଳ ଚାରିଟି ଆସନରେ ଆଗୁଆ ଥିବାବେଳେ INLD ଦୁଇଟି ଆସନରେ ଆଗୁଆ ରହିଛି।