ନୂଆଦିଲ୍ଲୀ: ହରିୟାଣାର ସମସ୍ତ ୯୦ ଟି ଆସନ ପାଇଁ ଭୋଟ ଗଣତି ଆରମ୍ଭ ହୋଇଯାଇଛି। ଆଜି ସକାଳ ୯.୧୦ ପର୍ଯ୍ୟନ୍ତ ଟ୍ରେଣ୍ଡ ଅନୁଯାୟୀ କଂଗ୍ରେସ ୬୫ ଟି ଆସନରେ ଆଗୁଆ ରହିଛି। ଯେଉଁଠାରେ ବିଜେପି ୧୯ ଟି ଆସନରେ ଆଗୁଆ ରହିଛି। ଅନ୍ୟ ଦଳ ଚାରିଟି ଆସନରେ ଆଗୁଆ ଥିବାବେଳେ INLD ଦୁଇଟି ଆସନରେ ଆଗୁଆ ରହିଛି। Elections 2024 Haryana Assembly Election 2024 Haryana Election 2024 Haryana Vidhan Sabha Chunav Result 2024
ଭୁବନେଶ୍ୱରରେ ଦୁଇ ଦିନିଆ ଚିନ୍ତନ ଶିବିରରେ ଅଧ୍ୟକ୍ଷତା କରିବେ କେନ୍ଦ୍ରମନ୍ତ୍ରୀ ଏଚ୍ ଡି କୁମାରସ୍ୱାମୀNovember 19, 2025
2030 ସୁଦ୍ଧା ରାଉରକେଲା ଇସ୍ପାତ କାରଖାନାର କ୍ଷମତା ଦ୍ୱିଗୁଣିତ କରିବା ପାଇଁ ଯୋଜନା ଘୋଷଣା କଲେ କେନ୍ଦ୍ର ମନ୍ତ୍ରୀNovember 19, 2025