Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ସାବଧାନ!!! ଆପଣ ଝାଡୁ କୁ ଯଦି ଠିକ ସ୍ଥାନରେ ନ ରଖନ୍ତି ତେବେ ହୋଇଯିବେ ବରବାଦ
ଆଜିର ଖବର

ସାବଧାନ!!! ଆପଣ ଝାଡୁ କୁ ଯଦି ଠିକ ସ୍ଥାନରେ ନ ରଖନ୍ତି ତେବେ ହୋଇଯିବେ ବରବାଦ

October 15, 2024No Comments1 Min Read
Share Facebook Twitter LinkedIn Email WhatsApp Copy Link
ସାବଧାନ!!! ଆପଣ ଝାଡୁ କୁ ଯଦି ଠିକ ସ୍ଥାନରେ ନ ରଖନ୍ତି ତେବେ ହୋଇଯିବେ ବରବାଦ

ନୂଆଦିଲ୍ଲୀ: ହିନ୍ଦୁ ଶାସ୍ତ୍ର ଅନୁଯାୟୀ, ଯେଉଁ ଘରେ ସ୍ୱଚ୍ଛତା ଥାଏ ସେଠାରେ ମା ଲକ୍ଷ୍ମୀ ରୁହନ୍ତି। ଏହି କାରଣରୁ ଆମେ ଦୀପାବଳି ତଥା ଅନ୍ୟାନ୍ୟ ପର୍ବରେ ଆମ ଘରର ସ୍ୱତନ୍ତ୍ର ଭାବେ ପରିଷ୍କାର କରିଥାଉ। ଯାହାଦ୍ୱାରା ଘରେ ମାତା ଲକ୍ଷ୍ମୀଙ୍କ ଆଗମନ ହୁଏ । ବାସ୍ତୁ ଶାସ୍ତ୍ରୀଙ୍କ ଅନୁଯାୟୀ, ସଫା କରିବା ପାଇଁ ବ୍ୟବହୃତ ଫୁଲ ଝାଡୁ ମଧ୍ୟ ମାଙ୍କର ପ୍ରତୀକ ଅଟେ । ଆସନ୍ତୁ ଝାଡୁକୁ କିପିର ବ୍ୟବହାର କରିବେ ସେ ସଂପର୍କରେ କେତେକ ତଥ୍ୟ ଆମେ ଆପଣଙ୍କୁ ଦେବୁ

1-ବାସ୍ତୁ ଶାସ୍ତ୍ରୀଙ୍କ ଅନୁଯାୟୀ ଘରେ ଝାଡୁକୁ କେବେ ବି ପାଦ ତଳେ ରଖିବା ଉଚିତ୍ ନୁହେଁ। କୁହାଯାଏ ଯେ ଏହାଦ୍ବାରା ମାତା ଲକ୍ଷ୍ମୀ କ୍ରୋଧୀତ ହୁଅନ୍ତି। ଘରେ ଦରିଦ୍ରତା ଗୋଡାଏ।

2-ଝାଡୁକୁ ଅସମ୍ମାନ କଲେ ମଧ୍ୟ ମା ଲକ୍ଷ୍ମୀଙ୍କୁ ଅସମ୍ମାନ କରିବା ସହିତ ସମାନ ହୋଇଥାଏ ।

3-ଏହା ସହିତ, ଏହା ମଧ୍ୟ କୁହାଯାଇଛି ଯେ ଝାଡୁକୁ କେବେ ଓଲଟା କରି ରଖିବା ହେବା ଉଚିତ୍ ନୁହେଁ । ବାସ୍ତୁ ଶାସ୍ତ୍ରରେ ଏହା ମଧ୍ୟ କୁହାଯାଇଛି ଯେ ଯଦି ଝାଡୁକୁ ଓଲଟା ରଖାଯାଏ, ତେବେ ଏହା ଘରେ ପାରିବାରିକ କଳହକୁ ମଧ୍ୟ ବୃଦ୍ଧି କରିଥାଏ ।

4-ଏଥିସହ ମନେରଖନ୍ତୁ ଯେ ଘର ଝାଡୁ କେବେବି ଘର ବାହାରେ ରଖିବା ଉଚିତ୍ ନୁହେଁ । ବାସ୍ତୁ ଶାସ୍ତ୍ର ଅନୁଯାୟୀ, ଘର ବାହାରେ ଏବଂ ଛାତ ଉପରେ ଝାଡୁ ରଖିଲେ ଘରେ ଚୋରି ହେବାର ଭୟ ରହିଛି।

5-ଏଥି ସହିତ, ଝାଡୁକୁ ରୋଷେଇ ଘର କିମ୍ବା ଖାଦ୍ୟ ସ୍ଥାନରେ ରଖିବା ଉଚିତ୍ ନୁହେଁ ।

6-ପୁରୁଣା ଝାଡୁକୁ କେବେ ନୂଆ ଘରକୁ ନିଆଯିବା ଉଚିତ୍ ନୁହେଁ । ବାସ୍ତୁ ଶାସ୍ତ୍ରୀ ଅନୁଯାୟୀ ଏହା ଖରାପ ପରିସ୍ଥିତି ବୋଲି ବିବେଚନା କରାଯାଏ।

7-ଘରକୁ କେବଳ ଶନିବାର ଦିନ ନୂଆ ଝାଡୁ ଆଣିଲେ ଏହା ଶୁଭ ବୋଲି ବିବେଚନା କରାଯାଏ।

ଘରର ଝାଡୁ ଝାଡୁ
Share. Facebook Twitter LinkedIn Email WhatsApp Copy Link

Related Posts

ଜିଏମଆରସିର ଗିଫ୍ଟ ସିଟି-ଶାହପୁର ମେଟ୍ରୋ ସମ୍ପ୍ରସାରଣକୁ କ୍ୟାବିନେଟ୍ ମଞ୍ଜୁରୀ

February 24, 2026

କେନ୍ଦ୍ରମନ୍ତ୍ରୀଙ୍କ ଦ୍ୱାରା ‘ଦ ଟିଚର୍ ଆପ୍ ୨.୦’ର ଶୁଭାରମ୍ଭ

February 24, 2026

ବିଏସଏନଏଲ ଏବଂ ଟିଡବ୍ଲୁଡବ୍ଲୁଓ ପକ୍ଷରୁ ରକ୍ତଦାନ ଶିବିର

February 24, 2026

୨୦୨୬-୨୭ ଋତୁ ପାଇଁ ଝୋଟର ସର୍ବନିମ୍ନ ସହାୟକ ମୂଲ୍ୟକୁ କ୍ୟାବିନେଟ ମଞ୍ଜୁରି

February 24, 2026
Latest News

ଜିଏମଆରସିର ଗିଫ୍ଟ ସିଟି-ଶାହପୁର ମେଟ୍ରୋ ସମ୍ପ୍ରସାରଣକୁ କ୍ୟାବିନେଟ୍ ମଞ୍ଜୁରୀ

February 24, 2026

କେନ୍ଦ୍ରମନ୍ତ୍ରୀଙ୍କ ଦ୍ୱାରା ‘ଦ ଟିଚର୍ ଆପ୍ ୨.୦’ର ଶୁଭାରମ୍ଭ

February 24, 2026

ବିଏସଏନଏଲ ଏବଂ ଟିଡବ୍ଲୁଡବ୍ଲୁଓ ପକ୍ଷରୁ ରକ୍ତଦାନ ଶିବିର

February 24, 2026

୨୦୨୬-୨୭ ଋତୁ ପାଇଁ ଝୋଟର ସର୍ବନିମ୍ନ ସହାୟକ ମୂଲ୍ୟକୁ କ୍ୟାବିନେଟ ମଞ୍ଜୁରି

February 24, 2026

ଶ୍ରୀନଗର ଅନ୍ତର୍ଜାତୀୟ ବିମାନବନ୍ଦରରେ ସିଭିଲ୍ ଏନକ୍ଲେଭ୍ ସମ୍ପ୍ରସାରଣକୁ କ୍ୟାବିନେଟ୍ ମଞ୍ଜୁରି

February 24, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.