Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»କୃଷକଙ୍କୁ ମୋଦି ସରକାରଙ୍କ ଉପହାର : ଖରିଫ ଫସଲ ଉପରେ ଏମ୍‌ଏସ୍‌ପିରେ ବୃଦ୍ଧି
ଆଜିର ଖବର

କୃଷକଙ୍କୁ ମୋଦି ସରକାରଙ୍କ ଉପହାର : ଖରିଫ ଫସଲ ଉପରେ ଏମ୍‌ଏସ୍‌ପିରେ ବୃଦ୍ଧି

July 3, 2019No Comments1 Min Read
Share Facebook Twitter LinkedIn Email WhatsApp Copy Link

କେନ୍ଦ୍ର ବଜେଟ୍ ପୂର୍ବରୁ ମୋଦି ସରକାର କୃଷକମାନଙ୍କୁ ଏକ ଖୁସି ଖବର ଦେଇଛନ୍ତି। କେନ୍ଦ୍ର ସରକାର ଆଜି କ୍ୟାବିନେଟ୍‌ ବୈଠକରେ ଖରିଫ୍‌ ଫସଲର ସର୍ବନିମ୍ନ ସହାୟକ ମୂଲ୍ୟରେ (ଏମ୍‌ଏସ୍‌ପି) ବୃଦ୍ଧି କରିଛନ୍ତି। ସୋୟାବିନ୍‌, ହରଡ, ମୁଗ, ସୂର୍ଯ୍ୟମୁଖୀ ଆଦି ଶସ୍ୟରେ ମଧ୍ୟ ମୂଲ୍ୟ ବୃଦ୍ଧି କରାଯାଇଛି। ଏହାଦ୍ବାରା ଚାଷୀଙ୍କୁ ଫାଇଦା ମିଳିବ। ସୋୟାବିନର ଦାମ୍ ୩୧୧ କ୍ୱିଂଟାଲ ପ୍ରତି ବୃଦ୍ଧି ହୋଇଥିବା ବେଳେ ସୂର୍ଯ୍ୟମୂଖୀର ଦାମ୍ ୨୬୨ ଟଙ୍କା, ହରଡ ଡାଲି ୧୨୫ ଟଙ୍କା ବୃଦ୍ଧି ହୋଇଛି। ତେବେ ବହୁ ଦିନ ଧରି କୃଷକମାନଙ୍କ ଦାବୀକୁ ପୂରଣ କରାଯାଇଛି। ଏହା ପୂର୍ବରୁ କୃଷକଙ୍କ ଆୟ ବୃଦ୍ଧି କରି ୨୦୨୨ ପର୍ଯ୍ୟନ୍ତ ଦୁଇଗୁଣ କରିବାକୁ ଲକ୍ଷ୍ୟ ରଖି କେନ୍ଦ୍ର ସରକାର ଖରିଫ-ବିପଣନ ସିଜନ ୨୦୧୯-୨୦କୁ ଦୃଷ୍ଟିରେ ରଖି ଧାନର ନ୍ୟୁନତମ ସମର୍ଥନ ମୂଲ୍ୟ ୩.୩ରୁ ୩.୪ ପ୍ରତିଶତ ବୃଦ୍ଧି କରିଥିଲେ।

Share. Facebook Twitter LinkedIn Email WhatsApp Copy Link

Related Posts

କେଉଁ ରାଶିର ଲୋକ କେଉଁ ଧାତୁର ବାସନ ବ୍ୟବହାର କରିବା ଉଚିତ?: ଜାଣିବା ଜରୁରୀ

September 20, 2025

ପାକିସ୍ତାନକୁ ଝଟକା ଦେଲା ଆମେରିକା: BLA କୁ ବିଶ୍ୱ ଆତଙ୍କବାଦୀ ଘୋଷଣା ପ୍ରସ୍ତାବ ଜାତିସଂଘରେ ଖାରଜ

September 20, 2025

ଆସନ୍ତା ୫ ଦିନ ପର୍ଯ୍ୟନ୍ତ ରାଜ୍ୟରେ କିପରି ରହିବ ପାଗ?: ଏହି ଜିଲ୍ଲାଗୁଡିକୁ ୟେଲୋ ୱାର୍ଣ୍ଣିଂ

September 20, 2025

ତୀର୍ଥଯାତ୍ରୀ ଯୋଜନାର ଦ୍ବିତୀୟ ଟ୍ରେନର ଶୁଭାରମ୍ଭ କଲେ ଉପମୁଖ୍ୟମନ୍ତ୍ରୀ

September 20, 2025
Latest News

ଓଡ଼ିଶା ଆସୁଛନ୍ତି ପ୍ରଧାନମନ୍ତ୍ରୀ ମୋଦି, ପ୍ରସ୍ତୁତି ବୈଠକ କଲେ ମୁଖ୍ୟମନ୍ତ୍ରୀ, ଜାଣନ୍ତୁ କଣ ରହିଛି କାର୍ଯ୍ୟକ୍ରମ

September 20, 2025

କେଉଁ ରାଶିର ଲୋକ କେଉଁ ଧାତୁର ବାସନ ବ୍ୟବହାର କରିବା ଉଚିତ?: ଜାଣିବା ଜରୁରୀ

September 20, 2025

ପାକିସ୍ତାନକୁ ଝଟକା ଦେଲା ଆମେରିକା: BLA କୁ ବିଶ୍ୱ ଆତଙ୍କବାଦୀ ଘୋଷଣା ପ୍ରସ୍ତାବ ଜାତିସଂଘରେ ଖାରଜ

September 20, 2025

ଆସନ୍ତା ୫ ଦିନ ପର୍ଯ୍ୟନ୍ତ ରାଜ୍ୟରେ କିପରି ରହିବ ପାଗ?: ଏହି ଜିଲ୍ଲାଗୁଡିକୁ ୟେଲୋ ୱାର୍ଣ୍ଣିଂ

September 20, 2025

ତୀର୍ଥଯାତ୍ରୀ ଯୋଜନାର ଦ୍ବିତୀୟ ଟ୍ରେନର ଶୁଭାରମ୍ଭ କଲେ ଉପମୁଖ୍ୟମନ୍ତ୍ରୀ

September 20, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.