Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଭୁବନେଶ୍ବରରେ ବାଘ !!! ଖୋଜିବା ପାଇଁ ପହଞ୍ଚିଲେ ବନ ବିଭାଗ ଏବଂ ପୋଲିସ
ଆଜିର ଖବର

ଭୁବନେଶ୍ବରରେ ବାଘ !!! ଖୋଜିବା ପାଇଁ ପହଞ୍ଚିଲେ ବନ ବିଭାଗ ଏବଂ ପୋଲିସ

October 26, 2024No Comments1 Min Read
Share Facebook Twitter LinkedIn Email WhatsApp Copy Link
ଭୁବନେଶ୍ବରରେ ବାଘ !!! ଖୋଜିବା ପାଇଁ ପହଞ୍ଚିଲେ ବନ ବିଭାଗ ଏବଂ ପୋଲିସ

ଭୁବନେଶ୍ବର: ଭୁବନେଶ୍ବର କଲରାପତରିଆ ବାଘ। ଏହାକୁ ନେଇ ବର୍ତ୍ତମାନ ଚାରିଆଡେ ଆତଙ୍କ ଖେଳିଯାଇଛି। ଭୁବନେଶ୍ବରର ଭିଆଇପିମାନେ ଆତଯାତ କରୁଥିବା ଏୟାରପୋର୍ଟ ଅଞ୍ଚଳରେ ଏହି ବାଘ ଅଛି ବୋଲି ବର୍ତ୍ତମାନ ଖୋଜାଖୋଜି ଚାଲିଛି। ସେହି ଭିତରେ ଥିବା ଛୋଟ ଜଙ୍ଗଲ ଭିତରେ ବାଘ କେଉଁଠି ଲୁଚିଥିବାର ସନ୍ଦେହ କରାଯାଉଛି। ହେଲେ ଏ ପର୍ଯ୍ୟନ୍ତ ବାଘର କୌଣସି ପତ୍ତା ମିଲିପାରି ନାହିଁ।

ଘଟଣାରୁ ଜଣାପଡିଛି ଯେ, ଏୟାରପୋର୍ଟ ଅଞ୍ଚଳରେ ଜଣେ ମହିଳା ଅଳିଆ ପକାଇବା ପାଇଁ ସକାଳୁ ବାହାରକୁ ଆସିଥିଲେ। ସେ ଅଳିଆ ପକାଇବା ପରେ ହଠାତ ଗୋଟିଏ ବାଘ ଏୟାରପୋର୍ଟ ପାଚେରୀ କଡରେ ଯାଉଥିବାର ଲକ୍ଷ୍ୟ କଲେ। ସେହି ପାଚେରୀକୁ ଲାଗି ଜଣେ ମହିଳା ଛିଡା ହୋଇଥିଲେ। ସେ ତାଙ୍କୁ ବଡପାଟିରେ ବାଘବାଘ ବୋଲି ଚିତ୍କାର କଲେ। ସେହି ମହିଳା ମଧ୍ୟ ବାଘ ଦେଖି ଦୌଉଡିଲେ। ଉଭୟ ଏକ ଛୋଟ କଲପତରିଆ ବାଘ ଦେଖିଛନ୍ତି ବୋଲି ସ୍ବୀକାର କରୁଛନ୍ତି।

ଏହି ଖବର ଜଣାପଡିବା ପରେ ବନ ବିଭାଗ ଏବଂ ଏୟାରପୋର୍ଟ ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚିଛନ୍ତି। ଏପରିକି ଏୟାରପୋର୍ଟ ଅଧିକାରୀମାନେ ମଧ୍ୟ ସେଠାରେ ପହଞ୍ଚିଛନ୍ତି। ସମସ୍ତେ ସେହି ଦୁଇ ମହିଳାଙ୍କ କଥା ଅନୁସାରେ ଖୋଜାଖୋଜି ଜାରୀ ରଖିଛନ୍ତି। ବନ ବିଭାଗ କର୍ମଚାରୀମାନେ ବାଘର ପାଦ ଚିହ୍ନ ଖୋଜିବାରେ ଲାଗିଛନ୍ତି। ତେବେ ଏ ପର୍ଯ୍ୟନ୍ତ ବାଘ ଅଛି କି ନାହିଁ ତାହା ସ୍ପଷ୍ଟ ହୋଇ ନାହିଁ।

Share. Facebook Twitter LinkedIn Email WhatsApp Copy Link

Related Posts

କୃଷକଙ୍କ ଆୟ ଓ ନିରାପତ୍ତା ଉଭୟର ଗ୍ୟାରେଣ୍ଟି: ଲୋକସଭାରେ କେନ୍ଦ୍ର କୃଷିମନ୍ତ୍ରୀ

March 18, 2026

୧୨,୦୦୦ ରୁ ଅଧିକ ଚଢାଉ: ୧୫,୦୦୦ ରୁ ଅଧିକ ଏଲପିଜି ସିଲିଣ୍ଡର ଜବତ

March 18, 2026

ଆଜି ହେଉଛି ମାର୍ଚ୍ଚ ୧୮ ତାରିଖ ବୁଧବାର: ଏହି ରାଶିର ବ୍ୟକ୍ତିମାନଙ୍କୁ ମିଳିବ ଭଲ ଖବର

March 18, 2026

ପୂର୍ବତନ କେନ୍ଦ୍ରମନ୍ତ୍ରୀ ଡାକ୍ତର ଦେବେନ୍ଦ୍ର ପ୍ରଧାନଙ୍କର ପ୍ରଥମ ଶ୍ରାଦ୍ଧ ବାର୍ଷିକୀରେ ଯୋଗ ଦେଲେ ରକ୍ଷାମନ୍ତ୍ରୀ, ମୁଖ୍ୟମନ୍ତ୍ରୀ

March 17, 2026
Latest News

କୃଷକଙ୍କ ଆୟ ଓ ନିରାପତ୍ତା ଉଭୟର ଗ୍ୟାରେଣ୍ଟି: ଲୋକସଭାରେ କେନ୍ଦ୍ର କୃଷିମନ୍ତ୍ରୀ

March 18, 2026

୧୨,୦୦୦ ରୁ ଅଧିକ ଚଢାଉ: ୧୫,୦୦୦ ରୁ ଅଧିକ ଏଲପିଜି ସିଲିଣ୍ଡର ଜବତ

March 18, 2026

ଆଜି ହେଉଛି ମାର୍ଚ୍ଚ ୧୮ ତାରିଖ ବୁଧବାର: ଏହି ରାଶିର ବ୍ୟକ୍ତିମାନଙ୍କୁ ମିଳିବ ଭଲ ଖବର

March 18, 2026

ପୂର୍ବତନ କେନ୍ଦ୍ରମନ୍ତ୍ରୀ ଡାକ୍ତର ଦେବେନ୍ଦ୍ର ପ୍ରଧାନଙ୍କର ପ୍ରଥମ ଶ୍ରାଦ୍ଧ ବାର୍ଷିକୀରେ ଯୋଗ ଦେଲେ ରକ୍ଷାମନ୍ତ୍ରୀ, ମୁଖ୍ୟମନ୍ତ୍ରୀ

March 17, 2026

ଉତ୍ତରାଖଣ୍ଡ ଚାରିଧାମ ଯାତ୍ରା ପାଇଁ ପ୍ରବଳ ଉତ୍ସାହ: ୧୦ ଦିନରେ ୬ ଲକ୍ଷରୁ ଅଧିକ ପଞ୍ଜୀକରଣ

March 17, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.