Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ସେୟାର ବଜାରରେ ବଜେଟ୍‌ର ପ୍ରଭାବ : 40 ହଜାର ପଏଣ୍ଟ ଅତିକ୍ରମ କଲା ସେନ୍‌ସେକ୍ସ
ଆଜିର ଖବର

ସେୟାର ବଜାରରେ ବଜେଟ୍‌ର ପ୍ରଭାବ : 40 ହଜାର ପଏଣ୍ଟ ଅତିକ୍ରମ କଲା ସେନ୍‌ସେକ୍ସ

July 5, 2019No Comments1 Min Read
Share Facebook Twitter LinkedIn Email WhatsApp Copy Link
Markets in panic: Sensex plunges 700 points, Fear index jumps 16%
Markets in panic: Sensex plunges 700 points, Fear index jumps 16%

ଚଳିତ ସରକାରର ପ୍ରଥମ ବଜେଟ୍‌ ଆଜି ଆଗତ ହେବାକୁ ଯାଉଛି । ଏହି ବଜେଟ୍‌ ପ୍ରଭାବରେ ଭାରତୀୟ ସେୟାର ବଜାର ଉର୍ଦ୍ଧ୍ବମୁ୍ଖୀ ରହିଛି । ଦ୍ବିତୀୟ ଥର ପାଇଁ ସେନ୍‌ସେକ୍ସ 40 ହଜାର ପଏଣ୍ଟ ଅତିକ୍ରମ କରିଛି । ସେନ୍‌ସେକ୍ସ 114.67 ପଏଣ୍ଟ ଉପରକୁ ଉଠିବା ସହିତ 40022.73 ପଏଣ୍ଟରେ ପହଞ୍ଚିଛି । ନିଫ୍‌ଟୀ ଏହି ସମୟରେ 31.85 ପଏଣ୍ଟ ବୃଦ୍ଧି ପାଇବା ସହିତ 12000 ପଏଣ୍ଟର ନିକଟତର ହୋଇଛି । ଏହି ସମୟରେ ନିଫ୍‌ଟୀ 11978.60 ପଏଣ୍ଟରେ ରହିଛି । ଏହି ସମୟରେ ଇଣ୍ଡସଇଣ୍ଡ ବ୍ୟାଙ୍କ, ଏଲ୍‌ ଆଣ୍ଡ ଟି, ଏଚ୍‌ୟୁଏଲ୍‌, କୋଟାକ, ଏଚ୍‌ଡିଏଫ୍‌ସି, ଏସିଆନ୍‌ ପେଣ୍ଟସ୍‌, ବଜାଜ ଅଟୋ ଏବଂ ଆରଆଇଏଲ୍‌ର ଅଂଶଧନ ମୂଲ୍ୟରେ ବୃଦ୍ଧି ଘଟିଛି । ଏହି ସମସ୍ତ କମ୍ପାନୀର ଅଂଶଧନରେ 1.14 ପ୍ରତିଶତର ଅଭିବୃଦ୍ଧି ଘଟିଛି ।

Share. Facebook Twitter LinkedIn Email WhatsApp Copy Link

Related Posts

ଅହମ୍ମଦାବାଦ ବିମାନବନ୍ଦରରେ ଭାବପ୍ରବଣ ଦୃଶ୍ୟ: ଜେଦ୍ଦାରୁ ଫେରି ପ୍ରଧାନମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇଲେ ଯାତ୍ରୀ 

March 4, 2026

Holi Festival: ଚିଲିକା ନିର୍ବାଚନ ମଣ୍ଡଳି ଲୋକଙ୍କ ସହିତ ହୋଲି ଖେଳିଲେ ମନ୍ତ୍ରୀ ପୃଥୀରାଜ ହରିଚନ୍ଦନ

March 4, 2026

ଯୁଦ୍ଧ ମଧ୍ୟରେ ଭାରତ ପାଇଲା ଉଲ୍ଲେଖନୀୟ ସଫଳତା!: ଥରିବେ ଶତ୍ରୁ ଦେଶ 

March 4, 2026

ରଙ୍ଗ ଖେଳିଲା ବେଳେ ବ୍ୟବହାର କରୁଛନ୍ତି କି ସ୍ମାର୍ଟଫୋନ୍: ତାହା ୱାଟରପ୍ରୁଫ୍ କି ନୁହେଁ କିପରି ଜାଣିବେ?

March 4, 2026
Latest News

ରାଜ୍ୟସଭା ନିର୍ବାଚନ: ବିଜୟ ମହାପାତ୍ରଙ୍କ ଘରକୁ କାହିଁକ ଗଲେ ଦିଲ୍ଲୀପ ରାୟ, ବିଧାୟକ ଅରବିନ୍ଦ କହିଲେ..

March 4, 2026

ଅହମ୍ମଦାବାଦ ବିମାନବନ୍ଦରରେ ଭାବପ୍ରବଣ ଦୃଶ୍ୟ: ଜେଦ୍ଦାରୁ ଫେରି ପ୍ରଧାନମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇଲେ ଯାତ୍ରୀ 

March 4, 2026

Holi Festival 2026: ହୋଲି ଅବସରରେ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ ମୋଦି

March 4, 2026

Holi Festival: ଚିଲିକା ନିର୍ବାଚନ ମଣ୍ଡଳି ଲୋକଙ୍କ ସହିତ ହୋଲି ଖେଳିଲେ ମନ୍ତ୍ରୀ ପୃଥୀରାଜ ହରିଚନ୍ଦନ

March 4, 2026

ଯୁଦ୍ଧ ମଧ୍ୟରେ ଭାରତ ପାଇଲା ଉଲ୍ଲେଖନୀୟ ସଫଳତା!: ଥରିବେ ଶତ୍ରୁ ଦେଶ 

March 4, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.