ବଜେଟ୍‌ 2019 : ଗ୍ରାମାଞ୍ଚଳ ନିମନ୍ତେ 1.25 ଲକ୍ଷ କିମିର ସଡକ ନିର୍ମାଣ ଏବଂ 80 ହଜାର କୋଟିର ନିବେଶ

Published: Jul 5, 2019, 2:27 pm IST
fdi 100 percent

କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଚଳିତ ବଜେଟ ଉପସ୍ଥାପନ କରିବା ସହିତ ଗ୍ରାମାଞ୍ଚଳର ସଡକ ବ୍ୟବସ୍ଥାକୁ ଗୁରୁତ୍ବ ପ୍ରଦାନ କରିଛନ୍ତି । ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡକ ଯୋଜନାର ତୃତୀୟ ପର୍ଯ୍ୟାୟରେ 1.25 ଲକ୍ଷ କିମିର ସଡକର ନିର୍ମାଣ ତଥା ମରାମତି କରାଯିବାର ଲକ୍ଷ୍ୟ ରଖାଯାଇଛି । ଏହା ସହିତ ତୃତୀୟ ପର୍ଯ୍ୟାୟର ଯୋଜନା ନିମନ୍ତେ 80 ହଜାର କୋଟି ଟଙ୍କାର ବ୍ୟୟବରାଦ ରଖାଯାଇଛି । 2019-20 ଆର୍ଥିକ ବର୍ଷରେ 7 ହଜାର କିମି ରାସ୍ତା ନିର୍ମାଣର ଲକ୍ଷ୍ୟ ରଖାଯାଇଛି । ଏହି ରାସ୍ତା ନିର୍ମାଣ ପାଇଁ 3936.04 କୋଟିର ବ୍ୟୟ ବରାଦର ଲକ୍ଷ୍ୟ ରଖାଯାଇଛି ।

Related posts