ମୁମ୍ବାଇ: ମହାରାଷ୍ଟ୍ର ବିଧାନସଭା ନିର୍ବାଚନରେ ମହାୟୁତୀ ୨୦୦ ସଂଖ୍ୟା ଅତିକ୍ରମ କରିଛି। ମହାୟୁତି ବର୍ତ୍ତମାନ ୨୧୬ ଟି ଆସନରେ ଆଗୁଆ ଅଛି। ଯେଉଁଠାରେ MVA ୬୦ ଟି ଆସନରେ ଆଗରେ ଅଛି। ସେହିଭଳି ଅନ୍ୟ ୧୨ ଟି ଆସନରେ ଆଗରେ ଅଛନ୍ତି।