Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଝାଡ଼ଖଣ୍ଡ ନିର୍ବାଚନ ଫଳାଫଳ: ବିଜେପି ନିରାଶ, ପୁଣିଥରେ ଇଣ୍ଡିଆ ମେଣ୍ଟ, ସ୍ପଷ୍ଟ ହେଲା ଚିତ୍ର
ଆଜିର ଖବର

ଝାଡ଼ଖଣ୍ଡ ନିର୍ବାଚନ ଫଳାଫଳ: ବିଜେପି ନିରାଶ, ପୁଣିଥରେ ଇଣ୍ଡିଆ ମେଣ୍ଟ, ସ୍ପଷ୍ଟ ହେଲା ଚିତ୍ର

November 23, 2024No Comments1 Min Read
Share Facebook Twitter LinkedIn Email WhatsApp Copy Link

ରାଞ୍ଚି: ଆଜି ଝାଡ଼ଖଣ୍ଡ ବିଧାନସଭା ନିର୍ବାଚନର ଭୋଟ ଗଣତି ଚାଲିଛି। ଏହା ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ନିର୍ବାଚନ ଆୟୋଗଙ୍କ ତଥ୍ୟ ଅନୁଯାୟୀ, ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା ନେତୃତ୍ଵାଧୀନ ଇଣ୍ଡିଆ ମେଣ୍ଟ ବିପୁଳ ବିଜୟ ଆଡକୁ ଗତି କରୁଛି। ଏପର୍ଯ୍ୟନ୍ତ ଇଣ୍ଡିଆ ମେଣ୍ଟ ୫୬ ଟି ଆସନରେ ବିଜୟ ସହ ଅଗ୍ରଣୀ ହାସଲ କରିଛି। ସେହିଭଳି ବିଜେପି ନେତୃତ୍ଵାଧୀନ ଏନଡିଏ ମେଣ୍ଟକୁ ୨୪ ଟି ଆସନରେ ବିଜୟ ସହ ଅଗ୍ରଣୀ କରୁଥିବା ଦେଖାଯାଉଛି।

ସନ୍ଧ୍ୟା ୭.୩୦ ସୁଦ୍ଧା କିଏ କେତେ ଆସନରେ ବିଜୟୀ ହୋଇଛି?:

ଜେଏମଏମ: ୩୩ ଟି ଆସନରେ ଜିତି ୧ ଟି ଆସନରେ ଆଗୁଆ ରହିଛି।

ବିଜେପି: ୧୯ ଟି ଆସନରେ ଜିତି ୨ ଟି ଆସନରେ ଆଗୁଆ ରହିଛି।

କଂଗ୍ରେସ: ୧୫ ଟି ଆସନରେ ଜିତି ୧ ଟି ଆସନରେ ଆଗୁଆ ରହିଛି।

ଆରଜେଡ଼ି: ୪ ଟି ଆସନରେ ବିଜୟ ଲାଭ କରିଛି।

ସିପିଆଇ: ୨ ଟି ଆସନରେ ବିଜୟ ଲାଭ କରିଛି।

ଏଜେଏସୟୁପି: ୧ ଟି ଆସନରେ ବିଜୟ ଲାଭ କରିଛି।

ଏଲଜେପିଆରଭି: ୧ ଟି ଆସନରେ ବିଜୟ ଲାଭ କରିଛି।

ଜେଏଲକେଏମ: ୧ ଟି ଆସନରେ ବିଜୟ ଲାଭ କରିଛି।

 

Congress election 2024 india jharakhand jmm NDA
Share. Facebook Twitter LinkedIn Email WhatsApp Copy Link

Related Posts

AIIMS Bhubaneswar: ଆୟୋଜିତ ହେଲା ମେଡିକାଲ ଅକ୍ସିଜେନ ପରିଚାଳନା କାର୍ଯ୍ୟକ୍ରମ 

September 8, 2025

ନୂଆପଡା ବିଧାୟକଙ୍କ ପରଲୋକରେ ନବୀନ ପଟ୍ଟନାୟକଙ୍କ ଶୋକ ପ୍ରକାଶ, କହିଲେ

September 8, 2025

ଆପ ବିଧାୟକ ମେହରାଜ ମଲିକ ଗିରଫ, ଅଭିଯୋଗ କ’ଣ?

September 8, 2025

ବିଜେଡି ବିଧାୟକ ରାଜେନ୍ଦ୍ର ଢୋଲକିଆଙ୍କ ପରଲୋକ, ୪ ଥର ବିଧାୟକ

September 8, 2025
Latest News

AIIMS Bhubaneswar: ଆୟୋଜିତ ହେଲା ମେଡିକାଲ ଅକ୍ସିଜେନ ପରିଚାଳନା କାର୍ଯ୍ୟକ୍ରମ 

September 8, 2025

ନୂଆପଡା ବିଧାୟକଙ୍କ ପରଲୋକରେ ନବୀନ ପଟ୍ଟନାୟକଙ୍କ ଶୋକ ପ୍ରକାଶ, କହିଲେ

September 8, 2025

ଆପ ବିଧାୟକ ମେହରାଜ ମଲିକ ଗିରଫ, ଅଭିଯୋଗ କ’ଣ?

September 8, 2025

ବିଜେଡି ବିଧାୟକ ରାଜେନ୍ଦ୍ର ଢୋଲକିଆଙ୍କ ପରଲୋକ, ୪ ଥର ବିଧାୟକ

September 8, 2025

ଟି-୨୦ ଏସିଆ କପରେ କାହାର ପଲ୍ଲା ଭାରି?: ଜାଣନ୍ତୁ ଭାରତ ବନାମ ପାକିସ୍ତାନର ରେକର୍ଡ

September 8, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.