Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଗହମ ଦରକୁ ନିୟନ୍ତ୍ରଣ କରିବା ପାଇଁ ମୁକ୍ତ ବଜାର ବିକ୍ରୟ ଯୋଜନା ଅଧୀନରେ ଇ-ନିଲାମ କରିବେ କେନ୍ଦ୍ର ସରକାର
ଆଜିର ଖବର

ଗହମ ଦରକୁ ନିୟନ୍ତ୍ରଣ କରିବା ପାଇଁ ମୁକ୍ତ ବଜାର ବିକ୍ରୟ ଯୋଜନା ଅଧୀନରେ ଇ-ନିଲାମ କରିବେ କେନ୍ଦ୍ର ସରକାର

November 29, 2024No Comments1 Min Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ: ଖୋଲା ବଜାରରେ ଗହମର ମୂଲ୍ୟକୁ ନିୟନ୍ତ୍ରଣ କରିବା ପାଇଁ ଭାରତୀୟ ଖାଦ୍ୟ ନିଗମ (ଏଫସିଆଇ) ଖୋଲା ବଜାରରେ ଗହମର ମୂଲ୍ୟକୁ ହ୍ରାସ କରିବା ଲାଗି ଅଟା ମିଲ୍ସ/ଗହମ ସାମଗ୍ରୀ ଉତ୍ପାଦନକାରୀ/ ପ୍ରୋସେସର/ଶେଷ ଗହମ ବ୍ୟବହାରକାରୀଙ୍କୁ ଇ-ନିଲାମ ମାଧ୍ୟମରେ ବିକ୍ରି କରିବା ଲାଗି ଖୋଲା ବଜାରରେ ୨୫ ଲକ୍ଷ ମେଟ୍ରିକ୍ ଟନ୍ ଗହମ ବଜାରକୁ ଛାଡିବା ପାଇଁ ଭାରତ ସରକାର ନିଷ୍ପତ୍ତି ନେଇଛନ୍ତି।

ଖାଦ୍ୟ ଅର୍ଥନୀତିରେ ମୁଦ୍ରାସ୍ଫୀତି ଧାରାକୁ ନିୟନ୍ତ୍ରଣ କରିବା ପାଇଁ ଭାରତ ସରକାରଙ୍କ ଖାଦ୍ୟ ଓ ସାଧାରଣ ବଣ୍ଟନ ବିଭାଗ ୨୦୨୪ ପାଇଁ ନିଜର ଓଏମଏସଏସ (ଡି) ନୀତିରେ ଗହମ (ଏଫଏକ୍ୟୁ) ପାଇଁ ୨୩୨୫/କ୍ୟୁଟିଏଲ ଏବଂ ଗହମ (ୟୁଆରଏସ) ପାଇଁ ୨୩୦୦ ଟଙ୍କା ସଂରକ୍ଷିତ ମୂଲ୍ୟ ସ୍ଥିର କରି ଆରଏମଏସ ୨୦୨୪-୨୫ ସମେତ ୨୦୨୫ ମାର୍ଚ୍ଚ ୩୧ ତାରିଖ ପର୍ଯ୍ୟନ୍ତ ଇ-ନିଲାମ ମାଧ୍ୟମରେ ଘରୋଇ ପକ୍ଷଙ୍କୁ ବିକ୍ରି କରିବା ପାଇଁ ଧାର୍ଯ୍ୟ କରିଛି।

ଇ-ନିଲାମ ଭାରତୀୟ ଖାଦ୍ୟ ନିଗମ
Share. Facebook Twitter LinkedIn Email WhatsApp Copy Link

Related Posts

ତୃତୀୟ ସର୍ବ ଭାରତୀୟ କ୍ରିକେଟ ଚାମ୍ପିୟନସିପ୍: ଚମ୍ପିଆନ ଟିମକୁ ଟ୍ରଫି ପ୍ରଦାନ କଲେ ସ୍ୱାସ୍ଥ୍ୟ ମନ୍ତ୍ରୀ

November 17, 2025

ଭାରତ-ଆମେରିକା ମଧ୍ୟରେ ଏଲପିଜି ଚୁକ୍ତିନାମା

November 17, 2025

ରବିନ୍ଦ୍ର ଜାଡେଜା କାହିଁକି ୪ କୋଟି  କମରେ CSK ଛାଡିଲେ?: କାରଣ ବଖାଣିଲେ ପୂର୍ବତନ କ୍ରିକେଟର 

November 17, 2025

ସାଉଦି ଆରବରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା: ୪୨ ଭାରତୀୟଙ୍କ ମୃତ୍ୟୁ ଆଶଙ୍କା

November 17, 2025
Latest News

ତୃତୀୟ ସର୍ବ ଭାରତୀୟ କ୍ରିକେଟ ଚାମ୍ପିୟନସିପ୍: ଚମ୍ପିଆନ ଟିମକୁ ଟ୍ରଫି ପ୍ରଦାନ କଲେ ସ୍ୱାସ୍ଥ୍ୟ ମନ୍ତ୍ରୀ

November 17, 2025

ଭାରତ-ଆମେରିକା ମଧ୍ୟରେ ଏଲପିଜି ଚୁକ୍ତିନାମା

November 17, 2025

ରବିନ୍ଦ୍ର ଜାଡେଜା କାହିଁକି ୪ କୋଟି  କମରେ CSK ଛାଡିଲେ?: କାରଣ ବଖାଣିଲେ ପୂର୍ବତନ କ୍ରିକେଟର 

November 17, 2025

ସାଉଦି ଆରବରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା: ୪୨ ଭାରତୀୟଙ୍କ ମୃତ୍ୟୁ ଆଶଙ୍କା

November 17, 2025

ବିହାର ପାଇଁ କ୍ୟାବିନେଟ ଫର୍ମୁଲା ସ୍ଥିର, ନୀତିଶ ହେବେ ମୁଖ୍ୟମନ୍ତ୍ରୀ, ବିଜେପି ପାଇବ ଦୁଇ ଉପମୁଖ୍ୟମନ୍ତ୍ରୀ!

November 17, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.