Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଗହମ ଦରକୁ ନିୟନ୍ତ୍ରଣ କରିବା ପାଇଁ ମୁକ୍ତ ବଜାର ବିକ୍ରୟ ଯୋଜନା ଅଧୀନରେ ଇ-ନିଲାମ କରିବେ କେନ୍ଦ୍ର ସରକାର
ଆଜିର ଖବର

ଗହମ ଦରକୁ ନିୟନ୍ତ୍ରଣ କରିବା ପାଇଁ ମୁକ୍ତ ବଜାର ବିକ୍ରୟ ଯୋଜନା ଅଧୀନରେ ଇ-ନିଲାମ କରିବେ କେନ୍ଦ୍ର ସରକାର

November 29, 2024No Comments1 Min Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ: ଖୋଲା ବଜାରରେ ଗହମର ମୂଲ୍ୟକୁ ନିୟନ୍ତ୍ରଣ କରିବା ପାଇଁ ଭାରତୀୟ ଖାଦ୍ୟ ନିଗମ (ଏଫସିଆଇ) ଖୋଲା ବଜାରରେ ଗହମର ମୂଲ୍ୟକୁ ହ୍ରାସ କରିବା ଲାଗି ଅଟା ମିଲ୍ସ/ଗହମ ସାମଗ୍ରୀ ଉତ୍ପାଦନକାରୀ/ ପ୍ରୋସେସର/ଶେଷ ଗହମ ବ୍ୟବହାରକାରୀଙ୍କୁ ଇ-ନିଲାମ ମାଧ୍ୟମରେ ବିକ୍ରି କରିବା ଲାଗି ଖୋଲା ବଜାରରେ ୨୫ ଲକ୍ଷ ମେଟ୍ରିକ୍ ଟନ୍ ଗହମ ବଜାରକୁ ଛାଡିବା ପାଇଁ ଭାରତ ସରକାର ନିଷ୍ପତ୍ତି ନେଇଛନ୍ତି।

ଖାଦ୍ୟ ଅର୍ଥନୀତିରେ ମୁଦ୍ରାସ୍ଫୀତି ଧାରାକୁ ନିୟନ୍ତ୍ରଣ କରିବା ପାଇଁ ଭାରତ ସରକାରଙ୍କ ଖାଦ୍ୟ ଓ ସାଧାରଣ ବଣ୍ଟନ ବିଭାଗ ୨୦୨୪ ପାଇଁ ନିଜର ଓଏମଏସଏସ (ଡି) ନୀତିରେ ଗହମ (ଏଫଏକ୍ୟୁ) ପାଇଁ ୨୩୨୫/କ୍ୟୁଟିଏଲ ଏବଂ ଗହମ (ୟୁଆରଏସ) ପାଇଁ ୨୩୦୦ ଟଙ୍କା ସଂରକ୍ଷିତ ମୂଲ୍ୟ ସ୍ଥିର କରି ଆରଏମଏସ ୨୦୨୪-୨୫ ସମେତ ୨୦୨୫ ମାର୍ଚ୍ଚ ୩୧ ତାରିଖ ପର୍ଯ୍ୟନ୍ତ ଇ-ନିଲାମ ମାଧ୍ୟମରେ ଘରୋଇ ପକ୍ଷଙ୍କୁ ବିକ୍ରି କରିବା ପାଇଁ ଧାର୍ଯ୍ୟ କରିଛି।

ଇ-ନିଲାମ ଭାରତୀୟ ଖାଦ୍ୟ ନିଗମ
Share. Facebook Twitter LinkedIn Email WhatsApp Copy Link

Related Posts

ଟ୍ରାଇ ପରୀକ୍ଷଣରେ ଓଡିଶାର ବ୍ରହ୍ମପୁର ସହରରେ ଜିଓର ସର୍ବାଧିକ ୫ଜି ଡାଉନଲୋଡ୍ ସ୍ପିଡ୍ ହାସଲ

February 8, 2026

ଭାରତ-ଆମେରିକା ବାଣିଜ୍ୟ ଚୁକ୍ତି, ବୟନ ଶିଳ୍ପ ପାଇଁ ପ୍ରମୁଖ ପ୍ରୋତ୍ସାହନ

February 8, 2026

ଓଡ଼ିଶା ଏଆଇ ପାର୍କ ବିକାଶ ପାଇଁ ୨୦ ହଜାର କୋଟିର ନିବେଶ ପ୍ରସ୍ତାବ

February 8, 2026

ଜାମ୍ମୁ-କାଶ୍ମୀରରେ ବିକାଶମୂଳକ ପ୍ରକଳ୍ପର ଅଗ୍ରଗତିର ଆକଳନ ଲାଗି ବୈଠକ

February 8, 2026
Latest News

ଟ୍ରାଇ ପରୀକ୍ଷଣରେ ଓଡିଶାର ବ୍ରହ୍ମପୁର ସହରରେ ଜିଓର ସର୍ବାଧିକ ୫ଜି ଡାଉନଲୋଡ୍ ସ୍ପିଡ୍ ହାସଲ

February 8, 2026

ଭାରତ-ଆମେରିକା ବାଣିଜ୍ୟ ଚୁକ୍ତି, ବୟନ ଶିଳ୍ପ ପାଇଁ ପ୍ରମୁଖ ପ୍ରୋତ୍ସାହନ

February 8, 2026

ଓଡ଼ିଶା ଏଆଇ ପାର୍କ ବିକାଶ ପାଇଁ ୨୦ ହଜାର କୋଟିର ନିବେଶ ପ୍ରସ୍ତାବ

February 8, 2026

ଜାମ୍ମୁ-କାଶ୍ମୀରରେ ବିକାଶମୂଳକ ପ୍ରକଳ୍ପର ଅଗ୍ରଗତିର ଆକଳନ ଲାଗି ବୈଠକ

February 8, 2026

କ୍ୱାଲାଲମ୍ପୁର ଠାରେ ଜନସଭାକୁ ସମ୍ବୋଧିତ କଲେ ପ୍ରଧାନମନ୍ତ୍ରୀ

February 8, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.