Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ସମ୍ୱଲ ମସଜିଦ ମାମଲା: ନିରପେକ୍ଷ ରହିବାକୁ ଯୋଗୀ ସରକାରଙ୍କୁ ସିଜେଆଇଙ୍କ ପରାମର୍ଶ
ଆଜିର ଖବର

ସମ୍ୱଲ ମସଜିଦ ମାମଲା: ନିରପେକ୍ଷ ରହିବାକୁ ଯୋଗୀ ସରକାରଙ୍କୁ ସିଜେଆଇଙ୍କ ପରାମର୍ଶ

November 29, 2024No Comments1 Min Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ: ସୁପ୍ରିମକୋର୍ଟ ଆଜି ଉତ୍ତରପ୍ରଦେଶର ସମ୍ବଲ ଜାମା ମସଜିଦ ଉପରେ ହୋଇଥିବା ସର୍ଭେ ସଂପର୍କରେ ହିଂସା ମାମଲାରେ ଟ୍ରାଏଲ କୋର୍ଟକୁ ଗୁରୁତ୍ୱପୂର୍ଣ୍ଣ ନିର୍ଦ୍ଦେଶ ଦେଇଛନ୍ତି। ଯେପର୍ଯ୍ୟନ୍ତ ଏହି ମାମଲା ହାଇକୋର୍ଟରେ ବିଚାରାଧୀନ ଅଛି ସେ ପର୍ଯ୍ୟନ୍ତ ଏଥିରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଉଚିତ ନୁହେଁ ବୋଲି କୋର୍ଟ କହିଛନ୍ତି। ଜାମା ମସଜିଦ କମିଟି ହାଇକୋର୍ଟରେ ସିଭିଲ ଜଜଙ୍କ ସର୍ଭେ ଆଦେଶକୁ ଚ୍ୟାଲେଞ୍ଜ କରିଛି। କୋର୍ଟ କହିଛନ୍ତି ଯେ, ହାଇକୋର୍ଟଙ୍କ ନିଷ୍ପତ୍ତି ପରେ ନିମ୍ନ ଅଦାଲତ କିଛି ପଦକ୍ଷେପ ନେବା ଉଚିତ୍।

ଏହି ଅଞ୍ଚଳରେ ଶାନ୍ତି ଏବଂ ସୌହାର୍ଦ୍ଦ୍ୟ ବଜାୟ ରଖିବା ପାଇଁ ଯୋଗୀ ଆଦିତ୍ୟନାଥ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଆଡଭୋକେଟ୍ କମିଶନରଙ୍କ ରିପୋର୍ଟକୁ ଲଫାପରେ ସିଲ୍ କରି ରଖିବାକୁ ଏବଂ ଏହାକୁ ନଖୋଲିବା ପାଇଁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ସମ୍ୱଲରେ ଶାନ୍ତି ଏବଂ ସୌହାର୍ଦ୍ଦ୍ୟ ରକ୍ଷା କରିବା ପାଇଁ ଉତ୍ତରପ୍ରଦେଶ ସରକାରକୁ କୋର୍ଟ କହିଛନ୍ତି।

ନଭେମ୍ବର ୧୯ ତାରିଖରେ ସମ୍ୱଲ କୋର୍ଟର ସିଭିଲ ଜଜ ଜୁନିଅର ଡିଭିଜନ ମସଜିଦ ସର୍ଭେ ପାଇଁ ଏହି ନିର୍ଦ୍ଦେଶ ଦେଇଛନ୍ତି। ନଭେମ୍ବର ୨୪ ତାରିଖରେ ଯେତେବେଳେ ସର୍ଭେ ଟିମ୍ ଜାମା ମସଜିଦ୍ ରେ ପହଞ୍ଚିଲା ସେତେବେଳେ ସେହି ଅଞ୍ଚଳର ଲୋକଙ୍କ ମଧ୍ୟରେ ସଂଘର୍ଷ ହୋଇଥିଲା ଏବଂ ପୋଲିସ୍ ମଧ୍ୟରେ ହିଂସା ବ୍ୟାପିଥିଲା ​​ଯେଉଁଥିରେ ୬ ଜଣଙ୍କର ମୃତ୍ୟୁ ଘଟିଥିଲା।

CJI Sanjiv Khanna Jama Masjid sambhal Supreme Court
Share. Facebook Twitter LinkedIn Email WhatsApp Copy Link

Related Posts

ଉପରାଷ୍ଟ୍ରପତି ନିର୍ବାଚନ: ସି.ପି. ରାଧାକୃଷ୍ଣନ୍ ବନାମ ସୁଦର୍ଶନ ରେଡ୍ଡୀ, ଜାଣନ୍ତୁ କାହାର ପଲ୍ଲା ଭାରି?

August 19, 2025

ହିଣ୍ଡାଲକୋ ମିନାକ୍ଷୀ କୋଇଲା ଖଣି ପକ୍ଷରୁ ଛାତ୍ରଛାତ୍ରୀଙ୍କ ପାଇଁ ଦନ୍ତ ସଚେତନତା ଶିବିର

August 19, 2025

ଅନଲାଇନ୍ ଗେମିଂର ଜାଲରେ ଫସିଲେ ବ୍ୟବସାୟୀ, ହରାଇଲେ ୧୨ କୋଟି

August 19, 2025

ଭୁବନେଶ୍ବର ରିଙ୍ଗ ରୋଡ ପ୍ରସ୍ତାବକୁ କେନ୍ଦ୍ର କ୍ୟାବିନେଟର ମଞ୍ଜୁରୀ, ବ୍ୟୟ 8307 କୋଟି ଟଙ୍କା

August 19, 2025
Latest News

ଉପରାଷ୍ଟ୍ରପତି ନିର୍ବାଚନ: ସି.ପି. ରାଧାକୃଷ୍ଣନ୍ ବନାମ ସୁଦର୍ଶନ ରେଡ୍ଡୀ, ଜାଣନ୍ତୁ କାହାର ପଲ୍ଲା ଭାରି?

August 19, 2025

ହିଣ୍ଡାଲକୋ ମିନାକ୍ଷୀ କୋଇଲା ଖଣି ପକ୍ଷରୁ ଛାତ୍ରଛାତ୍ରୀଙ୍କ ପାଇଁ ଦନ୍ତ ସଚେତନତା ଶିବିର

August 19, 2025

ଅନଲାଇନ୍ ଗେମିଂର ଜାଲରେ ଫସିଲେ ବ୍ୟବସାୟୀ, ହରାଇଲେ ୧୨ କୋଟି

August 19, 2025

ଭୁବନେଶ୍ବର ରିଙ୍ଗ ରୋଡ ପ୍ରସ୍ତାବକୁ କେନ୍ଦ୍ର କ୍ୟାବିନେଟର ମଞ୍ଜୁରୀ, ବ୍ୟୟ 8307 କୋଟି ଟଙ୍କା

August 19, 2025

୨୦୨୫ ଏସିଆ କପ୍ ପାଇଁ ଟିମ୍ ଇଣ୍ଡିଆ ଘୋଷଣା କଲା ବିସିସିଆଇ

August 19, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.