Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଆଇସିସି କ୍ରିକେଟ ସେମି ଫାଇନାଲ : ଓଲ୍‌ଡ ଟ୍ରାଫୋର୍ଡରେ ନ୍ୟୁଜିଲ୍ୟାଣ୍ଡର ମୁକାବିଲା କରିବ ଭାରତ
ଆଜିର ଖବର

ଆଇସିସି କ୍ରିକେଟ ସେମି ଫାଇନାଲ : ଓଲ୍‌ଡ ଟ୍ରାଫୋର୍ଡରେ ନ୍ୟୁଜିଲ୍ୟାଣ୍ଡର ମୁକାବିଲା କରିବ ଭାରତ

July 9, 2019No Comments1 Min Read
Share Facebook Twitter LinkedIn Email WhatsApp Copy Link

ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ଆଇସିସି) ବିଶ୍ୱକପର ପ୍ରଥମ ସେମିଫାଇନାଲ ମଙ୍ଗଳବାର ଖେଳାଯିବ । ମଂଚେଷ୍ଟରସ୍ଥିତ ଓଲ୍ଡ ଟ୍ରାଫେଡ ଷ୍ଟାଡିୟମରେ ଭାରତୀୟ ସମୟ ଅନୁସାରେ ଅପରାହ୍ଣ 3ଟାରେ ଏହି ମ୍ୟାଚ ଖେଳିବ । ବହୁ ପ୍ରତୀକ୍ଷିତ ଏହି ମ୍ୟାଚ ପାଇଁ ଭାରତ ଓ ନ୍ୟୁଜିଲାଣ୍ଡ ଟିମ ଅପେକ୍ଷା ଉଭୟ ଦେଶର ପ୍ରଶଂସକମାନେ ଅଧିକ ଉତ୍ସାହିତ ଅଛନ୍ତି । ବର୍ତ୍ତମାନ ପର୍ଯ୍ୟନ୍ତ ଖେଳାଯାଇଥିବା ଚଳିତ ବିଶ୍ୱକପରେ ଟିମ ଇଣ୍ଡିଆ ନିଜକୁ ଶକ୍ତିଶାଳୀ ଟିମ ବୋଲି ପରିଚୟ ଦେଇ ସାରିଛି । ଭାରତୀୟ ଟିମ 9ଟି ମ୍ୟାଚ ଖେଳି 7ଟିରେ ବିଜୟ ହାସଲ କରିଥିବା ବେଳେ କେବଳ ଇଂଲଣ୍ଡ ଠାରୁ ପରାସ୍ତ ହୋଇଛି । ନ୍ୟୁଜିଲାଣ୍ଡ ବିପକ୍ଷରେ ଭାରତର ମ୍ୟାଚ ବର୍ଷା ଯୋଗୁଁ ବାତିଲ ହୋଇଥିଲା । ଏଯାଏଁ ଭାରତ ଦକ୍ଷିଣଆଫ୍ରିକା, ଅଷ୍ଟ୍ରେଲିଆ, ପାକିସ୍ତାନ, ୱେଷ୍ଟଇଣ୍ଡିଜ, ବାଂଲାଦେଶ, ଶ୍ରୀଲଙ୍କା ଓ ଆଫଗାନିସ୍ତାନକୁ ପରାସ୍ତ କରିଛି । ଅଙ୍କ ତାଲିକାରେ 15 ପଏଣ୍ଟ ହାସଲ କରି ପ୍ରଥମ ସ୍ଥାନ ଅଧିକାର କରିବା ପରେ 4ର୍ଥ ସ୍ଥାନରେ ଥିବା ନ୍ୟୁଜିଲାଣ୍ଡ (11 ପଏଣ୍ଟ)କୁ ଆଜି ଭେଟିବ । ବିଶ୍ବକପ୍‌ରେ ଟିମ୍‌ ଇଣ୍ଡିଆ ନ୍ୟୁଜିଲ୍ୟାଣ୍ଡକୁ ପରାସ୍ତ କରିବାରେ ଅସମର୍ଥ ରହିଥିବା ବେଳେ ରୋହିତ ଶର୍ମା ଏବଂ ବିରାଟ କୋହଲିଙ୍କ ପ୍ରଦର୍ଶନ ନିର୍ଣ୍ଣାୟକ ରହିବ । ଭୁବନେଶ୍ବର କୁମାରଙ୍କ ସ୍ଥାନରେ ମହମ୍ମଦ ସାମି ପ୍ରତ୍ୟାବର୍ତ୍ତନ କରିବେ ବୋଲି ଜଣାପଡିଛି ।

Share. Facebook Twitter LinkedIn Email WhatsApp Copy Link

Related Posts

ମାତ୍ର 2 ଘଣ୍ଟାରେ ମୁମ୍ବାଇରୁ ଅହମ୍ମଦାବାଦ ଯାତ୍ରା, କେବେ ଚାଲିବ ବୁଲେଟ୍ ଟ୍ରେନ୍?, କହିଲେ ରେଳମନ୍ତ୍ରୀ

September 20, 2025

ଓମାନ ବିପକ୍ଷରେ ବିଜୟ ପରେ ସୂର୍ଯ୍ୟଙ୍କ ବଡ଼ ବୟାନ: ପାକିସ୍ତାନକୁ କଲେ ଅଣଦେଖା

September 20, 2025

IIM CAT 2025: ଆବେଦନ କରିବାର ଆଜି ଶେଷ ସୁଯୋଗ, ଶୀଘ୍ର କରନ୍ତୁ ଫର୍ମ ପୂରଣ

September 20, 2025

ଭାରତ ପାଇଁ ଖୁସି ଖବର: ଚୀନ୍, ପାକିସ୍ତାନ ଏବଂ ଆମେରିକାକୁ ଲାଗିବ ଝଟକା

September 20, 2025
Latest News

ମାତ୍ର 2 ଘଣ୍ଟାରେ ମୁମ୍ବାଇରୁ ଅହମ୍ମଦାବାଦ ଯାତ୍ରା, କେବେ ଚାଲିବ ବୁଲେଟ୍ ଟ୍ରେନ୍?, କହିଲେ ରେଳମନ୍ତ୍ରୀ

September 20, 2025

ଓମାନ ବିପକ୍ଷରେ ବିଜୟ ପରେ ସୂର୍ଯ୍ୟଙ୍କ ବଡ଼ ବୟାନ: ପାକିସ୍ତାନକୁ କଲେ ଅଣଦେଖା

September 20, 2025

IIM CAT 2025: ଆବେଦନ କରିବାର ଆଜି ଶେଷ ସୁଯୋଗ, ଶୀଘ୍ର କରନ୍ତୁ ଫର୍ମ ପୂରଣ

September 20, 2025

ଭାରତ ପାଇଁ ଖୁସି ଖବର: ଚୀନ୍, ପାକିସ୍ତାନ ଏବଂ ଆମେରିକାକୁ ଲାଗିବ ଝଟକା

September 20, 2025

କେବେ ଭାବନ୍ତୁ ନାହିଁ ଯେ, ସବୁ ସ୍ଥାନରେ ଭଲ ଲୋକ ଥିବେ: ଆଚାର୍ଯ୍ୟ ଚାଣକ୍ୟ

September 20, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.