Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ରିଲାଏନ୍ସ ରିଟେଲ ପକ୍ଷରୁ ହୋମ ଥିଏଟର ଟିଭିର ନୂତନ ସମ୍ଭାର ଉନ୍ମୋଚିତ
ଆଜିର ଖବର

ରିଲାଏନ୍ସ ରିଟେଲ ପକ୍ଷରୁ ହୋମ ଥିଏଟର ଟିଭିର ନୂତନ ସମ୍ଭାର ଉନ୍ମୋଚିତ

December 14, 2024No Comments1 Min Read
Share Facebook Twitter LinkedIn Email WhatsApp Copy Link

ମୁମ୍ବାଇ / ଭୁବନେଶ୍ୱର: ଭାରତର ସର୍ବବୃହତ ଖୁଚୁରା ରିଟେଲର ରିଲାଏନ୍ସ ରିଟେଲ ଲିମିଟେଡ ସ୍ୱଦେଶୀ ରୂପରେ ବିକଶିତ ଛଅଟି ହୋମ ଥିଏଟର ଏଲଇଡି ଟିଭି ସମ୍ଭାରର ଶୁଭାରମ୍ଭ କରିଛି। ଏଗୁଡିକ ଅଡିଓ ଉପକରଣ ତିଆରି କରିବାରେ ପ୍ରସିଦ୍ଧି ଲାଭ କରିଥିବା କମ୍ପାନୀ ହରମନ (HARMAN) ସହିତ ସହଭାଗିତାରେ ନିର୍ମିତ ହୋଇଛି  ବିପିଏଲ୍ ବ୍ରାଣ୍ଡ ଅଧୀନରେ ଶୁଭାରମ୍ଭ ହୋଇଥିବା ଏହି ଟିଭିଗୁଡିକ କିଛି ଏପରି ଭାବରେ ଡିଜାଇନ୍ ହୋଇଛି ଯେ ଗ୍ରାହକମାନେ ଉତ୍କୃଷ୍ଟ ଧ୍ୱନି ଏବଂ ଅସାଧାରଣ ପିକଚର କ୍ୱାଲିଟି ସହିତ ସିନେମା ଦେଖିବା ପରି ଅଭିଜ୍ଞତା ପାଇପାରିବେ।

କମ୍ପାନୀ ଅନୁଯାୟୀ, ବଜାରରେ ଉଚ୍ଚ-ଗୁଣାତ୍ମକ ଏବଂ ହାଇ-ଡେଫିନେସନ ଡିଜିଟାଲ୍ ବିଷୟବସ୍ତୁ ଦ୍ରୁତ ଗତିରେ ବୃଦ୍ଧି ପାଉଛି ଏବଂ ଏହା ସହ ତାଳ ଦେଇ ଗ୍ରାହକମାନେ ଏଭଳି ଟିଭି ଖୋଜୁଛନ୍ତି ଯାହା ଉତ୍କୃଷ୍ଟ ଅଡିଓ ଆଉଟପୁଟ୍ ଏବଂ ଇମର୍ସିଭ୍ ପିକ୍ଚର କ୍ୱାଲିଟିର ମନୋରଞ୍ଜନ ପ୍ରଦାନ କରିପାରିବ। ଏଥିପାଇଁ ରିଲାଏନ୍ସ ରିଟେଲର ଅଡିଓ-ଇଏଫଏକ୍ସ ଟ୍ୟୁନିଂ ସଫ୍ଟୱେୟାର ଏବଂ ହରମନର ସହଯୋଗରେ ବିପିଏଲ ହୋମ ଥିଏଟର ଟିଭି ସମ୍ଭାର ଆରମ୍ଭ କରାଯାଇଛି।

ରିଲାଏନ୍ସ ରିଟେଲ ନିର୍ଭରଯୋଗ୍ୟ ଏବଂ ସୁଲଭ ଏଲଇଡି ଟିଭି ବର୍ଗରେରେ ନିଜର ସ୍ଥିତି ସୁଦୃଢ କରୁଛି । ଉନ୍ମୋଚିତ ସମ୍ଭାରର ୬ ଟି ହୋମ ଥିଏଟର ସମ୍ପୂର୍ଣ୍ଣ ରୂପେ \’ମେଡ୍‌-ଇନ୍‌-ଇଣ୍ଡିଆ\’ ବା ଭାରତରେ ନିର୍ମିତ ଅଟେ। ବିପିଏଲ୍ ହୋମ୍ ଥିଏଟର ଏଲଇଡି ଟିଭି ଏବେ ସାରା ଦେଶରେ ଇଲେକ୍ଟ୍ରୋନିକ୍ ଷ୍ଟୋର, ରିଟେଲ ଆଉଟଲେଟ୍ ଏବଂ ଜିଓ ମାର୍ଟ ଓ ରିଲାଏନ୍ସ ଡିଜିଟାଲ ୱେବସାଇଟ ତଥା ଇ-କମର୍ସ ମାର୍କେଟପ୍ଲେସ୍ ରେ ଉପଲବ୍ଧ।

HARMAN ଇ-କମର୍ସ ଜିଓ ମାର୍ଟ ବିପିଏଲ୍ ହୋମ୍ ଥିଏଟର ରିଲାଏନ୍ସ ଡିଜିଟାଲ
Share. Facebook Twitter LinkedIn Email WhatsApp Copy Link

Related Posts

ସୁବର୍ଣ୍ଣପୁର ଜିଲ୍ଲା ସମେତ ବୌଦ୍ଧ ଜିଲ୍ଲାର ପଞ୍ଚରା ଅଞ୍ଚଳ ପାଇଁ ସ୍ଥିର ହେଲା ନୂଆଁଖାଇ ନଗ୍ନ

August 17, 2025

ସ୍ବାମୀ ଲକ୍ଷ୍ମଣାନନ୍ଦ ସରସ୍ବତୀଙ୍କ ଅଷ୍ଟାଦଶ ବଳିଦାନ ଦିବସ ଉପଲକ୍ଷେ ବିଶାଳ ଗଣଦୌଡ଼

August 17, 2025

ଶିକ୍ଷକ ଦାବିଦିବସରେ ବିଶାଳ ସମାବେଶ ଓ ସରକାରଙ୍କୁ ଦାବିପତ୍ର ପ୍ରଦାନ

August 17, 2025

ପୋଲିସ ଡ୍ରାଇଭର ନିଯୁକ୍ତି ପାଇଁ ହେବ ଶାରୀରିକ ପରୀକ୍ଷା, ଜାଣନ୍ତୁ କେବେ ଓ କେଉଁଠି

August 17, 2025
Latest News

ସୁବର୍ଣ୍ଣପୁର ଜିଲ୍ଲା ସମେତ ବୌଦ୍ଧ ଜିଲ୍ଲାର ପଞ୍ଚରା ଅଞ୍ଚଳ ପାଇଁ ସ୍ଥିର ହେଲା ନୂଆଁଖାଇ ନଗ୍ନ

August 17, 2025

ସ୍ବାମୀ ଲକ୍ଷ୍ମଣାନନ୍ଦ ସରସ୍ବତୀଙ୍କ ଅଷ୍ଟାଦଶ ବଳିଦାନ ଦିବସ ଉପଲକ୍ଷେ ବିଶାଳ ଗଣଦୌଡ଼

August 17, 2025

ଶିକ୍ଷକ ଦାବିଦିବସରେ ବିଶାଳ ସମାବେଶ ଓ ସରକାରଙ୍କୁ ଦାବିପତ୍ର ପ୍ରଦାନ

August 17, 2025

ପୋଲିସ ଡ୍ରାଇଭର ନିଯୁକ୍ତି ପାଇଁ ହେବ ଶାରୀରିକ ପରୀକ୍ଷା, ଜାଣନ୍ତୁ କେବେ ଓ କେଉଁଠି

August 17, 2025

ମା’ଭଗବତୀଙ୍କ ପୀଠରେ ଜନ୍ମାଷ୍ଟମୀ ମହୋତ୍ସବ

August 17, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.