Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»Actor Allu Arjun: ଜେଲରୁ ବାହାରିଲେ ଅଭିନେତା ଅଲ୍ଲୁ ଅର୍ଜ୍ଜୁନ, ଗତକାଲି ମିଳିଥିଲା ବେଲ
ଆଜିର ଖବର

Actor Allu Arjun: ଜେଲରୁ ବାହାରିଲେ ଅଭିନେତା ଅଲ୍ଲୁ ଅର୍ଜ୍ଜୁନ, ଗତକାଲି ମିଳିଥିଲା ବେଲ

December 14, 2024No Comments1 Min Read
Share Facebook Twitter LinkedIn Email WhatsApp Copy Link
Actor Allu Arjun
Actor Allu Arjun: ଜେଲରୁ ବାହାରିଲେ ଅଭିନେତା ଅଲ୍ଲୀ ଅର୍ଜ୍ଜୁନ, ଗତକାଲି ମିଳିଥିଲା ବେଲ

Actor Allu Arjun: ଜେଲରୁ ମୁକୁଳିଲେ ପ୍ରଖ୍ୟାତ ଅଭିନେତା ଅଲ୍ଲୀ ଅର୍ଜ୍ଜୁନ। ଆଜି ସକାଳେ ତାଙ୍କୁ ମୁକ୍ତ କରାଯାଇଛି। ଗତକାଲି ରାତିରେ ତାଙ୍କୁ ଜାମିନୀ ମିଳିଥିଲେ ମଧ୍ୟ ଜେଲରୁ ବାହାରି ପାରି ନ ଥିଲେ। ହେଲେ ଆଜି ସକାଳୁ ଜେଲ କର୍ତ୍ତୁପକ୍ଷ ତାଙ୍କୁ ଛାଡିଛନ୍ତି।

ଅଲ୍ଲୀ ହାଇଦ୍ରାବାଦସ୍ଥିତ ସଂଧ୍ୟା ସିନେମା ହଲରେ ହୋଇଥିବା ଦଳଚକଟାରେ ଘଟଣାରେ ସେ ଗିରଫ ହୋଇଥିଲେ। ଏହି ଘଟଣାରେ ଜଣେ ମହିଳାଙ୍କର ମୃତ୍ୟୁ ହୋଇଥିଲା। ଜେଲରୁ ବାହାରିବା ପରେ ସେ ତାଙ୍କ ସମର୍ଥକଙ୍କୁ ‘ମୁଁ ଭଲ ଅଛି’ ବୋଲି କହିଛନ୍ତି। ତଦନ୍ତ ପକ୍ରିୟାରେ ସମସ୍ତ ସହଯୋଗ କରିବି ବୋଲି ସେ କହିଛନ୍ତି।

ତାଙ୍କୁ ସାକ୍ଷାତ କରିବା ପାଇଁ ସକାଳୁ ତାଙ୍କ ବାସ ଭବନରେ ପ୍ରଶଂସକଙ୍କ ଭିଡ ଲାଗି ରହିଛି।

ଅଲ୍ଲୀ ଅର୍ଜୁନ
Share. Facebook Twitter LinkedIn Email WhatsApp Copy Link

Related Posts

ଶୋ’ରୁମ୍‌ରେ ଚୋରର ହାଇଡ୍ରାମା: କଫି ପିଇଲା, ନାଚିଲା, ବାଇକ୍‌ ନେଇ ମାରିଲା ଛୁ’

August 13, 2026

ଫୁଲୁଛି ବୁଢ଼ାବଳଙ୍ଗ, ବଢ଼ୁଛି ବିପଦ: ଜଳବନ୍ଦୀ ଅନେକ ପରିବାର

August 13, 2026

ବୈତରଣୀରେ ବଢୁଛି ବନ୍ୟାଜଳ, କେନ୍ଦୁଝର ପାଟଣା ଓ ଆନନ୍ଦପୁରରେ ବିପଦ ସଂକେତ ଟପିଲା

August 13, 2026

ଖୋର୍ଦ୍ଧା: ଜିଲ୍ଲା ସ୍ତରୀୟ ବେଟି ବଚାଓ ବେଟି ପଢାଓ କାର୍ଯ୍ୟକ୍ରମ

August 13, 2026
Latest News

ଶୋ’ରୁମ୍‌ରେ ଚୋରର ହାଇଡ୍ରାମା: କଫି ପିଇଲା, ନାଚିଲା, ବାଇକ୍‌ ନେଇ ମାରିଲା ଛୁ’

August 13, 2026

ଫୁଲୁଛି ବୁଢ଼ାବଳଙ୍ଗ, ବଢ଼ୁଛି ବିପଦ: ଜଳବନ୍ଦୀ ଅନେକ ପରିବାର

August 13, 2026

ବୈତରଣୀରେ ବଢୁଛି ବନ୍ୟାଜଳ, କେନ୍ଦୁଝର ପାଟଣା ଓ ଆନନ୍ଦପୁରରେ ବିପଦ ସଂକେତ ଟପିଲା

August 13, 2026

ଖୋର୍ଦ୍ଧା: ଜିଲ୍ଲା ସ୍ତରୀୟ ବେଟି ବଚାଓ ବେଟି ପଢାଓ କାର୍ଯ୍ୟକ୍ରମ

August 13, 2026

ସଂସଦର ମୌସୁମୀ ଅଧିବେଶନ: ଉଭୟ ସଦନରେ ୧୨ ବିଲ୍‌ ଗୃହୀତ

August 13, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.