Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଦେଶବ୍ୟାପୀ ୧୧୦ଟି ସ୍ଥାନରେ ସିବିଆଇ ଚଢାଉ
ଆଜିର ଖବର

ଦେଶବ୍ୟାପୀ ୧୧୦ଟି ସ୍ଥାନରେ ସିବିଆଇ ଚଢାଉ

July 9, 2019No Comments1 Min Read
Share Facebook Twitter LinkedIn Email WhatsApp Copy Link

ଭ୍ରଷ୍ଟାଚାର ବିରୋଧରେ ପୁଣିଥରେ ଆକ୍ସନ୍‌ ମୁଡରେ ସିବିଆଇ । ସିବିଆଇ ଆଜି ଦେଶବ୍ୟାପୀ ଚଢ଼ାଉ କରିଛି। ଓଡ଼ିଶା ସମେତ ପ୍ରାୟ ୧୯ଟି ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳର ୧୧୦ଟି ସ୍ଥାନରେ ଚଢ଼ାଉ କରାଯାଉଛି । ଦୁର୍ନୀତି, ଭ୍ରଷ୍ଟାଚାର ଓ ହେରଫେର ଭଳି ୩୦ଟି ଭିନ୍ନ ଭିନ୍ନ ମାମଲା ନେଇ ସିବିଆଇ ଚଢାଉ କରିଛି । କେନ୍ଦ୍ରସରକାର ଭ୍ରଷ୍ଟାଚାର ବିରୋଧରେ ଜିରୋ ଟଲରେନ୍ସ ନୀତି ଆପଣାଇଛନ୍ତି । ସିବିଆଇ ନିକଟରେ କମ୍ପାନୀ, ଫାର୍ମ, ପ୍ରମୋଟର୍ସ, ଡାଇରେକ୍ଟର୍‌, ବ୍ୟାଙ୍କ ଓ ଅଧିକାରୀଙ୍କ ବିରୋଧରେ ପ୍ରାୟ ୩୦ ନୂଆ ମାମଲା ରୁଜୁ ହୋଇଛି । ମୁମ୍ବାଇ, ଦିଲ୍ଲୀ,  ଏନ୍‌ସିଆର୍‌, ପଞ୍ଜାବ, ହରିୟାଣା ଓ ଉତ୍ତର ପ୍ରଦେଶରେ ଚଢ଼ାଉ ଚାଲିଛି । ମୋଦି ସରକାର ଦ୍ୱିତୀୟ ଥର ଶାସନକୁ ଆସିବା ପରେ ଭ୍ରଷ୍ଟାଚାରଙ୍କ ବିରୋଧରେ ବଡ଼ କାର୍ଯ୍ୟାନୁଷ୍ଠାନ ନିଆଯାଉଛି ।

Share. Facebook Twitter LinkedIn Email WhatsApp Copy Link

Related Posts

ପଞ୍ଚାୟତିରାଜ ବିଭାଗର ଉଚ୍ଚସ୍ତରୀୟ ବ୍ୟୟ ସମୀକ୍ଷା ବୈଠକ

January 22, 2026

ରାଶିଫଳ: ଆଜି ଜାନୁୟାରୀ ୨୨ ତାରିଖ ଗୁରୁବାର ଦିନ ଆଠଟି ରାଶିର ଆର୍ଥିକ ସ୍ଥିତି ବେଶ ଉଜ୍ଜଳ

January 22, 2026

ତ୍ରିଦିବସୀୟ ‘ସମାବେଶୀ ଶିକ୍ଷା ସମ୍ମିଳନୀ’ କେନ୍ଦ୍ରମନ୍ତ୍ରୀଙ୍କ ଦ୍ୱାରା ଉଦଘାଟିତ

January 21, 2026

ବାଣପୁର: ପାଇକ କବି କୃଷ୍ଣଚନ୍ଦ୍ର ତ୍ରିପାଠୀଙ୍କ ରାଜ୍ୟ ସ୍ତରୀୟ ଜୟନ୍ତୀ ପାଳନରେ ଯୋଗଦେଲେ ଆଇନ ମନ୍ତ୍ରୀ

January 21, 2026
Latest News

ପଞ୍ଚାୟତିରାଜ ବିଭାଗର ଉଚ୍ଚସ୍ତରୀୟ ବ୍ୟୟ ସମୀକ୍ଷା ବୈଠକ

January 22, 2026

ରାଶିଫଳ: ଆଜି ଜାନୁୟାରୀ ୨୨ ତାରିଖ ଗୁରୁବାର ଦିନ ଆଠଟି ରାଶିର ଆର୍ଥିକ ସ୍ଥିତି ବେଶ ଉଜ୍ଜଳ

January 22, 2026

ତ୍ରିଦିବସୀୟ ‘ସମାବେଶୀ ଶିକ୍ଷା ସମ୍ମିଳନୀ’ କେନ୍ଦ୍ରମନ୍ତ୍ରୀଙ୍କ ଦ୍ୱାରା ଉଦଘାଟିତ

January 21, 2026

ଏଆଇ କ୍ଷମତା ସମ୍ପନ୍ନ ରାଷ୍ଟ୍ରଗୁଡ଼ିକର ପ୍ରଥମ ସମୂହରେ ଭାରତ ସାମିଲ ରହିଛି: ଅଶ୍ୱିନୀ ବୈଷ୍ଣବ

January 21, 2026

ବାଣପୁର: ପାଇକ କବି କୃଷ୍ଣଚନ୍ଦ୍ର ତ୍ରିପାଠୀଙ୍କ ରାଜ୍ୟ ସ୍ତରୀୟ ଜୟନ୍ତୀ ପାଳନରେ ଯୋଗଦେଲେ ଆଇନ ମନ୍ତ୍ରୀ

January 21, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.