Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଅଗଷ୍ଟ ୯ ତାରିଖରେ ହାଜର ହେବା ପାଇଁ ରାହୁଲଙ୍କୁ ଅହମ୍ମଦାବାଦ କୋର୍ଟର ସମନ,ସୁରତ କୋର୍ଟରେ ନୂତନ ମାମଲା
ଆଜିର ଖବର

ଅଗଷ୍ଟ ୯ ତାରିଖରେ ହାଜର ହେବା ପାଇଁ ରାହୁଲଙ୍କୁ ଅହମ୍ମଦାବାଦ କୋର୍ଟର ସମନ,ସୁରତ କୋର୍ଟରେ ନୂତନ ମାମଲା

July 10, 2019No Comments1 Min Read
Share Facebook Twitter LinkedIn Email WhatsApp Copy Link
Rahul gandhi
Rahul gandhi

ଆସନ୍ତା ମାସ ୯ ତାରିଖରେ କୋର୍ଟରେ ହାଜର ହେବା ପାଇଁ ରାହୁଲ ଗାନ୍ଧୀଙ୍କୁ କୋର୍ଟଙ୍କ ପକ୍ଷରୁ ନୋଟିସ୍‌ ପ୍ରଦାନ କରାଯାଇଛି। ଗତକାଲି ଅମିତ ଶାହା ମାମଲାରେ କୋର୍ଟରେ ହାଜର ହେବାର ଥିଲେ ମଧ୍ୟ ରାହୁଲଙ୍କ ଓକିଲ ଅଧିକ ସମୟ ଦାବି କରିଥିଲେ। ଫଳରେ କୋର୍ଟ ଆସନ୍ତା ଅଗଷ୍ଟ ୯ ତାରିଖରେ ମାମଲାର ଆସନ୍ତା ତାରିଖ ଧାର୍ଯ୍ୟ କରିଥିଲେ। ସେହିପରି ମୋଦି ସାଙ୍ଗିଆ ଧାରୀ ବ୍ୟକ୍ତି ଚୋର ଅଟନ୍ତି ବୋଲି ରାହୁଲଙ୍କ ମନ୍ତବ୍ୟକୁ ନେଇ ସୁରତ କୋର୍ଟ ପକ୍ଷରୁ ଏକ ନୂତନ ସମନ ଜାରି କରାଯାଇଛି। ଜନୈକ ବିଜେପି କର୍ମକର୍ତ୍ତା ରାହୁଲଙ୍କ ବିପକ୍ଷରେ ଏହି ମାମଲା ରୁଜୁ କରିଛନ୍ତି। ଏହି ମାମଲାରେ ଆସନ୍ତା ୧୬ ତାରିଖରେ ହାଜର ହେବାକୁ ନିର୍ଦ୍ଦେଶ ଦେଇଛନ୍ତି। ପୂର୍ବରୁ ଏହି ମାମଲାରେ ପାଟନାର ଏକ କୋର୍ଟରେ ହାଜର ହୋଇ ସାରିଛନ୍ତି ରାହୁଲ। ରାହୁଲ ଏପ୍ରିଲ୍‌ ୨୩ ତାରିଖରେ ଜବଲପୁରରେ ଏହି ବିବାଦୀୟ ବୟାନ ପ୍ରଦାନ କରିଥିଲେ।

Share. Facebook Twitter LinkedIn Email WhatsApp Copy Link

Related Posts

୨୦ତମ ଭବ୍ୟ ତୋଷାଳି ସ୍ଵଦେଶୀ ମେଳା ପାଇଁ ସାମ୍ବାଦିକ ସମ୍ମିଳନୀ

February 12, 2026

ଭଞ୍ଜନଗର ପୋଲିସ୍ ଦ୍ଵାରା ପ୍ରଚୁର ପରିମାଣର ଗଞ୍ଜେଇ ଜବତ: ଦୁଇ ଗିରଫ

February 12, 2026

ସାଇବର ଠକେଇ ଓ ଅର୍ଥନୈତିକ ଅପରାଧକୁ ରୋକିବା ପାଇଁ ଓଡ଼ିଶା ପୋଲିସ ପକ୍ଷରୁ ବ୍ୟାପକ ପ୍ରସ୍ତୁତି

February 12, 2026

ନିପୁଣ ଓଡ଼ିଶା ମିଶନ ସମ୍ବନ୍ଧୀୟ ରାଜ୍ୟସ୍ତରୀୟ ସମୀକ୍ଷା ଓ ଦିଗଦର୍ଶନ କର୍ମଶାଳା

February 12, 2026
Latest News

୨୦ତମ ଭବ୍ୟ ତୋଷାଳି ସ୍ଵଦେଶୀ ମେଳା ପାଇଁ ସାମ୍ବାଦିକ ସମ୍ମିଳନୀ

February 12, 2026

ଭଞ୍ଜନଗର ପୋଲିସ୍ ଦ୍ଵାରା ପ୍ରଚୁର ପରିମାଣର ଗଞ୍ଜେଇ ଜବତ: ଦୁଇ ଗିରଫ

February 12, 2026

ସାଇବର ଠକେଇ ଓ ଅର୍ଥନୈତିକ ଅପରାଧକୁ ରୋକିବା ପାଇଁ ଓଡ଼ିଶା ପୋଲିସ ପକ୍ଷରୁ ବ୍ୟାପକ ପ୍ରସ୍ତୁତି

February 12, 2026

ନିପୁଣ ଓଡ଼ିଶା ମିଶନ ସମ୍ବନ୍ଧୀୟ ରାଜ୍ୟସ୍ତରୀୟ ସମୀକ୍ଷା ଓ ଦିଗଦର୍ଶନ କର୍ମଶାଳା

February 12, 2026

OSDMA ର ୩୮ତମ ପରିଚାଳନା ପରିଷଦ ବୈଠକ ଅନୁଷ୍ଠିତ

February 12, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.