Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ମନ୍ତ୍ରୀ ବିଭୁତି ଭୁଷଣ ଜେନାଙ୍କ ଦ୍ୱାରା ଅଟୋମେଟେଡ୍ ଡ୍ରାଇଭିଂ ଟେଷ୍ଟିଂ ସିଷ୍ଟମ ଉଦ୍‌ଘାଟିତ
ଆଜିର ଖବର

ମନ୍ତ୍ରୀ ବିଭୁତି ଭୁଷଣ ଜେନାଙ୍କ ଦ୍ୱାରା ଅଟୋମେଟେଡ୍ ଡ୍ରାଇଭିଂ ଟେଷ୍ଟିଂ ସିଷ୍ଟମ ଉଦ୍‌ଘାଟିତ

January 5, 2025No Comments1 Min Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ଵର: ରାଜ୍ୟ ବାଣିଜ୍ୟ, ପରିବହନ ତଥା ଖଣି ଓ ଇସ୍ପାତ ବିଭାଗ ମନ୍ତ୍ରୀ ବିଭୁତି ଭୁଷଣ ଜେନା କଳାହାଣ୍ଡି ଜିଲ୍ଲା ଗସ୍ତ ଅବସରରେ ଭବାନୀପାଟଣା ସ୍ଥିତ କୁଷାଡୁଙ୍ଗରୀ ଠାରେ କଳାହାଣ୍ଡି ଅଞ୍ଚଳିକ ପରିବହନ ବିଭାଗର ସ୍ବୟଂ କ୍ରିୟ ଯାନ ଚାଳନା ପରୀକ୍ଷଣ କେନ୍ଦ୍ର ଉଦ୍‌ଘାଟନ କରିଛନ୍ତି। ଓ ଏହାର ପରିଦର୍ଶନ ମଧ୍ୟ କରି ଥିଲେ। ପରେ କଳାହାଣ୍ଡି ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ମନ୍ତ୍ରୀ ଶ୍ରୀ ଜେନା ବିଭାଗୀୟ ସମୀକ୍ଷା କରିଥିଲେ।

କଳାହାଣ୍ଡି ଜିଲ୍ଲା ଖଣି ଖଦାନରେ କୌଣସି ପ୍ରକାର ଦୁର୍ନିତୀକୁ ବରଦାସ୍ତ୍ କରାଯିବ ନାହିଁ ବୋଲି ମନ୍ତ୍ରୀ କହିଥିଲେ। ଏହାକୁ ରୋକାଯିବାକୁ ବିଭାଗୀୟ ଅଧିକାରୀଙ୍କୁ ତାଗିଦ୍ କରିଥିଲେ। ବେପାରୁଆ ଯାନବାହନ ଚଲେଇବା, ବିନା ଲାଇସନ୍ସ ରେ, ମଦ୍ୟ ପାନ କରି ଗାଡି ଚାଲିବା ଉପରେ କଡା କାର୍ଯ୍ୟାନୁଷ୍ଠାନ ନିଆଯିବ ଓ ଜରିମାନା ଆଦାୟ କରିବାକୁ ମନ୍ତ୍ରୀ ନିର୍ଦ୍ଦେଶ ଦେଇଥିବା ଜଣାଯାଇଛି।

ସେହିପରି ଆଞ୍ଚଳିକ ପରିବହନ ବିଭାଗର ସମସ୍ତ ସେବା ଜନତାଙ୍କୁ ଜଣାଇବାକୁ ବିଭିନ୍ନ ବୋର୍ଡ ମଧ୍ୟମରେ ଡିସପ୍ଲେ କରିବା ସହ ବିଭାଗରେ ଦଲାଲି କାର୍ଯ୍ଯ ସଂପୂର୍ଣ୍ଣ ବନ୍ଦ କରିବାକୁ ଆରଟିଓଙ୍କୁ ନିର୍ଦ୍ଦେଶ ଦେଇଥିଲେ। ବିଭାଗର ସମସ୍ତ କାମରେ ସ୍ବଚ୍ଛତା ଅବଲମ୍ବନ କରିବାକୁ କହିଥିଲେ। ବୈଠକରେ କଳାହାଣ୍ଡି ଜିଲ୍ଲାପାଳ ପାୱାର ସଚିନ ପ୍ରକାଶ, ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଅଭିଳାଷ ଜୀ, ଅତିରିକ୍ତ ଜିଲ୍ଲାପାଳ ତନ୍ମୟ ଦରୱାନ, ଆଞ୍ଚଳିକ ପରିବହନ ଅଧିକାରୀ ଗତିକୃଷ୍ଣ ସାମନ୍ତରାୟଙ୍କ ସମେତ ଜିଲ୍ଲା ଖଣି ବିଭାଗ ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ।

Share. Facebook Twitter LinkedIn Email WhatsApp Copy Link

Related Posts

ଭିଜିଲାନ୍‌ସ ବିଭାଗ ଭାଙ୍ଗିଲା ୨୦ ବର୍ଷର ରେକର୍ଡ, ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ, କହିଲେ ଦୁର୍ନିତି ଗସ୍ତଙ୍କୁ ବାନ୍ଧ

January 2, 2026

ପ୍ରତ୍ୟେକ ପରିବାରକୁ ମିଳିବ ମାଗଣା କାର: ଏହି ଦାବିର ସତ୍ୟତା କ’ଣ? ସ୍ପଷ୍ଟ କଲେ ସରକାର

January 2, 2026

ସ୍ମୃତିର ଓଡ଼ିଶା ଚାରିଟେବୁଲ ଟ୍ରଷ୍ଟ ଦ୍ଵାରା ହନରାରୀ ଡକ୍ଟରେଟ୍ ପ୍ରଦାନ

January 2, 2026

ମହାରାଷ୍ଟ୍ର ପାଲଘରରେ ବୁଲେଟ୍‌ ଟ୍ରେନ୍‌ ପ୍ରକଳ୍ପର ପ୍ରଥମ ପାହାଡ଼ି ସୁଡ଼ଙ୍ଗ ନିର୍ମାଣ ସଫଳ: ଅଶ୍ୱିନୀ ବୈଷ୍ଣବ

January 2, 2026
Latest News

ଭିଜିଲାନ୍‌ସ ବିଭାଗ ଭାଙ୍ଗିଲା ୨୦ ବର୍ଷର ରେକର୍ଡ, ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ, କହିଲେ ଦୁର୍ନିତି ଗସ୍ତଙ୍କୁ ବାନ୍ଧ

January 2, 2026

ପ୍ରତ୍ୟେକ ପରିବାରକୁ ମିଳିବ ମାଗଣା କାର: ଏହି ଦାବିର ସତ୍ୟତା କ’ଣ? ସ୍ପଷ୍ଟ କଲେ ସରକାର

January 2, 2026

ସ୍ମୃତିର ଓଡ଼ିଶା ଚାରିଟେବୁଲ ଟ୍ରଷ୍ଟ ଦ୍ଵାରା ହନରାରୀ ଡକ୍ଟରେଟ୍ ପ୍ରଦାନ

January 2, 2026

ତୃତୀୟ ପର୍ଯ୍ୟାୟ ଇସିଏମଏସ ଯୋଜନାରେ 22ଟି ପ୍ରସ୍ତାବକୁ ସରକାରଙ୍କ ମଞ୍ଜୁରି

January 2, 2026

ମହାରାଷ୍ଟ୍ର ପାଲଘରରେ ବୁଲେଟ୍‌ ଟ୍ରେନ୍‌ ପ୍ରକଳ୍ପର ପ୍ରଥମ ପାହାଡ଼ି ସୁଡ଼ଙ୍ଗ ନିର୍ମାଣ ସଫଳ: ଅଶ୍ୱିନୀ ବୈଷ୍ଣବ

January 2, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.