Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ସଂକଟରେ କଂଗ୍ରେସ : ଶୀଘ୍ର କଂଗ୍ରେସ ଅଧ୍ୟକ୍ଷ ଚୟନ କରିବାକୁ ସିନ୍ଧିଆଙ୍କ ଦାବି
ଆଜିର ଖବର

ସଂକଟରେ କଂଗ୍ରେସ : ଶୀଘ୍ର କଂଗ୍ରେସ ଅଧ୍ୟକ୍ଷ ଚୟନ କରିବାକୁ ସିନ୍ଧିଆଙ୍କ ଦାବି

July 11, 2019No Comments1 Min Read
Share Facebook Twitter LinkedIn Email WhatsApp Copy Link

ସଂକଟରେ ଏବେ ଜାତୀୟ କଂଗ୍ରେସ ଦଳ ।  କିଛିଦିନ ହେଲାଣି ନେତୃତ୍ବ ବିହୀନ କଂଗ୍ରେସରେ ନୂଆ ଅଧ୍ୟକ୍ଷ ପାଇ ଦାବି ହେଉଛି । କଂଗ୍ରେସର ପୂର୍ବ ମହାସଚିବ ଜ୍ୟୋତିରାଦିତ୍ୟ ସିନ୍ଧି ଗୁରୁବାର କହିଛନ୍ତି ଯେ, କଂଗ୍ରେସ ପାଇଁ ଏହା ଏକ କଠିନ ସମୟ । ଆମେ ସମୟ ନଷ୍ଟ ନ କରି ନୂଆ ଅଧ୍ୟକ୍ଷ ଖୋଜିବା ଦରକାର । ଏବେ କଂଗ୍ରେସ ଭିତରେ ବ୍ୟକ୍ତିଗତ ଏଜେଣ୍ଡା ର ସମୟ ନୁହେଁ । ସାମୂହିକ ନିର୍ଣ୍ଣୟ ନେବା ଜରୁରୀ । କଂଗ୍ରେସ ଅଧ୍ୟକ୍ଷ ପଦରୁ ରାହୁଲ୍‌ ଗାନ୍ଧି ଇସ୍ତଫା ଦେବାର ସାତ ସପ୍ତାହ ହୋଇଗଲାଣି । ଏବେ ନିର୍ଣ୍ଣୟ ନେବାର ସମୟ ଉପନୀତ । ରାହୁଲ୍‌ ଗାନ୍ଧି କଂଗ୍ରେସ ଅଧ୍ୟକ୍ଷ ପଦରୁ ଇସ୍ତଫା ଦେବା ପରେ ପରେ ଜ୍ୟୋତିରାଦିତ୍ୟ ମଧ୍ୟ ନିଜ ପଦବୀରୁ ଇସ୍ତଫା ଦେଇଥିଲେ । ଭୋପାଳର କଂଗ୍ରେସ ମୁଖ୍ୟାଳୟ ବାହାରେ କଂଗ୍ରେସ କାର୍ଯ୍ୟକର୍ତ୍ତା ସିନ୍ଧିଆଙ୍କୁ କଂଗ୍ରେସର ଅଧ୍ୟକ୍ଷ କରିବା ନେଇ ଦାବି କରିବା ସହିତ ପୋଷ୍ଟର ମଧ୍ୟ ଲଗାଯାଇଥିଲା । ଏବେ କର୍ଣ୍ଣାଟକ ଓ ଗୋଆରେ ମଧ୍ୟ କଂଗ୍ରେସ ପାଇଁ ବେଶ୍‌ ସଂକଟର ସମୟ ଆସିଛି । ତେଣୁ ଏପରି ସମୟରେ କଂଗ୍ରେସର ନୂତନ ଅଧ୍ୟକ୍ଷ ଚୟନ କରାଯିବ ବିଶେଷ ଗୁରୁତ୍ବପୂର୍ଣ୍ଣ  ।

Share. Facebook Twitter LinkedIn Email WhatsApp Copy Link

Related Posts

ଶରଦ ପାୱାରଙ୍କ ଯୋଗୁଁ ମହାରଷ୍ଟ୍ରର ସମସ୍ତ ରାଜ୍ୟସଭା ଆସନ ନିର୍ବିରୋଧୀ ହେବ କି?: ଜାଣନ୍ତୁ ଗଣତି

March 4, 2026

ଐତିହାସିକ ବାଣପୁର ପଞ୍ଚୁଦୋଳ ଯାତ୍ରାର ଶୁଭାରମ୍ଭ: ଶୁଭ ମୁହୂର୍ତ୍ତରେ ପଡ଼ିଲା ଶୁଭ ଖୁଣ୍ଟି

March 4, 2026

ସେମିଫାଇନାଲ ଲଢେଇ ପୂର୍ବରୁ ଭାରତୀୟ ଦଳକୁ ଚେତାବନୀ ଦେଲେ ଇଂଲଣ୍ଡ ଖେଳାଳି: ଜାଣନ୍ତୁ କ’ଣ?

March 4, 2026

ଅହମ୍ମଦାବାଦ ବିମାନବନ୍ଦରରେ ଭାବପ୍ରବଣ ଦୃଶ୍ୟ: ଜେଦ୍ଦାରୁ ଫେରି ପ୍ରଧାନମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇଲେ ଯାତ୍ରୀ 

March 4, 2026
Latest News

ଶରଦ ପାୱାରଙ୍କ ଯୋଗୁଁ ମହାରଷ୍ଟ୍ରର ସମସ୍ତ ରାଜ୍ୟସଭା ଆସନ ନିର୍ବିରୋଧୀ ହେବ କି?: ଜାଣନ୍ତୁ ଗଣତି

March 4, 2026

ଐତିହାସିକ ବାଣପୁର ପଞ୍ଚୁଦୋଳ ଯାତ୍ରାର ଶୁଭାରମ୍ଭ: ଶୁଭ ମୁହୂର୍ତ୍ତରେ ପଡ଼ିଲା ଶୁଭ ଖୁଣ୍ଟି

March 4, 2026

ସେମିଫାଇନାଲ ଲଢେଇ ପୂର୍ବରୁ ଭାରତୀୟ ଦଳକୁ ଚେତାବନୀ ଦେଲେ ଇଂଲଣ୍ଡ ଖେଳାଳି: ଜାଣନ୍ତୁ କ’ଣ?

March 4, 2026

ଯଦି ନୀତିଶ କୁମାର ରାଜ୍ୟସଭାକୁ ଯାଆନ୍ତି, ତେବେ କିଏ ହେବେ ବିହାରର ମୁଖ୍ୟମନ୍ତ୍ରୀ?: ନିଶାନ୍ତଙ୍କୁ…..

March 4, 2026

ରାଜ୍ୟସଭାକୁ ଯିବେ କି ନୀତିଶ କୁମାର?: ବିହାରର ବିଭିନ୍ନ ରାଜନୈତିକ ଦଳରୁ ଆସିଲା ପ୍ରତିକ୍ରିୟା

March 4, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.