Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ମିଥ୍ୟା ଡିଗ୍ରୀ ସାର୍ଟିଫିକେଟ୍‌ ପାଇଁ ମମତାଙ୍କ ପୁତୁରା ଅଭିଷେକଙ୍କୁ କୋର୍ଟର ସମନ
ଆଜିର ଖବର

ମିଥ୍ୟା ଡିଗ୍ରୀ ସାର୍ଟିଫିକେଟ୍‌ ପାଇଁ ମମତାଙ୍କ ପୁତୁରା ଅଭିଷେକଙ୍କୁ କୋର୍ଟର ସମନ

July 11, 2019No Comments1 Min Read
Share Facebook Twitter LinkedIn Email WhatsApp Copy Link

ଦିଲ୍ଲୀର ସ୍ୱତନ୍ତ୍ର ଅଦାଲତ ଟିଏମସି ସୁପ୍ରିମୋ ତଥା ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ପୁତୁରା ଅଭିଷେକ ବାନାର୍ଜୀଙ୍କ ବିରୋଧରେ ସମନ ଜାରି କରିଛନ୍ତି। ମିଥ୍ୟା ଡିଗ୍ରୀ ସାର୍ଟିଫିକେଟ ମାମଲାରେ କୋର୍ଟ ଏହି ସମନ ଜାରି କରିଛନ୍ତି। ସୁପ୍ରିମକୋର୍ଟର ଆଇନଜୀବୀ ସାର୍ଥକ ଚର୍ତୁବେଦୀ ଏହି ମାମଲା ରୁଜୁ କରିଥିଲେ। ଆସନ୍ତା ଜୁଲାଇ ୨୫ସୁଦ୍ଧା କୋର୍ଟରେ ହାଜର ହେବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ମମତାଙ୍କ ପୁତୁରା ଅଭିଷେକ ପଶ୍ଚିମବଙ୍ଗର ଡାଇମଣ୍ଡ ହାର୍ବର ସଂସଦୀୟ କ୍ଷେତ୍ରରୁ ସାଂସଦ ହୋଇଛନ୍ତି। ଅଭିଷେକ ଲୋକସଭା ନିର୍ବାଚନ ପୂର୍ବରୁ ନୋମିସନ୍‌ ଫର୍ମରେ ବିବିଏ ଓ ଏମ୍‌ବିଏର ଡିଗ୍ରୀ ଥିବାର ଦର୍ଶାଇଥିଲେ, ଯାହାକୁ ସେ ଆଇଆଇପିଏମ୍‌ କଲେଜର ହାସଲ କରିଥିଲା। ଏହି ତଥ୍ୟଟି ଭୁଲ୍‌ ଥିବାରୁ କୋର୍ଟ ତାଙ୍କୁ ସମନ ଜାରି କରିଛନ୍ତି। ଅଭିଷେକ ସର୍ବଦା ନିଜର ବିବାଦୀୟ ବୟାନ ପାଇଁ ଚର୍ଚ୍ଚିତ ହୋଇଥା’ନ୍ତି।

Share. Facebook Twitter LinkedIn Email WhatsApp Copy Link

Related Posts

ଆମେରିକାର H-1B ଭିସା ଫି ବୃଦ୍ଧି ଦ୍ୱାରା ଭାରତ ଲାଭବାନ ହେବ: ଅର୍ଥନୈତିକ ପରାମର୍ଶଦାତା

September 20, 2025

ପ୍ରସିଦ୍ଧ ଗାୟକ ଜୁବୀନ ଗର୍ଗଙ୍କ ଆକସ୍ମିକ ବିୟୋଗରେ ଶୋକ ପ୍ରକାଶ କଲେ ପ୍ରଧାନମନ୍ତ୍ରୀ

September 20, 2025

ମାତ୍ର 2 ଘଣ୍ଟାରେ ମୁମ୍ବାଇରୁ ଅହମ୍ମଦାବାଦ ଯାତ୍ରା, କେବେ ଚାଲିବ ବୁଲେଟ୍ ଟ୍ରେନ୍?, କହିଲେ ରେଳମନ୍ତ୍ରୀ

September 20, 2025

ଓମାନ ବିପକ୍ଷରେ ବିଜୟ ପରେ ସୂର୍ଯ୍ୟଙ୍କ ବଡ଼ ବୟାନ: ପାକିସ୍ତାନକୁ କଲେ ଅଣଦେଖା

September 20, 2025
Latest News

ଆମେରିକାର H-1B ଭିସା ଫି ବୃଦ୍ଧି ଦ୍ୱାରା ଭାରତ ଲାଭବାନ ହେବ: ଅର୍ଥନୈତିକ ପରାମର୍ଶଦାତା

September 20, 2025

ପ୍ରସିଦ୍ଧ ଗାୟକ ଜୁବୀନ ଗର୍ଗଙ୍କ ଆକସ୍ମିକ ବିୟୋଗରେ ଶୋକ ପ୍ରକାଶ କଲେ ପ୍ରଧାନମନ୍ତ୍ରୀ

September 20, 2025

ମାତ୍ର 2 ଘଣ୍ଟାରେ ମୁମ୍ବାଇରୁ ଅହମ୍ମଦାବାଦ ଯାତ୍ରା, କେବେ ଚାଲିବ ବୁଲେଟ୍ ଟ୍ରେନ୍?, କହିଲେ ରେଳମନ୍ତ୍ରୀ

September 20, 2025

ଓମାନ ବିପକ୍ଷରେ ବିଜୟ ପରେ ସୂର୍ଯ୍ୟଙ୍କ ବଡ଼ ବୟାନ: ପାକିସ୍ତାନକୁ କଲେ ଅଣଦେଖା

September 20, 2025

IIM CAT 2025: ଆବେଦନ କରିବାର ଆଜି ଶେଷ ସୁଯୋଗ, ଶୀଘ୍ର କରନ୍ତୁ ଫର୍ମ ପୂରଣ

September 20, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.