Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ବୈଜୟନ୍ତ ପଣ୍ଡା ଆଇନି ଭାଙ୍ଗୁଛନ୍ତି, ଏ ପର୍ଯ୍ୟନ୍ତ ସରକାରୀ ବାସଭବନ ଛାଡି ନ ଥିବା କହିଲେ ଅନୁଭବ ମହାନ୍ତି, ଘର ଆଗରେ ଫଟୋ ଉଠାଇଲେ
ଆଜିର ଖବର

ବୈଜୟନ୍ତ ପଣ୍ଡା ଆଇନି ଭାଙ୍ଗୁଛନ୍ତି, ଏ ପର୍ଯ୍ୟନ୍ତ ସରକାରୀ ବାସଭବନ ଛାଡି ନ ଥିବା କହିଲେ ଅନୁଭବ ମହାନ୍ତି, ଘର ଆଗରେ ଫଟୋ ଉଠାଇଲେ

July 11, 2019No Comments1 Min Read
Share Facebook Twitter LinkedIn Email WhatsApp Copy Link
ବୈଜୟନ୍ତ ପଣ୍ଡା ଆଇନି ଭାଙ୍ଗୁଛନ୍ତି, ଏ ପର୍ଯ୍ୟନ୍ତ ସରକାରୀ ବାସଭବନ ଛାଡି ନ ଥିବା କହିଲେ ଅନୁଭବ ମହାନ୍ତି, ଘର ଆଗରେ ଫଟୋ ଉଠାଇ କଲେ ଅଭିଯୋଗ
ବୈଜୟନ୍ତ ପଣ୍ଡା ଆଇନି ଭାଙ୍ଗୁଛନ୍ତି, ଏ ପର୍ଯ୍ୟନ୍ତ ସରକାରୀ ବାସଭବନ ଛାଡି ନ ଥିବା କହିଲେ ଅନୁଭବ ମହାନ୍ତି, ଘର ଆଗରେ ଫଟୋ ଉଠାଇ କଲେ ଅଭିଯୋଗ

ସମୀକ୍ଷା ବ୍ୟୁରୋ

ପୂର୍ବତ୍ତନ ସାଂସଦ ତଥା ଲ ମେକର ଜୟ ପଣ୍ଡା 13 ମାସ ହେଲା ଆଉ ସାଂସଦ ନାହାଁନ୍ତି। ହେଲେ ସେ ନୂଆଦିଲ୍ଲୀସ୍ଥିତ 02 ମହାଦେବ ରୋଡସ୍ଥିତ ସରକାରୀ ବାସଭବନକୁ ଏ ପର୍ଯ୍ୟନ୍ତ ମାଡିବସିଛନ୍ତି। ଏପରି ଅଭିଯୋଗ କରିଛନ୍ତି ତାଙ୍କୁ ନିର୍ବାଚନରେ ପରାସ୍ତ କରିଥିବା ଅଭିନେତା ତଥା ସାଂସଦ ଅନୁଭବ ମହାନ୍ତି। ସେ ତାଙ୍କ ଟୁଇଟରେ ଲେଖିଛନ୍ତି ଯେ ଏକଦା ଆଇନି ତିଆରି କରୁଥିବା ଜୟ ପଣ୍ଡା ଖୋଦ ଆଇନି ଭାଙ୍ଗୁଛନ୍ତି। ସେ ଗତ 13 ମାସ ଧରି ଆଉ ସାଂସଦ ନାହିଁନ୍ତି। ନିକଟରେ ସେ କେନ୍ଦ୍ରାପଡାରୁ ହାରିଛନ୍ତି। ହେଲେ ସେ ଏ ପର୍ଯ୍ୟନ୍ତ ସରକାରୀ ବାସଭବନକୁ ମାଡି ବସିଛନ୍ତି ବୋଲି ଅନୁଭବ କହିଛନ୍ତି। ତାଙ୍କର ଆଇନି ପ୍ରତି ସମ୍ମାନ ନାହିଁ ବୋଲି ଅନୁଭବ କହିଛନ୍ତି। ସେତିକି ନୁହେଁ ଜୟ ପଣ୍ଡା ତାଙ୍କ ସୁରକ୍ଷା କର୍ମିଙ୍କୁ ମଧ୍ୟ କହିଛନ୍ତି ଯେ କୌଣସି ନୂଆ ସାଂସଦଙ୍କୁ ଭିତରକୁ ଛାଡିବେ ନାହିଁ। ଏପରିକି ଲୋକସଭାର ସରକାରୀ ବାସଭବନ ବଣ୍ଟନ ଗୃହ କମିଟ ସଦସ୍ୟଙ୍କୁ ମଧ୍ୟ ତାଙ୍କ ସୁରକ୍ଷା କର୍ମି ଯାଞ୍ଚ ପାଇଁ ଛାଡି ନ ଥିଲେ। ଖୋଦ ଅନୁଭବନ ଜୟ ପଣ୍ଡାଙ୍କ ବାସଭବନ ଆଗରେ ଫଟୋ ଉଠାଇ ଏପରି ଟ୍ବଇଟ କରି ଅଭିଯୋଗ କରିଛନ୍ତି। ନିକଟରେ ପାଟକୁରା ନିର୍ବାଚନ ଥିବାରୁ ଅନୁଭବଙ୍କ ଏପରି ଟୁଇଟ ରାଜ୍ୟ ରାଜନୀତିକୁ ସରଗରମ କରିଛି।

Share. Facebook Twitter LinkedIn Email WhatsApp Copy Link

Related Posts

ଆମେରିକାର H-1B ଭିସା ଫି ବୃଦ୍ଧି ଦ୍ୱାରା ଭାରତ ଲାଭବାନ ହେବ: ଅର୍ଥନୈତିକ ପରାମର୍ଶଦାତା

September 20, 2025

ପ୍ରସିଦ୍ଧ ଗାୟକ ଜୁବୀନ ଗର୍ଗଙ୍କ ଆକସ୍ମିକ ବିୟୋଗରେ ଶୋକ ପ୍ରକାଶ କଲେ ପ୍ରଧାନମନ୍ତ୍ରୀ

September 20, 2025

ମାତ୍ର 2 ଘଣ୍ଟାରେ ମୁମ୍ବାଇରୁ ଅହମ୍ମଦାବାଦ ଯାତ୍ରା, କେବେ ଚାଲିବ ବୁଲେଟ୍ ଟ୍ରେନ୍?, କହିଲେ ରେଳମନ୍ତ୍ରୀ

September 20, 2025

ଓମାନ ବିପକ୍ଷରେ ବିଜୟ ପରେ ସୂର୍ଯ୍ୟଙ୍କ ବଡ଼ ବୟାନ: ପାକିସ୍ତାନକୁ କଲେ ଅଣଦେଖା

September 20, 2025
Latest News

ଆମେରିକାର H-1B ଭିସା ଫି ବୃଦ୍ଧି ଦ୍ୱାରା ଭାରତ ଲାଭବାନ ହେବ: ଅର୍ଥନୈତିକ ପରାମର୍ଶଦାତା

September 20, 2025

ପ୍ରସିଦ୍ଧ ଗାୟକ ଜୁବୀନ ଗର୍ଗଙ୍କ ଆକସ୍ମିକ ବିୟୋଗରେ ଶୋକ ପ୍ରକାଶ କଲେ ପ୍ରଧାନମନ୍ତ୍ରୀ

September 20, 2025

ମାତ୍ର 2 ଘଣ୍ଟାରେ ମୁମ୍ବାଇରୁ ଅହମ୍ମଦାବାଦ ଯାତ୍ରା, କେବେ ଚାଲିବ ବୁଲେଟ୍ ଟ୍ରେନ୍?, କହିଲେ ରେଳମନ୍ତ୍ରୀ

September 20, 2025

ଓମାନ ବିପକ୍ଷରେ ବିଜୟ ପରେ ସୂର୍ଯ୍ୟଙ୍କ ବଡ଼ ବୟାନ: ପାକିସ୍ତାନକୁ କଲେ ଅଣଦେଖା

September 20, 2025

IIM CAT 2025: ଆବେଦନ କରିବାର ଆଜି ଶେଷ ସୁଯୋଗ, ଶୀଘ୍ର କରନ୍ତୁ ଫର୍ମ ପୂରଣ

September 20, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.