Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଆଚାର୍ଯ୍ୟ ଚାଣକ୍ୟ କହିଛନ୍ତି, ପାଞ୍ଚ ପ୍ରକାରର ଲୋକ ଅଛନ୍ତି ଯେଉଁମାନେ ମୃତ୍ୟୁସମ ଜୀବନ ବିତାଇଥାନ୍ତି
ଆଜିର ଖବର

ଆଚାର୍ଯ୍ୟ ଚାଣକ୍ୟ କହିଛନ୍ତି, ପାଞ୍ଚ ପ୍ରକାରର ଲୋକ ଅଛନ୍ତି ଯେଉଁମାନେ ମୃତ୍ୟୁସମ ଜୀବନ ବିତାଇଥାନ୍ତି

January 12, 2025No Comments1 Min Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ, ଆଚାର୍ଯ୍ୟ ଚାଣକ୍ୟ ତାଙ୍କ ଚାଣକ୍ୟନୀତିରେ କହିଛନ୍ତି ଯେ, ଯେଉଁମାନେ ବଞ୍ଚିଥିଲେ ମଧ୍ୟ ମୃତ୍ୟୁସମ ଜୀବନ ବାତାଇଥାନ୍ତି। ସେହି ହିସାବରେ ପାଞ୍ଚ ପ୍ରକାରର ଲୋକ ଅଛନ୍ତି ସେମାନେ ମୃତ୍ୟୁସମ ଜୀବନ ବାତାଇଥାନ୍ତି। ସେମାନେ ହେଲେ ଯାହାର ପତ୍ନୀଙ୍କର ମୃତ୍ୟୁ ହୋଇଥିବ, ଆତ୍ମୀୟସ୍ବଜନଙ୍କଠାରୁ ଅପମାନ, ଋଣଭାର, ଦୁର୍ଦ୍ଦାନ୍ତ ବା ଦୁଷ୍ଟ ମାଲିକଙ୍କ ପାଖରେ କାମ କରୁଥିବା ଏବଂ ଦାରିଦ୍ର ଭିତରେ ରହିଥିବା ଲୋକ।

ଯେତେ ଧନ ସଂପତ୍ତି ଥାଉ ନା କାହିଁକି ପତ୍ନୀଙ୍କ ବିୟୋଗ ସବୁବେଳେ ଦୁଃଖଦାୟକ ହୋଇ ରହିଯାଏ। ସେହିପରି ଋଣ ନ ସୁଝିବା ପର୍ଯ୍ୟନ୍ତ କେହି ବି ଭଲରେ ରହିପାରିବ ନାହିଁ। ଅନ୍ୟ ଏକ ପ୍ରସଂଗ ହେଲା ଦୁଷ୍ଟ ବା ଦୁର୍ଦ୍ଦାନ୍ତ ଲୋକଙ୍କ ପାଖରେ କାମ କରିବାର କଷ୍ଟ ମଧ୍ୟ କିଛି କମ ନୁହେଁ।

ଆଚାର୍ଯ୍ୟ ଚାଣକ୍ୟ ଚାଣକ୍ୟ
Share. Facebook Twitter LinkedIn Email WhatsApp Copy Link

Related Posts

ବର୍ତ୍ତମାନ ଏହି କମ୍ପାନୀ ଉପରେ ପଡିଲା AI ର ପ୍ରଭାବ, ଛଟେଇ ହେଲେ ୧୧ ହଜାରରୁ ଅଧିକ କର୍ମଚାରୀ

September 28, 2025

ଛୁଟିରେ ମଧ୍ୟ ଲୋକସେବା ଭବନ ଆସି କାମ କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ

September 28, 2025

କଳିଙ୍ଗ ଟିଭିରେ ହଲଚଲ: ସିଇଓ ହିମାଂଶୁ ଖଟୁଆ ଆଉଟ୍, ଆସିଲେ ରକ୍ଷକ ନାୟକ, ବରିଷ୍ଠଙ୍କ ମୁଣ୍ଡରେ ଖଣ୍ଡା

September 28, 2025

ନୂଆପଡାରେ ବିଜେପିରୁ କିଏ ପ୍ରାର୍ଥୀ ହେବ? ସଭାପତି ମନମୋହନ ସାମଲ କହିଲେ..

September 28, 2025
Latest News

ବର୍ତ୍ତମାନ ଏହି କମ୍ପାନୀ ଉପରେ ପଡିଲା AI ର ପ୍ରଭାବ, ଛଟେଇ ହେଲେ ୧୧ ହଜାରରୁ ଅଧିକ କର୍ମଚାରୀ

September 28, 2025

ଛୁଟିରେ ମଧ୍ୟ ଲୋକସେବା ଭବନ ଆସି କାମ କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ

September 28, 2025

କଳିଙ୍ଗ ଟିଭିରେ ହଲଚଲ: ସିଇଓ ହିମାଂଶୁ ଖଟୁଆ ଆଉଟ୍, ଆସିଲେ ରକ୍ଷକ ନାୟକ, ବରିଷ୍ଠଙ୍କ ମୁଣ୍ଡରେ ଖଣ୍ଡା

September 28, 2025

ନୂଆପଡାରେ ବିଜେପିରୁ କିଏ ପ୍ରାର୍ଥୀ ହେବ? ସଭାପତି ମନମୋହନ ସାମଲ କହିଲେ..

September 28, 2025

ଘରେ ବସି ପ୍ରତି ମାସରେ କରିପାରିବେ ୬ ହଜାର ଟଙ୍କା ରୋଜଗାର: ଜାଣନ୍ତୁ ଏହି ପୋଷ୍ଟ ଅଫିସ୍ ଯୋଜନା

September 28, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.