Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଭୁବନେଶ୍ବରରେ ଉନମୋଚିତ ହେଲା ପ୍ରଖ୍ୟାତ କବି ମାଧବ କୌଶିକଙ୍କ ପୁସ୍ତକ come back partha
ଆଜିର ଖବର

ଭୁବନେଶ୍ବରରେ ଉନମୋଚିତ ହେଲା ପ୍ରଖ୍ୟାତ କବି ମାଧବ କୌଶିକଙ୍କ ପୁସ୍ତକ come back partha

January 13, 2025No Comments2 Mins Read
Share Facebook Twitter LinkedIn Email WhatsApp Copy Link
ଭୁବନେଶ୍ବରରେ ଉନମୋଚିତ ହେଲା ପ୍ରଖ୍ୟାତ କବି ମାଧବ କୌଶିକଙ୍କ ପୁସ୍ତକ come back partha

ଭୁବନେଶ୍ବର: ପକ୍ଷୀଘର ପ୍ରକାଶନୀ ପ୍ରକାଶିତ କେନ୍ଦ୍ର ସାହିତ୍ୟ ଅକାଦେମି ସଭାପତି ପ୍ରଖ୍ୟାତ କବି ମାଧବ କୌଶିକଙ୍କ କବିତା ପୁସ୍ତକ come back partha ଓ କବି ଅରୁଣ କୁମାର ସାହୁଙ୍କ ଦୁଇଟି ପୁସ୍ତକ ଜହ୍ନ ରାତିର ଛାଇ ଓ ସୂର୍ଯ୍ୟ ଉଇଁବାର ବେଳ ପୁସ୍ତକ ସ୍ଥାନୀୟ ରାଜ୍ୟ ସଂଗ୍ରହଳୟ ପ୍ରେକ୍ଷାଳୟରେ ଅତିଥିମାନଙ୍କ ଦ୍ୱାରା ଉନ୍ମୋଚିତ ହୋଇଯାଇଛି।

ଉଦଘାଟକ ଭାବେ ଯୋଗଦେଇଥିଲେ ପ୍ରଖ୍ୟାତ ସିନେ ବ୍ୟକ୍ତିତ୍ୱ ତଥା ସାହିତ୍ୟିକ ପ୍ରଶାନ୍ତ ନନ୍ଦ। ସେ କହିଥିଲେ ଯେ, ସମୟ ସବୁବେଳେ ନିରପେକ୍ଷ ଭାଇ, ବନ୍ଧୁ, କୁଟୁମ୍ବ, ସମ୍ପଦ, ବିପଦ ନାଁ କାହା ପାଇଁ ସମୟ ଅଟକି ଯାଏ ନା କାହା ଦ୍ୱାରା ପ୍ରଭାବିତ ହୁଏ। ତେଣୁ ସାହିତ୍ୟକ ହେଉ କି ପାଠକ ହଉ ସମୟ ଅନୁସାରେ ଆଗେଇଵା ଦରକାର।

କେନ୍ଦ୍ର ସାହିତ୍ୟ ଅକାଦେମି ର ସଭାପତି ତଥା ପ୍ରଖ୍ୟାତ କବି ମାଧବ କୌଶିକ କହିଥିଲେ. ଜଣେ ହଜାର ହଜାର ଶବ୍ଦରେ କଥା ତ ପ୍ରକାଶ କରିପାରିବ କିନ୍ତୁ ଭାବ ପ୍ରକାଶ କରିବା ପାଇଁ ହଜାର ଶବ୍ଦ ବି ନିଅଣ୍ଟ ପଡିବ ଯଦି ସୃଜନ ସାହିତ୍ୟ ଜାତୀୟ ହୁଏ ତେବେ ଅନୁବାଦ ସାହିତ୍ୟ ଆନ୍ତର୍ଜାତୀୟ ବିଶିଷ୍ଟ ଅନୁବାଦକ ପ୍ରଫେସର ଯତୀନ ନାୟକ କହିଥିଲେ।

କମ ବ୍ୟାକ ପାର୍ଥ ବିଷୟରେ ଆଲୋଚନା କରିଥିଲେ ଯୁଦ୍ଧ ରେ ଉଜୁଡି ଯାଇଥିବା ହସ୍ତୀନାପୁର କୁ ଛାଡି ସ୍ୱର୍ଗ କୁ ପଳେଇ ଯାଉଥିବା ପାଣ୍ଡବ ମାନଙ୍କୁ ଆହ୍ୱାନ ଦେବା କହି ମାଧବ କୌଶିକଙ୍କର ଏକ ବୈପ୍ଲବିକ ଚିନ୍ତାର କବିତା ପ୍ରଫେସର ବିଶିଷ୍ଟ କଥାଶିଳ୍ପୀ ଗୌରହରି ଦାସ କହିଥିଲେ। ଆମ ଭାରତୀୟ ସାହିତ୍ୟ ହେଉ କି ପୃଥିବୀର ସାହିତ୍ୟ ହେଉ ପ୍ରାଚୀନ ଓ ଇତିହାସର କଥା ହେଉ ଵା ବର୍ତ୍ତମାନର କାହା ହଉ କଥା ଓ କବିତା ସବୁବେଳେ ଥିଲା ଓ ରହିବ! ସେମିତି ମଧ୍ୟ୍ ପ୍ରେମ କଥା।

ବିଶିଷ୍ଟ ସାହିତ୍ୟ ସମାଲୋଚକ ଭାଗବତ ଶୁକ୍ଲା କହିଥିଲେ. ଜଣେ ସଚ୍ଚା ଓ ଶାନ୍ତି ପ୍ରେମିକା ବିପ୍ଳବ ଆହ୍ୱାନ ସୃଷ୍ଟି କରିପାରେ ଏହା ଅରୁଣ ସାହୁଙ୍କ ର ଉଭୟ କବିତା ପୁସ୍ତକ ଜହ୍ନରାତିର ଛାଇ ଏବଂ ସୂର୍ଯ୍ୟ ଉଇଁଵାର ବେଳ ରେ ଖୁବ ମୌଳିକ ଭାବରେ ଦର୍ଶାଯାଇଛି ଅରୁଣ କୁମାର ସାହୁ ନିଜର ଲେଖାକୀୟ ବକ୍ତବ୍ୟ ରଖିଥିଲେ। କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ପକ୍ଷୀଘର ର ସମ୍ପାଦକ ବନୋଜ ତ୍ରିପାଠୀ ଓ ଧନ୍ୟବାଦ ପ୍ରଦାନ କରିଥିଲେ ପକ୍ଷୀଘର ର ପ୍ରକାଶିକା ବବିତା ଦାଶ।

Book Release come back partha କବି ମାଧବ କୌଶିକ ପୁସ୍ତକ ଉନମୋଚନ ପ୍ରଶାନ୍ତ ନନ୍ଦ
Share. Facebook Twitter LinkedIn Email WhatsApp Copy Link

Related Posts

୨୦୨୫ ଏସିଆ କପ୍ ପାଇଁ ଟିମ୍ ଇଣ୍ଡିଆ ଘୋଷଣା କଲା ବିସିସିଆଇ

August 19, 2025

ମିସ୍ ୟୁନିଭର୍ସ ଇଣ୍ଡିଆ 2025 ଟାଇଟଲ୍ ଜିତିଲେ ମନିକା ବିଶ୍ୱକର୍ମା: ଜାଣନ୍ତୁ ସେ କିଏ?

August 19, 2025

ଦେଶକୁ ଦୁଇଥର ବିଭାଜିତ କରିଥିଲେ ନେହେରୁ: କଂଗ୍ରେସ ଉପରେ ପ୍ରଧାନମନ୍ତ୍ରୀଙ୍କ ବଡ଼ ଆକ୍ରମଣ

August 19, 2025

ଉପରାଷ୍ଟ୍ରପତି ନିର୍ବାଚନ ପାଇଁ ବି ସୁଦର୍ଶନ ରେଡ୍ଡୀ ହେବେ ବିରୋଧୀ ଦଳର ପ୍ରାର୍ଥୀ

August 19, 2025
Latest News

୨୦୨୫ ଏସିଆ କପ୍ ପାଇଁ ଟିମ୍ ଇଣ୍ଡିଆ ଘୋଷଣା କଲା ବିସିସିଆଇ

August 19, 2025

ମିସ୍ ୟୁନିଭର୍ସ ଇଣ୍ଡିଆ 2025 ଟାଇଟଲ୍ ଜିତିଲେ ମନିକା ବିଶ୍ୱକର୍ମା: ଜାଣନ୍ତୁ ସେ କିଏ?

August 19, 2025

ଦେଶକୁ ଦୁଇଥର ବିଭାଜିତ କରିଥିଲେ ନେହେରୁ: କଂଗ୍ରେସ ଉପରେ ପ୍ରଧାନମନ୍ତ୍ରୀଙ୍କ ବଡ଼ ଆକ୍ରମଣ

August 19, 2025

ଉପରାଷ୍ଟ୍ରପତି ନିର୍ବାଚନ ପାଇଁ ବି ସୁଦର୍ଶନ ରେଡ୍ଡୀ ହେବେ ବିରୋଧୀ ଦଳର ପ୍ରାର୍ଥୀ

August 19, 2025

ବିମାନ ଉଡ଼ାଣ ପୂର୍ବରୁ ବେଙ୍ଗାଲୁରୁ ବିମାନବନ୍ଦରରେ ଚେତାଶୂନ୍ୟ ହେଲେ ପାଇଲଟ୍

August 19, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.