Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ପ୍ରଖ୍ୟାତ ଅଭିନେତା ଜୟୀରାମ ସାମଲ ପାଇଲେ କିମ୍ବଦନ୍ତୀ ବସନ୍ତ ନାୟକ ସମ୍ମାନ
ଆଜିର ଖବର

ପ୍ରଖ୍ୟାତ ଅଭିନେତା ଜୟୀରାମ ସାମଲ ପାଇଲେ କିମ୍ବଦନ୍ତୀ ବସନ୍ତ ନାୟକ ସମ୍ମାନ

January 17, 2025No Comments1 Min Read
Share Facebook Twitter LinkedIn Email WhatsApp Copy Link
ପ୍ରଖ୍ୟାତ ଅଭିନେତା ଜୟୀରାମ ସାମଲ ପାଇଲେ କିମ୍ବଦନ୍ତୀ ବସନ୍ତ ନାୟକ ସମ୍ମାନ

ଭୁବନେଶ୍ବର: ବସନ୍ତ ନାୟକ ଫାଉଣ୍ଡେସନ – ଓଡ଼ିଆ ସିନେମା ଜଗତ ର କିମ୍ବଦନ୍ତୀ, ସର୍ବକାଳୀନ ଶ୍ରେଷ୍ଠ ସିନେନିର୍ମାତା ସ୍ବର୍ଗତ ବସନ୍ତ ନାୟକଙ୍କ ସ୍ମୃତି ସ୍ମାରକୀ ଅନୁଷ୍ଠାନ। ଓଡ଼ିଆ ସିନେମା, ସଂସ୍କୃତି, ସଂଗୀତ ଓ ସାହିତ୍ୟରେ ସୃଜନତା ଏବଂ ନୂତନତା ସ୍ପର୍ଶ ନିମନ୍ତେ ସମ୍ପର୍ପିତ ଏ ଅନୁଷ୍ଠାନ।

ସ୍ବର୍ଗତ ବସନ୍ତ ନାୟକ ଜନ୍ମଦିବସ ଜାନୁଆରୀ ୧୬ ତାରିଖରେ ପାଳନ ଅବସରରେ ବସନ୍ତ ନାୟକ ଫାଉଣ୍ଡେସନ ପ୍ରତିବର୍ଷ ପ୍ରଦାନ କରିଆସୁଛି “ବସନ୍ତ ନାୟକ ସ୍ମୃତି ସମ୍ମାନ”, ଜଣେଜଣେ ଓଡ଼ିଆ ସିନେସାଧକଙ୍କୁ, ଜୀବନବ୍ୟାପି ଓଡ଼ିଆ ସିନେମାକୁ ସେମାନଙ୍କ ଅବଦାନ ନିମନ୍ତେ ଏହି ସମ୍ମାନ ପ୍ରଦାନ କରାଯାଇ ଆସୁଅଛି।

ଏହି କ୍ରମରେ ଚଳିତ ବର୍ଷ ୨୦୨୫ ନିମନ୍ତେ ବସନ୍ତ ନାୟକ ସ୍ମୃତି ସମ୍ମାନ ବିଶିଷ୍ଟ ହାସ୍ୟାଭିନେତା ଶ୍ରୀ ଜୟୀରାମ ସାମଲଙ୍କୁ ପ୍ରଦାନ କରିଛି ବସନ୍ତ ନାୟକ ଫାଉଣ୍ଡେସନ।

ଜାନୁଆରୀ ୧୬ ତାରିଖ ଦିନ ଭୁବନେଶ୍ୱର ଜୟଦେବ ଭବନ ଠାରେ ସନ୍ଧ୍ୟା ୬. ୩୦ ମିନିଟ ରେ ଅନୁଷ୍ଠିତ ହେଇଯାଇଥିବା ସ୍ବର୍ଗତ ବସନ୍ତ ନାୟକ ଜନ୍ମଉତ୍ସବ ପାଳନ ଅବସରରେ ଏହି ସ୍ମୃତିସମ୍ମାନ ପ୍ରଦାନ କରାଯାଇଥିଲା।

ଉତ୍ସବ ରେ ବରିଷ୍ଠ ନିର୍ଦ୍ଦେଷକ ସବ୍ୟସାଚି ମହାପାତ୍ର, ଅୀନେତା ଉତ୍ତମ ମହାନ୍ତି , ପ୍ରଦ୍ୟୁମ୍ନ ଲେଂକା,ହରିହର ମହାପାତ୍ର ,ଅତିସ୍ ମହାନ୍ତି ପ୍ରମୁଖ ମଞ୍ଚାସିନ ହୋଇ ବସନ୍ତ ନାୟକଂକ ସ୍ମୃତିଚାରଣ କରିଥିଲେ. ମଞ୍ଚ ସମ୍ଭାଳି ଥିଲେ ପ୍ରେରଣା ପ୍ରତିକ୍ଷ୍ୟା ଏବଂ ସ୍ଥିତ ପଟ୍ଟନାୟକ।

ରଂଗାରଂଗ କାର୍ଯ୍ୟକ୍ରମ ରେ ମଞ୍ଚ ଦୁଲିକିଲା ! ଜୟା ବିଶ୍ବାସ , ସୁଭମ୍, ଶୀତଲ ପାତ୍ର, ଆକାଂକ୍ଷ୍ୟା ,ରିସିକ୍ ,ସଂଜନା ,ସ୍ବୟମପାଢି ,ଗୁଡଲି ରଥ, ଲୋପାମୁଦ୍ରା ମିଶ୍ର ଟି ସଉରି ନାଜିଆ ଆଲମ ପ୍ରମୁଖ କଳାକାର ନିଜର କଳା ପ୍ରଦର୍ଶନ କରିଥିଲେ।

ବସନ୍ତ ନାୟକ ଫାଉଣ୍ଡେସନ ପକ୍ଷରୁ ପ୍ରତିଷ୍ଠାତା ସଞ୍ଜୟ ନାୟକ ଏହି ସୂଚନା ଦେଇଛନ୍ତି।

ଟୁଟୁ ନାୟକ
Share. Facebook Twitter LinkedIn Email WhatsApp Copy Link

Related Posts

ଏସୀୟ କ୍ରୀଡ଼ାରେ ବଡ଼ ବିପର୍ଯ୍ୟୟ: କ୍ରିକେଟରେ ଆଫଗାନିସ୍ତାନକୁ ପରାସ୍ତ କଲା ନେପାଳ

September 25, 2026

ଏସୀୟ କ୍ରୀଡ଼ା: କବାଡିରେ ୨ ପଦକ ନିଶ୍ଚିତ; ଭାରତକୁ ମିଳିପାରେ ଦୁଇଟି ସ୍ୱର୍ଣ୍ଣ

September 25, 2026

ଅଭିନେତା ମୁସ୍ତାକ ଖାନଙ୍କ ପରଲୋକ

September 25, 2026

ବାଘ ଆତଙ୍କ: ଘରେ ପଶିଲା ମହାବଳ, ଭୟଭୀତ ଅବସ୍ଥାରେ ଗ୍ରାମବାସୀ

September 25, 2026
Latest News

ଏସୀୟ କ୍ରୀଡ଼ାରେ ବଡ଼ ବିପର୍ଯ୍ୟୟ: କ୍ରିକେଟରେ ଆଫଗାନିସ୍ତାନକୁ ପରାସ୍ତ କଲା ନେପାଳ

September 25, 2026

ଏସୀୟ କ୍ରୀଡ଼ା: କବାଡିରେ ୨ ପଦକ ନିଶ୍ଚିତ; ଭାରତକୁ ମିଳିପାରେ ଦୁଇଟି ସ୍ୱର୍ଣ୍ଣ

September 25, 2026

ଅଭିନେତା ମୁସ୍ତାକ ଖାନଙ୍କ ପରଲୋକ

September 25, 2026

ଜାତିସଂଘର ସ୍ଥାୟୀ ସଦସ୍ୟତା ପ୍ରସଙ୍ଗ: ଭାରତ ସପକ୍ଷରେ ଠିଆ ହେଲା ଏହି ଦେଶ

September 25, 2026

ବାଘ ଆତଙ୍କ: ଘରେ ପଶିଲା ମହାବଳ, ଭୟଭୀତ ଅବସ୍ଥାରେ ଗ୍ରାମବାସୀ

September 25, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.