Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଭିଡହିଂସାକୁ ନେଇ ପ୍ରତିକ୍ରିୟା ଦେଲେ ମାୟାବତୀ: ପୋଲିସଙ୍କୁ ମଧ୍ୟ ଭିଡହିଂସାର ସମ୍ମୁଖୀନ ହେବାକୁ ପଡୁଛି
ଆଜିର ଖବର

ଭିଡହିଂସାକୁ ନେଇ ପ୍ରତିକ୍ରିୟା ଦେଲେ ମାୟାବତୀ: ପୋଲିସଙ୍କୁ ମଧ୍ୟ ଭିଡହିଂସାର ସମ୍ମୁଖୀନ ହେବାକୁ ପଡୁଛି

July 13, 2019No Comments1 Min Read
Share Facebook Twitter LinkedIn Email WhatsApp Copy Link

ଭିଡ଼ହିଂସାକୁ ନେଇ ବହୁଜନ ସମାଜ ପାର୍ଟି ଅଧ୍ୟକ୍ଷ ମାୟାବତୀ ଶନିବାର ଭିଡ ହିଂସାକୁ ନେଇ ପ୍ରତିକ୍ରିୟା ରଖିଛନ୍ତି । ଏହି ଭିଡହିଂସା କବଳରେ କେବଳ ଦଳିତ, ଆଦିବାସୀ ତଥା ସଂଖ୍ୟାଲଘୁ ସମ୍ପ୍ରଦାୟର ଲୋକ ଏଥିରେ ଶିକାର ହେଉନାହାନ୍ତି, ବରଂ ଏଥିରୁ ପୋଲିସ କର୍ମଚାରୀ ମଧ୍ୟ ନିସ୍ତାର ପାଉ ନାହାନ୍ତି। ଏବେ ରକ୍ଷକଙ୍କୁ ଭିଡ଼ହିଂସାର ସମ୍ମୁଖୀନ ହେବାକୁ ପଡୁଛି ବୋଲି ବିଏସ୍‌ପି ଅଧ୍ୟକ୍ଷା ମାୟାବତୀ ଶନିବାର ଟୁଇଟ୍‌ କରି ଜଣାଇଛନ୍ତି। ଏଭଳି ଘଟଣାକୁ ରୋକିବାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାର ବିଫଳ ହୋଇଥିବା ସେ କହିଛନ୍ତି। ସୁପ୍ରିମ୍‌କୋର୍ଟଙ୍କ ନିର୍ଦ୍ଦେଶ ପରେ କେନ୍ଦ୍ର ସରକାର ଶୀଘ୍ର ଏନେଇ ଆଇନ ପ୍ରଣୟନ କରିବାର ଆବଶ୍ୟକତା ରହିଛି। ମାତ୍ର ସରକାର ଏଭଳି ସମ୍ବେଦନଶୀଳ ଘଟଣା ପ୍ରତି ଉଦାସୀନ ରହିବା ଅତି କ୍ଷୋଭର ବିଷୟ ବୋଲି ମାୟାବତୀ କହିଛନ୍ତି। ଏପରି ସମୟରେ ଉତ୍ତରପ୍ରଦେଶ ରାଜ୍ୟ ବିଧି ଆୟୋଗ ଭିଡ ହିଂସା ଉପରେ ଅଙ୍କୁଶ ଲଗାଇବା ପାଇଁ ନୂଆ ଶକ୍ତ ଆଇନ୍‌ କରିବା ପ୍ରଚେଷ୍ଟାକୁ ସ୍ବାଗତ କରିଛନ୍ତି ମାୟାବତୀ । ଏହା ପୂର୍ବରୁ ଆୟୋଗ ଏହି ସମ୍ବନ୍ଧୀୟ ଏକ ବିଧେୟକ ପାରିତ୍‌ କରିଥିଲେ । ଏଥିରେ ଦୋଷୀଙ୍କୁ ଆଜୀବନ ଦଣ୍ଡ ଦିଆଯିବାର ପ୍ରସ୍ତାବ ରହିଛି । ତେବେ ବର୍ତ୍ତମାନ ଆଇନର ପ୍ରୟୋଗ ଫଳରେ ଏପରି ଘଟଣା ଉପରେ ନିୟନ୍ତ୍ରଣ ଆଣାଯାଇପାରିବ । କିନ୍ତୁ ଯେଉଁପରି ଭାବରେ ଏହି ରୋଗ ବଢି ଚାଲିଛି, ଭିଡହିଂସା ବିରୋଧୀ ଆଇନ୍‌ ଆଣିବା ଜରୁରୀ ହୋଇପଡିଲାଣି । ସରକାରଙ୍କୁ ଏହି ସମ୍ବନ୍ଧୀୟ ପଦକ୍ଷେପ ନେବା ଉଚିତ୍‌ ବୋଲି କହିଛନ୍ତି ମାୟାବତୀ ।

Share. Facebook Twitter LinkedIn Email WhatsApp Copy Link

Related Posts

ଆମେରିକାର H-1B ଭିସା ଫି ବୃଦ୍ଧି ଦ୍ୱାରା ଭାରତ ଲାଭବାନ ହେବ: ଅର୍ଥନୈତିକ ପରାମର୍ଶଦାତା

September 20, 2025

ପ୍ରସିଦ୍ଧ ଗାୟକ ଜୁବୀନ ଗର୍ଗଙ୍କ ଆକସ୍ମିକ ବିୟୋଗରେ ଶୋକ ପ୍ରକାଶ କଲେ ପ୍ରଧାନମନ୍ତ୍ରୀ

September 20, 2025

ମାତ୍ର 2 ଘଣ୍ଟାରେ ମୁମ୍ବାଇରୁ ଅହମ୍ମଦାବାଦ ଯାତ୍ରା, କେବେ ଚାଲିବ ବୁଲେଟ୍ ଟ୍ରେନ୍?, କହିଲେ ରେଳମନ୍ତ୍ରୀ

September 20, 2025

ଓମାନ ବିପକ୍ଷରେ ବିଜୟ ପରେ ସୂର୍ଯ୍ୟଙ୍କ ବଡ଼ ବୟାନ: ପାକିସ୍ତାନକୁ କଲେ ଅଣଦେଖା

September 20, 2025
Latest News

ଆମେରିକାର H-1B ଭିସା ଫି ବୃଦ୍ଧି ଦ୍ୱାରା ଭାରତ ଲାଭବାନ ହେବ: ଅର୍ଥନୈତିକ ପରାମର୍ଶଦାତା

September 20, 2025

ପ୍ରସିଦ୍ଧ ଗାୟକ ଜୁବୀନ ଗର୍ଗଙ୍କ ଆକସ୍ମିକ ବିୟୋଗରେ ଶୋକ ପ୍ରକାଶ କଲେ ପ୍ରଧାନମନ୍ତ୍ରୀ

September 20, 2025

ମାତ୍ର 2 ଘଣ୍ଟାରେ ମୁମ୍ବାଇରୁ ଅହମ୍ମଦାବାଦ ଯାତ୍ରା, କେବେ ଚାଲିବ ବୁଲେଟ୍ ଟ୍ରେନ୍?, କହିଲେ ରେଳମନ୍ତ୍ରୀ

September 20, 2025

ଓମାନ ବିପକ୍ଷରେ ବିଜୟ ପରେ ସୂର୍ଯ୍ୟଙ୍କ ବଡ଼ ବୟାନ: ପାକିସ୍ତାନକୁ କଲେ ଅଣଦେଖା

September 20, 2025

IIM CAT 2025: ଆବେଦନ କରିବାର ଆଜି ଶେଷ ସୁଯୋଗ, ଶୀଘ୍ର କରନ୍ତୁ ଫର୍ମ ପୂରଣ

September 20, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.