Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଶକ୍ତି ପରୀକ୍ଷଣ ପାଇଁ ପ୍ରସ୍ତୁତ ଅଛନ୍ତି ବିଏସ୍‌ ୟେଦୁରପ୍ପା
ଆଜିର ଖବର

ଶକ୍ତି ପରୀକ୍ଷଣ ପାଇଁ ପ୍ରସ୍ତୁତ ଅଛନ୍ତି ବିଏସ୍‌ ୟେଦୁରପ୍ପା

July 13, 2019No Comments1 Min Read
Share Facebook Twitter LinkedIn Email WhatsApp Copy Link

କର୍ଣ୍ଣାଟକରେ  ଲାଗି ରହିଥିବା ରାଜନୈତିକ ସଂକଟରେ  ଭାରତୀୟ ଜନତା ପାର୍ଟିର କର୍ଣ୍ଣାଟକ ଅଧ୍ୟକ୍ଷ ବିଏସ ୟେଦୁରପ୍ପା ଶନିବାର ଗୃହରେ ଶକ୍ତି ପରୀକ୍ଷଣ ପାଇଁ ପ୍ରସ୍ତୁତ ଅଛନ୍ତି ବୋଲି କହିଛନ୍ତି । ଯଦି ସରକାର ବିଶ୍ବାସ ପ୍ରସ୍ତାବ ଆଣିବାକୁ ଚାହୁଁଛନ୍ତି, ତେବେ ତାଙ୍କର କୌଣସି ଆପତ୍ତି ନାହିଁ ବୋଲି କହିଛନ୍ତି ୟେଦୁରପ୍ପା । ଶୁକ୍ରବାର ରାଜ୍ୟର ମୁଖ୍ୟମନ୍ତ୍ରୀ ଏଚଡି କୁମାରସ୍ଵାମୀ କହିଛନ୍ତି ଯେ, ଗୃହରେ ଅନାସ୍ଥା ପ୍ରସ୍ତାବ ପାଇଁ ତାଙ୍କ ପାଖରେ ଦମ ରହିଛି। ତେଣୁ ଗୃହରେ ଅନାସ୍ଥା ପ୍ରସ୍ତାବ ଆଣିବା ପାଇଁ ସମୟ ସ୍ଥିର କରିବାକୁ ସେ ବାଚସ୍ପତି କେଆର ରମେଶ କୁମାରଙ୍କୁ ଅନୁରୋଧ କରିଥିଲେ । ୟେଦୁରପ୍ପା କହିଛନ୍ତି ଯେ, ସେ ବାଗୀ କଂଗ୍ରେସ ବିଧାୟକଙ୍କ ସଂପର୍କରେ ରହିଛନ୍ତି । ତେଣୁ ଏଚ୍‌.ଡ଼ି କୁମାରସ୍ବାମୀ ତୁରନ୍ତ ଇସ୍ତଫା ପ୍ରଦାନ କରିବା ଦରକାର  ନୂଆ ସରକାର ଗଠନ ହେବା ଦରକାର ବୋଲି କହିଛନ୍ତି ୟେଦୁରପ୍ପା । ଅପରପକ୍ଷରେ ବିଦ୍ରୋହୀ ପାଞ୍ଚ ବିଧାୟକ ସୁପ୍ରିମ୍‌କୋର୍ଟ ଯାଇଛନ୍ତି । ବାଚସ୍ପତି ତାଙ୍କ ଇସ୍ତଫା ପତ୍ର ଗ୍ରହଣ ନ କରିବା ଅଭିଯୋଗ କରିଛନ୍ତି ଏହି ବିଧାୟକ ଜଣକ । ସେହିପରି ସୁପ୍ରିମ୍‌କୋର୍ଟଙ୍କ ନିଷ୍ପତ୍ତି ଅନୁସାରେ ମଙ୍ଗଳବାର ପର୍ଯ୍ୟନ୍ତ ରାଜ୍ୟରେ ଯଥାସ୍ଥିତାବସ୍ଥା ଜାରି ରହିବ । ମଙ୍ଗଳବାର ପର୍ଯ୍ୟନ୍ତ ବାଚସ୍ପତି ଏହି ବିଧାୟକମାନଙ୍କୁ ଅଯୋଗ୍ୟ ଘୋଷିତ କରିପାରିବେ ନାହିଁ । କର୍ଣ୍ଣାଟକର ରାଜନୀତିରେ ଘଡିକେ ଘୋଡା ଛୁଟୁଥିବାବେଳେ ସେଠାକାର ରାଜନୈତିକ ସଂକଟ କେଉଁଆଡକୁ ମୋଡ଼ ନେବ, ତାହା ଆଗାମୀ ସମୟ କହିବ ।

Share. Facebook Twitter LinkedIn Email WhatsApp Copy Link

Related Posts

ଓଡିଶା ଆସୁଛନ୍ତି ଉପରାଷ୍ଟ୍ରପତି ସିପି ରାଧାକୃଷ୍ଣନ, ନେତାଜୀ ଜୟନ୍ତୀରେ ଦେବେ ଯୋଗ

January 22, 2026

ବିଶ୍ୱକପରେ ବଡ଼ ବିପର୍ଯ୍ୟୟର ଆଶଙ୍କା!: ପ୍ରଥମ ଟି-୨୦ ବିଜୟ ସତ୍ତ୍ୱେ ଟିମ୍ ଇଣ୍ଡିଆର ବଢିଲା ଚିନ୍ତା

January 22, 2026

President’s Visit to Odisha: ପାଞ୍ଚଦିନିଆ ଓଡିଶା ଗସ୍ତରେ ଆସିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

January 22, 2026

C. K. Nayudu Trophy: ସମ୍ବଲପୁରରେ ଖେଳାଯିବ ଓଡିଶା ଓ ହରିୟାଣା ମ୍ୟାଚ

January 22, 2026
Latest News

ରାଜ୍ୟସଭା ନିର୍ବାଚନ ପାଇଁ ନିର୍ବାଚନ ପ୍ରକ୍ରିୟା ଆରମ୍ଭ: ଏପ୍ରିଲରେ ଖାଲି ହେବ ୩୭ ଟି ଆସନ

January 22, 2026

ଓଡିଶା ଆସୁଛନ୍ତି ଉପରାଷ୍ଟ୍ରପତି ସିପି ରାଧାକୃଷ୍ଣନ, ନେତାଜୀ ଜୟନ୍ତୀରେ ଦେବେ ଯୋଗ

January 22, 2026

ବିଶ୍ୱକପରେ ବଡ଼ ବିପର୍ଯ୍ୟୟର ଆଶଙ୍କା!: ପ୍ରଥମ ଟି-୨୦ ବିଜୟ ସତ୍ତ୍ୱେ ଟିମ୍ ଇଣ୍ଡିଆର ବଢିଲା ଚିନ୍ତା

January 22, 2026

President’s Visit to Odisha: ପାଞ୍ଚଦିନିଆ ଓଡିଶା ଗସ୍ତରେ ଆସିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

January 22, 2026

C. K. Nayudu Trophy: ସମ୍ବଲପୁରରେ ଖେଳାଯିବ ଓଡିଶା ଓ ହରିୟାଣା ମ୍ୟାଚ

January 22, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.