Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ସୌରଭ ଗାଙ୍ଗୁଲିଙ୍କ କାରକୁ ଧକ୍କା ଦେଲା ଟ୍ରକ: ଅଳ୍ପକେ ବର୍ତ୍ତିଲେ ପୂର୍ବତନ ଭାରତୀୟ ଅଧିନାୟକ
ଆଜିର ଖବର

ସୌରଭ ଗାଙ୍ଗୁଲିଙ୍କ କାରକୁ ଧକ୍କା ଦେଲା ଟ୍ରକ: ଅଳ୍ପକେ ବର୍ତ୍ତିଲେ ପୂର୍ବତନ ଭାରତୀୟ ଅଧିନାୟକ

February 21, 2025No Comments1 Min Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ: ପୂର୍ବତନ ଭାରତୀୟ ଅଧିନାୟକ ତଥା ବିସିସିଆଇର ପୂର୍ବତନ ସଭାପତି ସୌରଭ ଗାଙ୍ଗୁଲି ଏକ ସଡ଼କ ଦୁର୍ଘଟଣାର ଶିକାର ହୋଇଛନ୍ତି। ତେବେ ସୌଭାଗ୍ୟବଶତଃ ସୌରଭ ଗାଙ୍ଗୁଲି ସୁରକ୍ଷିତ ଅଛନ୍ତି। କୁହାଯାଉଛି ଯେ, ସୌରଭ ଗାଙ୍ଗୁଲି କୌଣସି ଏକ କାର୍ଯ୍ୟକ୍ରମରେ ଯୋଗ ଦେବା ପାଇଁ ବର୍ଦ୍ଧମାନ ଯାଉଥିଲେ। ଏହି ସମୟରେ ହଠାତ୍ ତାଙ୍କ କାରକୁ ଏକ ଟ୍ରକ ଧକ୍କା ଦେଇଥିଲା। ଯାହା ଫଳରେ ଏହି ଦୁର୍ଘଟଣା ଘଟିଥିଲା। କିନ୍ତୁ ସୌଭାଗ୍ୟବଶତଃ ପୂର୍ବତନ ଭାରତୀୟ ଅଧିନାୟକଙ୍କ କୌଣସି କ୍ଷତି ହୋଇନାହିଁ, କିନ୍ତୁ ଗାଙ୍ଗୁଲିଙ୍କ ସାଥିରେ ଥିବା ଅନ୍ୟ ଦୁଇଟି କାରରେ ସାମାନ୍ୟ କ୍ଷୟକ୍ଷତି ହୋଇଥିବା ଜଣାଯାଇଛି।

Sourav Ganguly Sourav Ganguly Accident Sourav Ganguly News
Share. Facebook Twitter LinkedIn Email WhatsApp Copy Link

Related Posts

ବିସିସିଆଇର ଏହି ନିଷ୍ପତ୍ତି ଯୋଗୁଁ ଟେଷ୍ଟ କ୍ରିକେଟରୁ ଅବସର ନେବେ ବୁମରାହ?: ନିୟମ ଜାଣିଲେ ହେବେ ଆଶ୍ଚର୍ଯ୍ୟ

August 6, 2025

କର୍ମଚାରୀ ରାଜ୍ୟ ବୀମା ନିଗମ ସ୍ପ୍ରି ୨୦୨୫ ଏବଂ ଆମ୍ନେଷ୍ଟି ୨୦୨୫ ଯୋଜନା ସମ୍ବନ୍ଧରେ ସଚେତନତା

August 6, 2025

ଆଞ୍ଚଳିକ ଶିକ୍ଷା ପ୍ରତିଷ୍ଠାନର ୬୩ତମ ପ୍ରତିଷ୍ଠା ଦିବସ

August 6, 2025

ଆଇଆଇଏମସି ଢେଙ୍କାନାଳ ଏବଂ ଏସଆରଏଫଟିଆଇ କୋଲକାତା ମଧ୍ୟରେ ବୁଝାମଣାପତ୍ର ସ୍ୱାକ୍ଷରିତ

August 6, 2025
Latest News

ବିସିସିଆଇର ଏହି ନିଷ୍ପତ୍ତି ଯୋଗୁଁ ଟେଷ୍ଟ କ୍ରିକେଟରୁ ଅବସର ନେବେ ବୁମରାହ?: ନିୟମ ଜାଣିଲେ ହେବେ ଆଶ୍ଚର୍ଯ୍ୟ

August 6, 2025

କର୍ମଚାରୀ ରାଜ୍ୟ ବୀମା ନିଗମ ସ୍ପ୍ରି ୨୦୨୫ ଏବଂ ଆମ୍ନେଷ୍ଟି ୨୦୨୫ ଯୋଜନା ସମ୍ବନ୍ଧରେ ସଚେତନତା

August 6, 2025

ଆଞ୍ଚଳିକ ଶିକ୍ଷା ପ୍ରତିଷ୍ଠାନର ୬୩ତମ ପ୍ରତିଷ୍ଠା ଦିବସ

August 6, 2025

ଆଇଆଇଏମସି ଢେଙ୍କାନାଳ ଏବଂ ଏସଆରଏଫଟିଆଇ କୋଲକାତା ମଧ୍ୟରେ ବୁଝାମଣାପତ୍ର ସ୍ୱାକ୍ଷରିତ

August 6, 2025

ଭୂମିହୀନ ଏବଂ ଗରିବ ଲୋକଙ୍କ ପାଇଁ ସମବାୟ କ୍ଷେତ୍ର ସମୃଦ୍ଧିର ମାର୍ଗ ପ୍ରଶସ୍ତ କରୁଛି: ଅମିତ ଶାହ

August 6, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.