Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଆସାମ ବନ୍ୟା ପରିସ୍ଥିତିକୁ ’ରାଷ୍ଟ୍ରୀୟ ସମସ୍ୟା’ ରୂପେ ଘାେଷଣା କରିବାକୁ କଂଗ୍ରେସର ଦାବି
ଆଜିର ଖବର

ଆସାମ ବନ୍ୟା ପରିସ୍ଥିତିକୁ ’ରାଷ୍ଟ୍ରୀୟ ସମସ୍ୟା’ ରୂପେ ଘାେଷଣା କରିବାକୁ କଂଗ୍ରେସର ଦାବି

July 15, 2019No Comments1 Min Read
Share Facebook Twitter LinkedIn Email WhatsApp Copy Link

ଆସାମରେ ବନ୍ୟା ସମସ୍ୟାକୁ ନେଇ କଂଗ୍ରେସ ରାଜ୍ୟସଭାରେ ଧାରଣା ଦେଇଛନ୍ତି । ସୋମବାର ଗାନ୍ଧି ପ୍ରତିମା ସାମ୍ନାରେ କଂଗ୍ରେସ କର୍ମୀ ହାତରେ ପ୍ଲାକାଡ଼ ଧରି କେନ୍ଦ୍ର ସରକାରଙ୍କୁ ଆସାମ ବନ୍ୟାକୁ ‘ରାଷ୍ଟ୍ରୀୟ ସମସ୍ୟା’ ରୂପେ ଘୋଷଣା କରିବାକୁ ଦାବି କରିଛି । ଏହି ବନ୍ୟାରେ ପ୍ରାୟ୧୧ ଜଣ ମୃତ୍ୟୁବରଣ କରିସାରିଲେଣି । ଆସାମର ୩୩ଟି ଜିଲ୍ଲାରୁ ୧୭ଟି ଜିଲ୍ଲାରେ ବନ୍ୟା ଆସିଛି ।  ଏହି ସବୁ ଜିଲ୍ଲାରୁ ୪.୨୩ ଲକ୍ଷ ଲୋକଙ୍କୁ ବିସ୍ଥାପିତ କରାଯାଇଛି । ବ୍ରହ୍ମପୁତ୍ର ନଦୀର ଜଳସ୍ତର ବଢିବା କାରଣରୁ ୧୭ଟି ଜିଲ୍ଲାରେ ବନ୍ୟା ଆସିଛି । ବନ୍ୟା ପାଇଁ ୧୬,୭୩୦.୭୨ ହେକ୍ଟର ଫସଲ ନଷ୍ଟ ହୋଇଛି । ନଦୀ ତଟବର୍ତ୍ତୀ ପ୍ରାୟ ୧୯ଟି ଗାଁର ଅସ୍ତିତ୍ବ ନାହିଁ । ୬୪ରୁ ଅଧିକ ସଡକ ବନ୍ୟା ଜଳରେ ବୁଡି ରହିଛି । ଆସାମ ବ୍ୟତୀତ ତ୍ରିପୁରା ଓ ମିଜୋରାମ୍‌ର ତଳିଆ ଅଞ୍ଚଳଗୁଡ଼ିକରେ ବନ୍ୟାରେ ପ୍ରଭାବିତ ହୋଇଥିବା ୧୫,୦୦୦ରୁ ଅଧିକ ଲୋକଙ୍କୁ ଆଶ୍ରୟସ୍ଥଳ ତଥା ଅନ୍ୟ ସୁରକ୍ଷିତ ସ୍ଥାନକୁ ପଠାଯାଇଛି । ସେହିପରି ଅଗରତାଲାର ବାହାରୀ ଅଞ୍ଚଳ ଜିରାନିଆ, କଲ୍ୟାଣପୁର ଓ ପଶ୍ଚିମ ତ୍ରିପୁରା ଆଦି ଅଞ୍ଚଳରେ ଥିବା ସୁରକ୍ଷା ଶିବିରିରେ ୧୨,୦୦୦ରୁ ଅଧିକ ଲୋକ  ଶରଣ ନେଇଛନ୍ତି ।

Share. Facebook Twitter LinkedIn Email WhatsApp Copy Link

Related Posts

ପୁରୀ ଜିଲ୍ଲାରେ ୭୨ ପ୍ରଧାନଶିକ୍ଷକଙ୍କ ଉପରେ ବଡ଼ କାର୍ଯ୍ୟାନୁଷ୍ଠାନ: ଦରମା ବନ୍ଦ ନିର୍ଦ୍ଦେଶ ଦେଲେ ଡିଇଓ

January 22, 2026

୪ ଲକ୍ଷ ୫୭ ହଜାରରୁ ଉର୍ଦ୍ଧ୍ୱ ହିତାଧିକାରୀଙ୍କୁ ମିଳିଲା ସୁଭଦ୍ରା ଟଙ୍କା

January 22, 2026

ଓଡିଶା ଆସୁଛନ୍ତି ଉପରାଷ୍ଟ୍ରପତି ସିପି ରାଧାକୃଷ୍ଣନ, ନେତାଜୀ ଜୟନ୍ତୀରେ ଦେବେ ଯୋଗ

January 22, 2026

ବିଶ୍ୱକପରେ ବଡ଼ ବିପର୍ଯ୍ୟୟର ଆଶଙ୍କା!: ପ୍ରଥମ ଟି-୨୦ ବିଜୟ ସତ୍ତ୍ୱେ ଟିମ୍ ଇଣ୍ଡିଆର ବଢିଲା ଚିନ୍ତା

January 22, 2026
Latest News

ପୁରୀ ଜିଲ୍ଲାରେ ୭୨ ପ୍ରଧାନଶିକ୍ଷକଙ୍କ ଉପରେ ବଡ଼ କାର୍ଯ୍ୟାନୁଷ୍ଠାନ: ଦରମା ବନ୍ଦ ନିର୍ଦ୍ଦେଶ ଦେଲେ ଡିଇଓ

January 22, 2026

୪ ଲକ୍ଷ ୫୭ ହଜାରରୁ ଉର୍ଦ୍ଧ୍ୱ ହିତାଧିକାରୀଙ୍କୁ ମିଳିଲା ସୁଭଦ୍ରା ଟଙ୍କା

January 22, 2026

“ଭାରତ ବିନା ଆମେ ଅସମ୍ପୂର୍ଣ୍ଣ”: EU ର ଏହି ବୟାନରେ ଚୀନ ଓ ପାକିସ୍ତାନ ଅସ୍ଥିର

January 22, 2026

ରାଜ୍ୟସଭା ନିର୍ବାଚନ ପାଇଁ ନିର୍ବାଚନ ପ୍ରକ୍ରିୟା ଆରମ୍ଭ: ଏପ୍ରିଲରେ ଖାଲି ହେବ ୩୭ ଟି ଆସନ

January 22, 2026

ଓଡିଶା ଆସୁଛନ୍ତି ଉପରାଷ୍ଟ୍ରପତି ସିପି ରାଧାକୃଷ୍ଣନ, ନେତାଜୀ ଜୟନ୍ତୀରେ ଦେବେ ଯୋଗ

January 22, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.