Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଅଲଗା ହେବେ ଗୋବିନ୍ଦା- ସୁନୀତା: ସମାପ୍ତ ହେବ ୩୭ ବର୍ଷର ପୁରୁଣା ବୈବାହିକ ସମ୍ପର୍କ
ଆଜିର ଖବର

ଅଲଗା ହେବେ ଗୋବିନ୍ଦା- ସୁନୀତା: ସମାପ୍ତ ହେବ ୩୭ ବର୍ଷର ପୁରୁଣା ବୈବାହିକ ସମ୍ପର୍କ

February 25, 2025No Comments1 Min Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ: ଗୋବିନ୍ଦା ଏବଂ ତାଙ୍କ ପତ୍ନୀ ସୁନୀତା ଅହୁଜା କିଛି ନା କିଛି କାରଣରୁ ଚର୍ଚ୍ଚାରେ ରହିଥା’ନ୍ତି। ବର୍ତ୍ତମାନ ଖବର ଅଛି ଯେ, ସେମାନଙ୍କ ଦାମ୍ପତ୍ୟ ଜୀବନରେ ସବୁକିଛି ଠିକ୍ ଚାଲିନାହିଁ। ଗୋବିନ୍ଦାଙ୍କର ଅତିରିକ୍ତ ବୈବାହିକ ସମ୍ପର୍କ ଥିବା ଏବଂ ତାଙ୍କ ଛାଡପତ୍ର ଶେଷ ପର୍ଯ୍ୟାୟରେ ଥିବା ଖବର ରହିଛି।

ଖବର ରହିଛି ଯେ, ଗୋବିନ୍ଦା ଜଣେ ୩୦ ବର୍ଷ ବୟସ୍କା ମରାଠୀ ଅଭିନେତ୍ରୀଙ୍କ ସହ ଅତିରିକ୍ତ ବୈବାହିକ ସମ୍ପର୍କ ରଖିଛନ୍ତି। ସୂଚନା ଅନୁଯାୟୀ ଗୋବିନ୍ଦା ଛାଡପତ୍ର ଦେବାକୁ ଯାଉଛନ୍ତି। ନିକଟରେ ହୋଇଥିବା ଅନେକ ସାକ୍ଷାତକାରରେ ସୁନୀତା ଗୋବିନ୍ଦାଙ୍କ ସମ୍ପର୍କ ବିଷୟରେ ସୂଚନା ଦେଇଛନ୍ତି। ଉଭୟେ ଅଲଗା ଘରେ ରୁହନ୍ତି କାରଣ ସେମାନଙ୍କର କାର୍ଯ୍ୟସୂଚୀ ମେଳ ଖାଉ ନାହିଁ।

ତେବେ ଛାଡପତ୍ର ଏବଂ ଅତିରିକ୍ତ ବୈବାହିକ ସମ୍ପର୍କକୁ ନେଇ ଗୋବିନ୍ଦା ଏବଂ ସୁନୀତା ଏପର୍ଯ୍ୟନ୍ତ କୌଣସି ସ୍ପଷ୍ଟ ପ୍ରତିକ୍ରିୟା କରିନାହାଁନ୍ତି। ବର୍ତ୍ତମାନ କେବଳ ଗୋବିନ୍ଦା ଏବଂ ସୁନୀତା କହିପାରିବେ ଯେ, ଏହି ଖବରରେ କେତେ ସତ୍ୟ ଅଛି?

ସୁନୀତା ଗୋବିନ୍ଦାଙ୍କ ସହ ରୁହନ୍ତି ନାହିଁ?:

ଏକ ସାକ୍ଷାତକାରରେ ସୁନୀତା କହିଥିଲେ ଯେ, ସେ ଗୋବିନ୍ଦାଙ୍କ ସହ ରୁହନ୍ତି ନାହିଁ। ସେମାନେ ପ୍ରାୟତଃ ଅଲଗା ରୁହନ୍ତି। ସୁନୀତା ପିଲାମାନଙ୍କ ସହିତ ଏକ ଫ୍ଲାଟରେ ରୁହନ୍ତି। ଯେଉଁଠାରେ ଗୋବିନ୍ଦା ଫ୍ଲାଟ ସମ୍ମୁଖରେ ଏକ ବଙ୍ଗଳାରେ ରୁହନ୍ତି।

ଉଲ୍ଲେଖ ଯୋଗ୍ୟ ଯେ, ଗୋବିନ୍ଦା ଏବଂ ସୁନୀତା ୧୯୮୭ ରେ ବିବାହ କରିଥିଲେ। ଦୁହେଁ ବହୁତ କମ୍ ବୟସରେ ବିବାହ କରିଥିଲେ। ସେତେବେଳେ ସୁନୀତାଙ୍କୁ ମାତ୍ର ୧୮ ବର୍ଷ ହୋଇଥିଲା। ଏହି ବିବାହରୁ ସୁନୀତା ଏବଂ ଗୋବିନ୍ଦାଙ୍କର ଦୁଇଟି ସନ୍ତାନ ଟିନା ଏବଂ ଯଶବର୍ଦ୍ଧନ ଅଛନ୍ତି।

Govinda Sunita Ahuja
Share. Facebook Twitter LinkedIn Email WhatsApp Copy Link

Related Posts

ରାସ୍ତାରେ ଲୋକଙ୍କୁ ଅଟକାଇ ଲୁଟ୍ ପ୍ରସଙ୍ଗ: ୪ ଲୁଟେରାଙ୍କୁ କୋର୍ଟ ଚାଲାଣ

August 20, 2025

ଦଳରେ ସାମିଲ ହେଲେନି ଶ୍ରେୟସ ଆୟର: ସମାଲୋଚନା କଲେ ପୂର୍ବତନ ଟିମ୍ ଇଣ୍ଡିଆ କୋଚ୍

August 20, 2025

କେଏଟିଏସ ଆୟୁର୍ବେଦିକ ମହାବିଦ୍ୟାଳୟ ୪୮ବର୍ଷ ରେ ମାତ୍ର ୪ଟି ପିଜି ସିଟ

August 20, 2025

ଦଶମ ଶ୍ରେଣୀ ଛାତ୍ରଙ୍କୁ ଛୁରୀରେ ଭୁସି ହତ୍ୟା କଲା ୮ମ ଛାତ୍ର, ସ୍କୁଲ ବାହାରେ ଉତ୍ତେଜନା

August 20, 2025
Latest News

ରାସ୍ତାରେ ଲୋକଙ୍କୁ ଅଟକାଇ ଲୁଟ୍ ପ୍ରସଙ୍ଗ: ୪ ଲୁଟେରାଙ୍କୁ କୋର୍ଟ ଚାଲାଣ

August 20, 2025

ଦଳରେ ସାମିଲ ହେଲେନି ଶ୍ରେୟସ ଆୟର: ସମାଲୋଚନା କଲେ ପୂର୍ବତନ ଟିମ୍ ଇଣ୍ଡିଆ କୋଚ୍

August 20, 2025

କେଏଟିଏସ ଆୟୁର୍ବେଦିକ ମହାବିଦ୍ୟାଳୟ ୪୮ବର୍ଷ ରେ ମାତ୍ର ୪ଟି ପିଜି ସିଟ

August 20, 2025

ଦଶମ ଶ୍ରେଣୀ ଛାତ୍ରଙ୍କୁ ଛୁରୀରେ ଭୁସି ହତ୍ୟା କଲା ୮ମ ଛାତ୍ର, ସ୍କୁଲ ବାହାରେ ଉତ୍ତେଜନା

August 20, 2025

ଉପରାଷ୍ଟ୍ରପତି ନିର୍ବାଚନ ପାଇଁ ନାମାଙ୍କନ ଦାଖଲ କଲେ ସିପି ରାଧାକୃଷ୍ଣନ, ପ୍ରସ୍ତାବକ ହେଲେ ପ୍ରଧାନମନ୍ତ୍ରୀ ମୋଦି

August 20, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.