Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»କାର୍ଯ୍ୟକ୍ଷମ କିଷାନ କ୍ରେଡିଟ୍ କାର୍ଡ ପରିମାଣ ୧୦ ଲକ୍ଷ କୋଟି ଅତିକ୍ରମ କଲା: ଲାଭବାନ ହେଲେ ୭.୭୨ କୋଟି କୃଷକ
ଆଜିର ଖବର

କାର୍ଯ୍ୟକ୍ଷମ କିଷାନ କ୍ରେଡିଟ୍ କାର୍ଡ ପରିମାଣ ୧୦ ଲକ୍ଷ କୋଟି ଅତିକ୍ରମ କଲା: ଲାଭବାନ ହେଲେ ୭.୭୨ କୋଟି କୃଷକ

February 26, 2025No Comments2 Mins Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ: କାର୍ଯ୍ୟକ୍ଷମ କିଷାନ କ୍ରେଡିଟ୍ କାର୍ଡ (କେସିସି) ଆକାଉଣ୍ଟ ଅନ୍ତର୍ଗତ ପରିମାଣ ମାର୍ଚ୍ଚ ୨୦୧୪ ରେ ୪.୨୬ ଲକ୍ଷ କୋଟିରୁ ଡିସେମ୍ବର ୨୦୨୪ ରେ  ଟ.୧୦.୦୫ ଲକ୍ଷ କୋଟି ହେବା ସହିତ ଦୁଇଗୁଣ ବୃଦ୍ଧି ପାଇଛି। ଏହା କୃଷିରେ ସୁଲଭ ପୁଞ୍ଜି ଉପଲବ୍ଧତା ସହିତ କୃଷକମାନଙ୍କ ନିମନ୍ତେ  ଋଣର ଉପଲବ୍ଧତା ଏବଂ ଅଣ-ଅନୁଷ୍ଠାନିକ ଋଣ ଉପରେ ନିର୍ଭରଶୀଳତା ହ୍ରାସ ହେବାର ପ୍ରତିଫଳନ।

କିସାନ କ୍ରେଡିଟ କାର୍ଡ (କେସିସି) ହେଉଛି ଏକ ବ୍ୟାଙ୍କିଙ୍ଗ ଉତ୍ପାଦ ଯାହା କୃଷକମାନଙ୍କୁ ମଞ୍ଜି, ସାର, କୀଟନାଶକ ଭଳି କୃଷି ଇନପୁଟ କିଣିବା ତଥା ଫସଲ ଉତ୍ପାଦନ ତଥା ସହଯୋଗୀ କାର୍ଯ୍ୟକଳାପ ସହ ଜଡିତ ନଗଦ ଆବଶ୍ୟକତା ପୂରଣ ପାଇଁ ସମୟ ଏବଂ ସୁଲଭ ଋଣ ଯୋଗାଇଥାଏ। ୨୦୧୯ ରେ, ସମବାୟ କାର୍ଯ୍ୟକଳାପର କାର୍ଯ୍ୟକ୍ଷମ ପୁଞ୍ଜି ଆବଶ୍ୟକତାକୁ ଅନ୍ତର୍ଭୁକ୍ତ କରିବା ପାଇଁ କେସିସି ଯୋଜନାକୁ ପଶୁପାଳନ, ଦୁଗ୍ଧ ଏବଂ ମତ୍ସ୍ୟଚାଷ  ପାଇଁ ସଂପ୍ରସାରିତ କରାଯାଇଥିଲା।

ପରିବର୍ତ୍ତିତ ସୁଧ ଛାଡ଼ ଯୋଜନା (ଏମଆଇଏସଏସ) ଅଧୀନରେ ଭାରତ ସରକାର ବାର୍ଷିକ ୭% ସୁଧ ହାରରେ କେସିସି ମାଧ୍ୟମରେ ୩ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ସ୍ୱଳ୍ପ ମିଆଦି କୃଷି ଋଣ ଯୋଗାଇବା ପାଇଁ ବ୍ୟାଙ୍କଗୁଡିକୁ ୧.୫% ସୁଧ ଛାଡ଼ ପ୍ରଦାନ କରୁଛନ୍ତି। ଋଣର ଠିକ ସମୟରେ ପରିଶୋଧରେ କୃଷକମାନଙ୍କୁ 3% ଅତିରିକ୍ତ ପ୍ରୋତ୍ସାହନ ରାଶି ପ୍ରଦାନ କରାଯାଇଥାଏ, ଯାହା ଚାଷୀଙ୍କ ପାଇଁ ସୁଧ ହାରକୁ ୪% କୁ ହ୍ରାସ କରିଥାଏ| କ୍ଷୁଦ୍ର ଏବଂ ନାମମାତ୍ର କୃଷକମାନଙ୍କ ପାଇଁ ଋଣ ସୁବିଧା ପ୍ରଦାନ କରିବା ପାଇଁ ଏକ ବନ୍ଧକମୁକ୍ତ ଭିତ୍ତିରେ ଟ. ୨ ଲକ୍ଷ ପର୍ଯ୍ୟନ୍ତ ଋଣ ପ୍ରଦାନ କରାଯାଇଛି।

ବଜେଟ୍ ଭାଷଣ ୨୦୨୫-୨୬ ରେ ଅର୍ଥମନ୍ତ୍ରୀ ପରିବର୍ତ୍ତିତ ସୁଧ ଛାଡ଼ ସ୍କିମ୍ ଅନ୍ତର୍ଗତ ଋଣ ସୀମାକୁ ଟ.୩ ଲକ୍ଷରୁ ଟ.୫ ଲକ୍ଷକୁ ବୃଦ୍ଧି କରିବାକୁ ଘୋଷଣା କରିଛନ୍ତି ଯାହା ଚାଷୀଙ୍କୁ ଅଧିକ ଲାଭ ପ୍ରଦାନ କରିବ।

୩୧.୧୨.୨୦୨୪ ସୁଦ୍ଧା, ୭.୭୨ କୋଟି ଚାଷୀଙ୍କୁ ଉପକୃତ କରୁଥିବା ଅପରେଟିଭ୍ କେସିସି ଅଧୀନରେ ମୋଟ ଟ.୧୦.୦୫ ଲକ୍ଷ କୋଟି ପ୍ରଦାନ କରାଯାଇଛି।

କିଷାନ କ୍ରେଡିଟ୍‌ କାର୍ଡ
Share. Facebook Twitter LinkedIn Email WhatsApp Copy Link

Related Posts

ଓଡିଶାରେ ପ୍ରଥମଥର ପାଇଁ ଜଳକ୍ରୀଡା ପ୍ରଶିକ୍ଷଣ ଶିବିର: ଉଦଘାଟନ କଲେ କ୍ରୀଡା ମନ୍ତ୍ରୀ

February 23, 2026

ସୁପର-8 ରେ ଦକ୍ଷିଣ ଆଫ୍ରିକାଠାରୁ କାହିଁକି ହାରିଲା ଭାରତ: ଜାଣନ୍ତୁ ବଡ କାରଣ

February 23, 2026

‘ଅପରେସନ ସାଇବର କବଚ’: ୧୮୭ ଅଭିଯୁକ୍ତ ଗିରଫ

February 23, 2026

ବିର୍ସାମୁଣ୍ଡା ହକି ଷ୍ଟାଡିୟମରେ ୭୫ତମ ରାଜ୍ୟ ପୋଲିସ ହକି ଚାମ୍ପିୟନସିପ୍ – ୨୦୨୬ ର ଶୁଭାରମ୍ଭ

February 23, 2026
Latest News

ଓଡିଶାରେ ପ୍ରଥମଥର ପାଇଁ ଜଳକ୍ରୀଡା ପ୍ରଶିକ୍ଷଣ ଶିବିର: ଉଦଘାଟନ କଲେ କ୍ରୀଡା ମନ୍ତ୍ରୀ

February 23, 2026

ସୁପର-8 ରେ ଦକ୍ଷିଣ ଆଫ୍ରିକାଠାରୁ କାହିଁକି ହାରିଲା ଭାରତ: ଜାଣନ୍ତୁ ବଡ କାରଣ

February 23, 2026

‘ଅପରେସନ ସାଇବର କବଚ’: ୧୮୭ ଅଭିଯୁକ୍ତ ଗିରଫ

February 23, 2026

ବିର୍ସାମୁଣ୍ଡା ହକି ଷ୍ଟାଡିୟମରେ ୭୫ତମ ରାଜ୍ୟ ପୋଲିସ ହକି ଚାମ୍ପିୟନସିପ୍ – ୨୦୨୬ ର ଶୁଭାରମ୍ଭ

February 23, 2026

ଆଉ ଏକ ତେଜସ୍ ଯୁଦ୍ଧ ବିମାନ ଦୁର୍ଘଟଣାଗ୍ରସ୍ତ: ପାଇଲଟ୍ ସୁରକ୍ଷିତ

February 23, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.