Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ବିପର୍ଯ୍ୟୟ ସୃଷ୍ଟି କଲା ଆଫଗାନିସ୍ତାନ: ସେମିଫାଇନାଲ ଦୌଡ଼ରୁ ବାହାରିଲା ଇଂଲଣ୍ଡ
ଆଜିର ଖବର

ବିପର୍ଯ୍ୟୟ ସୃଷ୍ଟି କଲା ଆଫଗାନିସ୍ତାନ: ସେମିଫାଇନାଲ ଦୌଡ଼ରୁ ବାହାରିଲା ଇଂଲଣ୍ଡ

February 27, 2025No Comments1 Min Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ: ଆଫଗାନିସ୍ତାନ ଇଂଲଣ୍ଡକୁ ୮ ରନରେ ପରାସ୍ତ କରିଛି। ଏହା ସହ ଇଂଲଣ୍ଡ ଦଳ ଚାମ୍ପିଅନ୍ସ ଟ୍ରଫିର ସେମିଫାଇନାଲରୁ ବାଦ ପଡିଥିବାବେଳେ ଆଫଗାନିସ୍ତାନ ସେମିଫାଇନାଲର ଆଶାକୁ ବଞ୍ଚାଇ ରଖିଛି। ଏହି ମ୍ୟାଚ୍‌ରେ ପ୍ରଥମେ ବ୍ୟାଟିଂ କରି ଆଫଗାନିସ୍ତାନ ଦଳ ୩୨୫ ରନ୍ ସଂଗ୍ରହ କରିଥିଲା। ଇବ୍ରାହିମ ଜାଦ୍ରାନ ଆଫଗାନିସ୍ତାନ ପାଇଁ ୧୭୭ରନର ଏକ ଐତିହାସିକ ଇନିଂସ ଖେଳିଥିଲେ। ଏହାର ଜବାବରେ ଜୋ ରୁଟ୍ ଇଂଲଣ୍ଡ ପାଇଁ ଚମତ୍କାର ଶତକ ହାସଲ କରିଥିଲେ, କିନ୍ତୁ ତାଙ୍କ ଦଳକୁ ବିଜୟରେ ପହଞ୍ଚାଇବାରେ ବିଫଳ ହୋଇଥିଲେ।

ଲାହୋରର ଗଦ୍ଦାଫି ଷ୍ଟାଡିୟମରେ ଖେଳାଯାଇଥିବା ଏହି ମ୍ୟାଚରେ ଆଫଗାନିସ୍ତାନ ଦଳ ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା। ଇବ୍ରାହିମ ଜାଦ୍ରାନ ୧୭୭ ରନର ଇନିଂସ ଖେଳିଥିଲେ, ଯାହା ଚାମ୍ପିଅନ୍ସ ଟ୍ରଫି ଇତିହାସରେ ସର୍ବାଧିକ ବ୍ୟକ୍ତିଗତ ସ୍କୋର। କିନ୍ତୁ ଇଂଲଣ୍ଡ ଦଳ ସେତେଟା ଶକ୍ତି ପ୍ରଦର୍ଶନ କରିନଥିଲା କାରଣ ଶେଷ ୩ ଓଭରରେ ଆଫଗାନିସ୍ତାନର ଘାତକ ବୋଲିଂ ଆଗରେ ଇଂଲଣ୍ଡର ବ୍ୟାଟ୍ସମ୍ୟାନମାନେ ବିଫଳ ହୋଇଥିଲେ।

Afghanistan Cricket Team Champions Trophy 2025 ICC Champions Trophy ICC Champions Trophy 2025 joe root Rashid Khan
Share. Facebook Twitter LinkedIn Email WhatsApp Copy Link

Related Posts

“GST ସଂସ୍କାର ପାଇଁ ଦେଶ ପ୍ରଧାନମନ୍ତ୍ରୀ ଏବଂ ଅର୍ଥମନ୍ତ୍ରୀଙ୍କ ପ୍ରତି କୃତଜ୍ଞ”: କେନ୍ଦ୍ର କୃଷିମନ୍ତ୍ରୀ

September 10, 2025

ନୂଆଦିଲ୍ଲୀରୁ ଫେରିଲେ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ, କହିଲେ…

September 10, 2025

ଆଜି ଅପରାହ୍ନରେ ରାଜ୍ୟ କ୍ୟାବିନେଟ ବୈଠକ, ଚାରିଟି ବିଭାଗର ପ୍ରସ୍ତାବ ଉପରେ ବାଜିବ ମୋହର

September 10, 2025

ସର୍ବକାଳୀନ ସର୍ବୋଚ୍ଚ ସ୍ତରରେ ପହଞ୍ଚିଲା ସୁନା ମୂଲ୍ୟ, ଜାଣନ୍ତୁ ଆଜିର ଦର

September 10, 2025
Latest News

ବିଧାନସଭା ବେଳେ ସଚିବମାନେ କଣ ମନ୍ତ୍ରୀଙ୍କୁ ସଠିକ ତଥ୍ୟ ଯୋଗାଉ ନାହିଁନ୍ତି କି ?

September 10, 2025

“GST ସଂସ୍କାର ପାଇଁ ଦେଶ ପ୍ରଧାନମନ୍ତ୍ରୀ ଏବଂ ଅର୍ଥମନ୍ତ୍ରୀଙ୍କ ପ୍ରତି କୃତଜ୍ଞ”: କେନ୍ଦ୍ର କୃଷିମନ୍ତ୍ରୀ

September 10, 2025

ନୂଆଦିଲ୍ଲୀରୁ ଫେରିଲେ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ, କହିଲେ…

September 10, 2025

ଆଜି ଅପରାହ୍ନରେ ରାଜ୍ୟ କ୍ୟାବିନେଟ ବୈଠକ, ଚାରିଟି ବିଭାଗର ପ୍ରସ୍ତାବ ଉପରେ ବାଜିବ ମୋହର

September 10, 2025

ସର୍ବକାଳୀନ ସର୍ବୋଚ୍ଚ ସ୍ତରରେ ପହଞ୍ଚିଲା ସୁନା ମୂଲ୍ୟ, ଜାଣନ୍ତୁ ଆଜିର ଦର

September 10, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.