Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଚାମ୍ପିଅନ୍ସ ଟ୍ରଫି ମହା ଲଢେଇ: ଭାରତକୁ ୨୫୨ ରନର ଟାର୍ଗେଟ ଦେଲା ନ୍ୟୁଜିଲ୍ୟାଣ୍ଡ
ଆଜିର ଖବର

ଚାମ୍ପିଅନ୍ସ ଟ୍ରଫି ମହା ଲଢେଇ: ଭାରତକୁ ୨୫୨ ରନର ଟାର୍ଗେଟ ଦେଲା ନ୍ୟୁଜିଲ୍ୟାଣ୍ଡ

March 9, 2025No Comments1 Min Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ: ଆଜି ୨୦୨୫ ଚାମ୍ପିଅନ୍ସ ଟ୍ରଫିର ମହା ଲଢେଇ ଭାରତ-ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ଜାରି ରହିଛି। ନ୍ୟୁଜିଲ୍ୟାଣ୍ଡ ପ୍ରଥମେ ବ୍ୟାଟିଂ କରି ସାତ ୱିକେଟ ହରାଇ ୨୫୧ ରନ କରିଛି। ତେବେ ଭାରତକୁ ୨୦୨୫ ଚାମ୍ପିଅନ୍ସ ଟ୍ରଫି ହାସଲ କରିବା ପାଇଁ ୫୦ ଓଭରରେ ୨୫୨ ରନ ଆବଶ୍ୟକ।

ନ୍ୟୁଜିଲ୍ୟାଣ୍ଡ ପକ୍ଷରୁ ଡାରେଲ ମିଚେଲ ସର୍ବାଧିକ ୬୩ ରନ କରିଥିବା ବେଳେ ମିଚେଲ ବ୍ରେସୱେଲ ଅପରାଜିତ ୫୩ ରନର ଅର୍ଦ୍ଧଶତକୀୟ ପାଳି ଖେଳିଛନ୍ତି।

ତେବେ ଭାରତ ପକ୍ଷରୁ ବରୁଣ ଚକ୍ରବର୍ତ୍ତୀ ଏବଂ କୁଲଦୀପ ଯାଦବ ଦୁଇଟି ଲେଖାଏଁ ୱିକେଟ ନେଇଥିବା ବେଳେ ମହମ୍ମଦ ଶାମି ଏବଂ ରବୀନ୍ଦ୍ର ଜାଡ଼େଜା ଗୋଟିଏ ଲେଖାଏଁ ୱିକେଟ ନେଇଛନ୍ତି।

Champions Trophy 2025 Chatgpt Google Gemini indian cricket team New Zealand
Share. Facebook Twitter LinkedIn Email WhatsApp Copy Link

Related Posts

ମୁହଁରେ ହ୍ଵାଇଟ ହେଡ୍ସର ସମସ୍ୟା ଅଛି କି?, ଘରୋଇ ଉପଚାର ଦ୍ଵାରା ଏହାକୁ କରନ୍ତୁ ସଫା

December 31, 2025

ଆଞ୍ଚଳିକ ଶିକ୍ଷା ପ୍ରତିଷ୍ଠାନ ସହ ଡ଼ି.ପି.ଆଇ.ଏ.ଏସ.ଇ ଏବଂ ଡ଼ି.ଆଇ.ପି.ଏସ.ଇ.ଆର ବୁଝାମଣାପତ୍ର ସ୍ୱାକ୍ଷର

December 31, 2025

ଶୀତ ଋତୁରେ ଆପଣ ମଧ୍ୟ ଏହି ପାଞ୍ଚଟି ଭୁଲ୍ କରନ୍ତି କି?: ଖରାପ ହୋଇପାରେ ଆପଣଙ୍କର ସ୍ୱାସ୍ଥ୍ୟ

December 31, 2025

ଡିସେମ୍ବର ୩୧ ରାତିରେ କରନ୍ତୁ ଏହି ଛୋଟ କାମ, ଆନନ୍ଦରେ କଟିବ ନୂତନ ବର୍ଷ

December 31, 2025
Latest News

ମୁହଁରେ ହ୍ଵାଇଟ ହେଡ୍ସର ସମସ୍ୟା ଅଛି କି?, ଘରୋଇ ଉପଚାର ଦ୍ଵାରା ଏହାକୁ କରନ୍ତୁ ସଫା

December 31, 2025

ଆଞ୍ଚଳିକ ଶିକ୍ଷା ପ୍ରତିଷ୍ଠାନ ସହ ଡ଼ି.ପି.ଆଇ.ଏ.ଏସ.ଇ ଏବଂ ଡ଼ି.ଆଇ.ପି.ଏସ.ଇ.ଆର ବୁଝାମଣାପତ୍ର ସ୍ୱାକ୍ଷର

December 31, 2025

ଶୀତ ଋତୁରେ ଆପଣ ମଧ୍ୟ ଏହି ପାଞ୍ଚଟି ଭୁଲ୍ କରନ୍ତି କି?: ଖରାପ ହୋଇପାରେ ଆପଣଙ୍କର ସ୍ୱାସ୍ଥ୍ୟ

December 31, 2025

ଡିସେମ୍ବର ୩୧ ରାତିରେ କରନ୍ତୁ ଏହି ଛୋଟ କାମ, ଆନନ୍ଦରେ କଟିବ ନୂତନ ବର୍ଷ

December 31, 2025

‘ପୁଲୱାମା ଆକ୍ରମଣ ବିଜେପି ର ଷଡଯନ୍ତ୍ର ଥିଲା’: ସପା ସାଂସଦଙ୍କ ବିବାଦୀୟ ବୟାନ

December 31, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.