Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ପାକିସ୍ତାନରେ ଟ୍ରେନ୍ କୁ ଅପହରଣ କଲା ବଲୁଚ ଆର୍ମି: ବନ୍ଧକ ଅଛନ୍ତି ୪୫୦ ଯାତ୍ରୀ
ଆଜିର ଖବର

ପାକିସ୍ତାନରେ ଟ୍ରେନ୍ କୁ ଅପହରଣ କଲା ବଲୁଚ ଆର୍ମି: ବନ୍ଧକ ଅଛନ୍ତି ୪୫୦ ଯାତ୍ରୀ

March 11, 2025No Comments1 Min Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ: ବଲୁଚ ଲିବରେସନ୍ ଆର୍ମି (ବିଏଲ୍ଏ) ପାକିସ୍ତାନର ବଲୁଚିସ୍ତାନରେ ଜାଫର ଏକ୍ସପ୍ରେସକୁ ଅପହରଣ କରିଛି। କେବଳ ଏତିକି ନୁହେଁ, ବଲୁଚ ସେନା ସମସ୍ତ ଯାତ୍ରୀଙ୍କୁ ଟ୍ରେନରେ ବନ୍ଧକ ରଖିଛି। ସୋସିଆଲ ମିଡିଆରେ ଟ୍ରେନ ଅପହରଣ ବିଷୟରେ ବଲୁଚ ଲିବରେସନ ଆର୍ମି ସୂଚନା ଦେଇଛି।

ଯେତେବେଳେ ଜାଫର ଏକ୍ସପ୍ରେସ ପାକିସ୍ତାନର ଦକ୍ଷିଣ-ପଶ୍ଚିମ ବଲୁଚିସ୍ତାନ ପ୍ରଦେଶର କ୍ୱେଟାରୁ ଖାଇବର ପଖ୍ତୁନଖୱାସ୍ଥିତ ପେଶୱାରକୁ ଯାଉଥିଲା ସେତେବେଳେ ଏହି ଘଟଣା ଘଟିଥିଲା।

ବାଲୁଚ ଲିବରେସନ ଆର୍ମି ଅନୁଯାୟୀ ସମସ୍ତ ଯାତ୍ରୀଙ୍କୁ ବନ୍ଧକ ରଖାଯାଇଛି। ଯଦି ପାକିସ୍ତାନୀ ସେନା କୌଣସି ସାମରିକ ଅପରେସନ୍ କରିବାକୁ ଚେଷ୍ଟା କରେ ତେବେ ଏହାର ପରିଣାମ ଭୟଙ୍କର ହେବ ଏବଂ ସମସ୍ତ ବନ୍ଧକଙ୍କୁ ହତ୍ୟା କରାଯିବ ବୋଲି ବିଏଲ୍ଏ ଧମକ ଦେଇଛି। ଏହି ହତ୍ୟାକାଣ୍ଡର ଦାୟି ସଂପୂର୍ଣ୍ଣ ଭାବେ ସେନା ଉପରେ ରହିବ।

ବଲୁଚ ଲିବରେସନ୍ ଆର୍ମି କହିଛି ଯେ, ଏପର୍ଯ୍ୟନ୍ତ ୬ ଜଣ ସେନା କର୍ମଚାରୀଙ୍କ ମୃତ୍ୟୁ ଘଟିଛି ଏବଂ ଶହ ଶହ ଯାତ୍ରୀ ବନ୍ଧକ ଅଛନ୍ତି।

ପାକିସ୍ତାନୀ ଟିଭି ଅନୁଯାୟୀ ଜାଫର ଏକ୍ସପ୍ରେସରେ ଭୟଙ୍କର ଗୁଳି ବିନିମୟ ହୋଇଛି। ପ୍ରାରମ୍ଭିକ ରିପୋର୍ଟକୁ ଦର୍ଶାଇ ଚ୍ୟାନେଲ କହିଛି ଯେ, ଏହି ଗୁଳିରେ ଟ୍ରେନ୍ ଡ୍ରାଇଭର ଆହତ ହୋଇଛନ୍ତି। ଏହା ବ୍ୟତୀତ କିଛି ଯାତ୍ରୀ ମଧ୍ୟ ଆହତ ହୋଇଛନ୍ତି। ରେଳ ଅଧିକାରୀ କହିଛନ୍ତି ଯେ, ଟ୍ରେନର ୯ ଟି କୋଚରେ ପ୍ରାୟ ୪୫୦ ଯାତ୍ରୀ ଅଛନ୍ତି।

ରେଳ ଅଧିକାରୀ କହିଛନ୍ତି ଯେ, ଏହି ଆକ୍ରମଣ ପରେ ସୁରକ୍ଷା ବାହିନୀ ସମଗ୍ର ଅଞ୍ଚଳକୁ ଘେରି ରହି ଆତଙ୍କବାଦୀଙ୍କ ବିରୋଧରେ କାର୍ୟ୍ଯାନୁ୮ସ୍ଥାନ ଆରମ୍ଭ କରିଛି।

Balochistan Breaking News pakistan
Share. Facebook Twitter LinkedIn Email WhatsApp Copy Link

Related Posts

ଲୋକପ୍ରିୟ ହାସ୍ୟ ଅଭିନେତା ଅସରାନିଙ୍କ ଦେହାନ୍ତ: ଜାଣନ୍ତୁ ତାଙ୍କ ବିଷୟରେ ସବୁ କିଛି

October 20, 2025

ପାର୍ବଣ ଋତୁରେ ଯାତ୍ରୀଙ୍କ ଗତିବିଧିର ସମୀକ୍ଷା କଲେ ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ

October 20, 2025

ପରାଜୟର ହ୍ୟାଟ୍ରିକ୍ ପରେ କିପରି ସେମିଫାଇନାଲରେ ପହଞ୍ଚିପାରିବ ଟିମ୍ ଇଣ୍ଡିଆ?: ଜାଣନ୍ତୁ ସମୀକରଣ

October 20, 2025

ଫ୍ରାନ୍ସକୁ ଝଟକା ଦେଲା ଏହି ମୁସଲିମ ଦେଶ: ରାଫେଲ ଜେଟ୍ ବଦଳରେ ଚୀନ୍ ଠାରୁ କିଣିବ ଲଢ଼ୁଆ ବିମାନ

October 20, 2025
Latest News

ଲୋକପ୍ରିୟ ହାସ୍ୟ ଅଭିନେତା ଅସରାନିଙ୍କ ଦେହାନ୍ତ: ଜାଣନ୍ତୁ ତାଙ୍କ ବିଷୟରେ ସବୁ କିଛି

October 20, 2025

ନାମାଙ୍କନ ଦାଖଲ କରିବା ମାତ୍ରେ ଆରଜେଡି ପ୍ରାର୍ଥୀଙ୍କୁ ଗିରଫ କଲା ଝାଡ଼ଖଣ୍ଡ ପୋଲିସ: ଜାଣନ୍ତୁ କାରଣ

October 20, 2025

ପାର୍ବଣ ଋତୁରେ ଯାତ୍ରୀଙ୍କ ଗତିବିଧିର ସମୀକ୍ଷା କଲେ ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ

October 20, 2025

ଆଇଏନଏସ ବିକ୍ରାନ୍ତରେ ଦେଶପ୍ରେମ ଓ ଆଲୋକର ଉତ୍ସବ ଦୀପାବଳି ପାଳିଲେ ପ୍ରଧାନମନ୍ତ୍ରୀ

October 20, 2025

ପରାଜୟର ହ୍ୟାଟ୍ରିକ୍ ପରେ କିପରି ସେମିଫାଇନାଲରେ ପହଞ୍ଚିପାରିବ ଟିମ୍ ଇଣ୍ଡିଆ?: ଜାଣନ୍ତୁ ସମୀକରଣ

October 20, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.