Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ସମସ୍ୟାର ସମାଧାନ ନୁହେଁ ମାଗଣା ଉପହାର, ସୃଷ୍ଟି କରିବାକୁ ପଡିବ ନିଯୁକ୍ତି ସୁଯୋଗ: ନାରାୟଣ ମୁର୍ତ୍ତୀ
ଆଜିର ଖବର

ସମସ୍ୟାର ସମାଧାନ ନୁହେଁ ମାଗଣା ଉପହାର, ସୃଷ୍ଟି କରିବାକୁ ପଡିବ ନିଯୁକ୍ତି ସୁଯୋଗ: ନାରାୟଣ ମୁର୍ତ୍ତୀ

March 13, 2025No Comments1 Min Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ: ମାଗଣା ଯୋଜନାକୁ ନେଇ ସରକରାଙ୍କୁ ଇନଫୋସିସ୍ ସହ-ପ୍ରତିଷ୍ଠାତା ଏନ ଆର ନାରାୟଣ ମୁର୍ତ୍ତୀ ପ୍ରଶ୍ନ କରିଛନ୍ତି। ସେ କହିଛନ୍ତି ଯେ, ଦାରିଦ୍ର୍ୟ ଫ୍ରିବିଜ୍ ଦ୍ଵାରା ଦୂର ହେବ ନାହିଁ, କିନ୍ତୁ ଏହା ଅଭିନବ ଉଦ୍ୟୋଗୀମାନଙ୍କ ଦ୍ୱାରା ନିଯୁକ୍ତି ସୃଷ୍ଟି ଦ୍ଵାରା ହିଁ ଦୂର ହେବ। ଟାଇକନ୍ ମୁମ୍ବାଇ -୨୦୨୫ ଇଭେଣ୍ଟରେ ମୁର୍ତ୍ତୀ ଉଦ୍ୟୋଗୀମାନଙ୍କୁ ଅଧିକ କମ୍ପାନୀ ଏବଂ ବ୍ୟବସାୟ ସୃଷ୍ଟି ଉପରେ ଧ୍ୟାନ ଦେବାକୁ ଆହ୍ଵାନ ଦେଇଥିଲେ। ସେ କହିଛନ୍ତି ଯେ, ଯଦି ଆମେ ଅଭିନବ ଉଦ୍ୟୋଗ ସୃଷ୍ଟି କରିବାକୁ ସକ୍ଷମ, ତେବେ ଖରାଦିନ ସକାଳରେ କାକର ଦୂର ହେଲା ଭଳି ଦାରିଦ୍ର୍ୟ ମଧ୍ୟ ଲୋପ ପାଇବ।

ଉଦ୍ୟୋଗୀ ଗୋଷ୍ଠୀକୁ ସମ୍ବୋଧିତ କରି ଏନ ଆର ନାରାୟଣ ମୁର୍ତ୍ତୀ କହିଛନ୍ତି ଯେ, “ମୋର କୌଣସି ସନ୍ଦେହ ନାହିଁ ଯେ ଆପଣଙ୍କ ମଧ୍ୟରୁ ପ୍ରତ୍ୟେକ ଶହ ଶହ ହଜାର ନିଯୁକ୍ତି ସୃଷ୍ଟି କରିବେ ଏବଂ ଏହିପରି ଭାବରେ ଆପଣ ଦାରିଦ୍ର୍ୟ ସମସ୍ୟାର ସମାଧାନ କରିବେ। ମାଗଣା ଉପହାର ଦେଇ ଆପଣ ଦାରିଦ୍ର୍ୟର ସମସ୍ୟାର ସମାଧାନ କରିପାରିବେ ନାହିଁ, କୌଣସି ଦେଶ ଏଥିରେ ସଫଳ ହୋଇନାହାଁନ୍ତି।

ଇନଫୋସିସର ସହ-ପ୍ରତିଷ୍ଠାତାଙ୍କର ଏହି ବିବୃତ୍ତି ଏପରି ଏକ ସମୟରେ ଆସିଛି ଯେତେବେଳେ ମାଗଣାରେ ଜିନିଷ ଦେବା ଏବଂ ତାହାର ମୂଲ୍ୟ ଉପରେ ବିତର୍କ ଚାଲିଛି। ପରେ ଶ୍ରୀଯୁକ୍ତ ମୂର୍ତ୍ତି ସ୍ପଷ୍ଟ କରିଛନ୍ତି ଯେ, ସେ ରାଜନୀତି କିମ୍ବା ଶାସନ ବିଷୟରେ ଅଧିକ କିଛି ଜାଣି ନାହାଁନ୍ତି, କିନ୍ତୁ ନୀତି ଢାଞ୍ଚା ଦୃଷ୍ଟିକୋଣରୁ ସେ କିଛି ସୁପାରିଶ କରିଛନ୍ତି। ଲାଭ ବଦଳରେ ପରିସ୍ଥିତିର ଉନ୍ନତିର ମଧ୍ୟ ମୂଲ୍ୟାଙ୍କନ କରାଯିବା ଉଚିତ ବୋଲି ସେ କହିଛନ୍ତି।

Freebies Debate infosys N. R. NARAYANA MURTHY poverty
Share. Facebook Twitter LinkedIn Email WhatsApp Copy Link

Related Posts

ଶୁଭାଂଶୁ ଶୁକ୍ଳାଙ୍କ ମିଶନ ଉପରେ ସ୍ୱତନ୍ତ୍ର ଅଧିବେଶନକୁ ବିରୋଧୀଙ୍କ ବର୍ଜନ, କିନ୍ତୁ ଶଶି ଥରୁରଙ୍କ ପ୍ରଶଂସା

August 18, 2025

ଏୟାରଟେଲ୍ ସେବା ବନ୍ଦ!: କଲ୍ ଏବଂ ଇଣ୍ଟରନେଟ୍ ସେବା ମଧ୍ୟ ପ୍ରଭାବିତ

August 18, 2025

ଗାଧୋଇବା ବେଳେ ନଈରେ ଭାସିଗଲେ ଯୁବକ: ବାଲୁଗାଁ ଅଗ୍ନିଶମ ବାହିନୀର ଉଦ୍ଧାର କାର୍ଯ୍ୟ ଜାରି

August 18, 2025

ଯଦି ସିପି ରାଧାକୃଷ୍ଣନ୍ ନିର୍ବାଚିତ ହୁଅନ୍ତି, ତେବେ ନୂତନ ଉପରାଷ୍ଟ୍ରପତିଙ୍କ କାର୍ଯ୍ୟକାଳ କେତେ ହେବ?

August 18, 2025
Latest News

ଶୁଭାଂଶୁ ଶୁକ୍ଳାଙ୍କ ମିଶନ ଉପରେ ସ୍ୱତନ୍ତ୍ର ଅଧିବେଶନକୁ ବିରୋଧୀଙ୍କ ବର୍ଜନ, କିନ୍ତୁ ଶଶି ଥରୁରଙ୍କ ପ୍ରଶଂସା

August 18, 2025

ଏୟାରଟେଲ୍ ସେବା ବନ୍ଦ!: କଲ୍ ଏବଂ ଇଣ୍ଟରନେଟ୍ ସେବା ମଧ୍ୟ ପ୍ରଭାବିତ

August 18, 2025

ଗାଧୋଇବା ବେଳେ ନଈରେ ଭାସିଗଲେ ଯୁବକ: ବାଲୁଗାଁ ଅଗ୍ନିଶମ ବାହିନୀର ଉଦ୍ଧାର କାର୍ଯ୍ୟ ଜାରି

August 18, 2025

ଯଦି ସିପି ରାଧାକୃଷ୍ଣନ୍ ନିର୍ବାଚିତ ହୁଅନ୍ତି, ତେବେ ନୂତନ ଉପରାଷ୍ଟ୍ରପତିଙ୍କ କାର୍ଯ୍ୟକାଳ କେତେ ହେବ?

August 18, 2025

NDAର CP ରାଧାକୃଷ୍ଣନଙ୍କ ବିରୋଧରେ ଇଣ୍ଡି ମେଣ୍ଟରୁ କିଏ?: ଉତ୍ତର ଦେଲେ SP ନେତା

August 18, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.