Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଆଇପିଏଲ୍ 2025 ପାଇଁ ନିଶ୍ଚିତ ହେଲା ସମସ୍ତ 10 ଟି ଦଳର ଅଧିନାୟକ: 5 ଟି ଟିମ୍ ରେ ନୂଆ ନେତୃତ୍ଵ
ଆଜିର ଖବର

ଆଇପିଏଲ୍ 2025 ପାଇଁ ନିଶ୍ଚିତ ହେଲା ସମସ୍ତ 10 ଟି ଦଳର ଅଧିନାୟକ: 5 ଟି ଟିମ୍ ରେ ନୂଆ ନେତୃତ୍ଵ

March 14, 2025No Comments2 Mins Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ: ଇଣ୍ଡିଆନ୍ ପ୍ରିମିୟର ଲିଗ୍ ର 18 ତମ ସିଜନ୍ ପାଇଁ ବିଗୁଲ ବାଜିଛି। ସମସ୍ତ ଦଳ ଆଗାମୀ ସିଜନ ପାଇଁ ପ୍ରସ୍ତୁତ ହୋଇଛନ୍ତି। ଏହି ସଂସ୍କରଣରେ ସମୁଦାୟ ପାଞ୍ଚଟି ଦଳରେ ନୂତନ ଅଧିନାୟକ ନିଯୁକ୍ତି ହୋଇଛନ୍ତି। ବର୍ତ୍ତମାନ ସମସ୍ତ 10 ଟି ଦଳର ଅଧିନାୟକ ନିଶ୍ଚିତ ହୋଇଛନ୍ତି। ଦିଲ୍ଲୀ କ୍ୟାପିଟାଲ୍ସ ଆଜି ସ୍ପିନ୍ ଅଲରାଉଣ୍ଡର ଅକ୍ସର ପଟେଲଙ୍କୁ ଦଳର ଅଧିନାୟକ ଭାବେ ନିଯୁକ୍ତ କରିଛି। ଏହା ସହିତ ସମସ୍ତ 10 ଟି ଦଳର ଅଧିନାୟକ ନିଶ୍ଚିତ ହୋଇଛନ୍ତି।

ଦିଲ୍ଲୀ କ୍ୟାପିଟାଲ୍ସ, ଲକ୍ଷ୍ନୌ ସୁପର ଜଏଣ୍ଟସ୍, ପଞ୍ଜାବବ କିଙ୍ଗସ୍, ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଏବଂ କୋଲକାତା ନାଇଟ ରାଇଡର୍ସ ନୂତନ ଅଧିନାୟକଙ୍କ ସହିତ ଆଇପିଏଲ 2025 ରେ ପ୍ରବେଶ କରିବେ। ଦିଲ୍ଲୀ ଅକ୍ସର ପଟେଲଙ୍କୁ, ଲକ୍ଷ୍ନୌ ଋଷଭ ପନ୍ତଙ୍କୁ, ପଞ୍ଜାବ କିଙ୍ଗସ୍ ଶ୍ରେୟସ୍ ଆୟରଙ୍କୁ, ଆରସିବି ରଜତ୍ ପାଟିଦାରଙ୍କୁ ଏବଂ ଅଜିଙ୍କ୍ୟ ରାହାନେଙ୍କୁ କେକେଆର୍ ଅଧିନାୟକ ଭାବେ ମନୋନୀତ କରିଛି।

ସମସ୍ତ 10 ଟି ଦଳର ଅଧିନାୟକଙ୍କ ତାଲିକା:

1- ଦିଲ୍ଲୀ କ୍ୟାପିଟାଲ୍ସ- ଅକ୍ସର ପଟେଲ।
2- ସନରାଇଜର୍ସ ହାଇଦ୍ରାବାଦ- ପ୍ୟାଟ୍ କମିନ୍ସ
3- ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର- ରଜତ ପାଟିଦାର
4- ରାଜସ୍ଥାନ ରୟାଲ୍ସ- ସଞ୍ଜୁ ସାମସନ୍
5- ପଞ୍ଜାବ କିଙ୍ଗସ୍- ଶ୍ରେୟସ୍ ଆୟର
6- ଲକ୍ଷ୍ନୌ ସୁପର ଜଏଣ୍ଟସ୍- ଋଷଭ ପନ୍ତ
7- ମୁମ୍ବାଇ ଇଣ୍ଡିଆନ୍ସ- ହାର୍ଦ୍ଦିକ ପାଣ୍ଡ୍ୟା
8- କୋଲକାତା ନାଇଟ୍ ରାଇଡର୍ସ- ଅଜିଙ୍କ୍ୟ ରାହାଣେ
9- ଗୁଜୁରାଟ ଟାଇଟାନ୍ସ- ଶୁବମାନ ଗିଲ
10- ଚେନ୍ନାଇ ସୁପର କିଙ୍ଗ୍ସ- ରିତୁରାଜ ଗାଇକ୍ଵାଡ଼।

ମାର୍ଚ୍ଚ 22 ରୁ ଆରମ୍ଭ ହେବ ଆଇପିଏଲ ମ୍ୟାଚ:

ମାର୍ଚ୍ଚ 22 ରୁ IPL 2025 ଆରମ୍ଭ ହେବ। ଏଥର ସମସ୍ତ ମ୍ୟାଚ୍ 13 ଟି ସହରରେ ଖେଳାଯିବ। ଆଇପିଏଲ୍ 2025 ର ପ୍ରଥମ ମ୍ୟାଚ୍ କୋଲକାତା ନାଇଟ୍ ରାଇଡର୍ସ ଏବଂ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ମଧ୍ୟରେ ଖେଳାଯିବ। ଆଇପିଏଲର ପ୍ରଥମ ମ୍ୟାଚ୍ ମାର୍ଚ୍ଚ 22 ରେ ସନ୍ଧ୍ୟା 7:30 ରେ ଖେଳାଯିବ। ମ୍ୟାଚର ଟସ୍ 7 ଟା ସମୟରେ ହେବ।

IPL 2025 ର ଉଦଘାଟନୀ ସମାରୋହ କେବେ ହେବ ଜାଣନ୍ତୁ:

ଆଇପିଏଲ୍ 2025 ର ଉଦଘାଟନୀ ସମାରୋହ କୋଲକାତାର ଇଡେନ୍ ଗାର୍ଡେନ୍ ଷ୍ଟାଡିୟମରେ ଅନୁଷ୍ଠିତ ହେବ। ଆଇପିଏଲର ଉଦଘାଟନୀ ସମାରୋହରେ ବଲିଉଡର ଜଣାଶୁଣା ତାରକାମାନେ ପ୍ରଦର୍ଶନ କରିବେ। କିନ୍ତୁ ସମାରୋହରେ କେଉଁ କଳାକାରମାନେ ପ୍ରଦର୍ଶନ କରିବେ ତାହା ଏପର୍ଯ୍ୟନ୍ତ ନିଶ୍ଚିତ ହୋଇନାହିଁ। ଆଇପିଏଲ 2025 ର ଉଦଘାଟନୀ ସମାରୋହ ମାର୍ଚ୍ଚ 22 ରେ ସନ୍ଧ୍ୟା 6 ଟାରୁ ଆରମ୍ଭ ହେବ।

AXAR PATEL Delhi Capitals INDIAN PREMIER LEAGUE ipl IPL 2025
Share. Facebook Twitter LinkedIn Email WhatsApp Copy Link

Related Posts

‘ଅନେକ ଦେଶରେ ଚାଲିବ ଇଭି ଯାନ, ଯେଉଁଥିରେ ଲେଖାଯିବ ମେଡ୍ ଇନ୍ ଇଣ୍ଡିଆ’, ପ୍ରଧାନମନ୍ତ୍ରୀ ମୋଦି

August 26, 2025

‘ଯଦି ତୁମେ ଶାନ୍ତି ଚାହୁଁଛ, ଯୁଦ୍ଧ ପାଇଁ ପ୍ରସ୍ତୁତ ରୁହ…’ ସିଡିଏସ୍ ଅନିଲ ଚୌହାନଙ୍କ ବାର୍ତ୍ତା

August 26, 2025

ଜାତୀୟ ଶିକ୍ଷକ ପୁରସ୍କାର ପାଇଁ ମନୋନୀତ ହେଲେ ମାଲକାନଗିରିର ବସନ୍ତ କୁମାର ରଣା

August 26, 2025

ୟୁନିଫାଏଡ୍ ପେନସନ୍ ସ୍କିମ୍ ରୁ ନ୍ୟାସନାଲ୍ ପେନସନ୍ ସିଷ୍ଟମ୍ କୁ କରନ୍ତୁ ପରିବର୍ତ୍ତନ, ଜାଣନ୍ତୁ କେମିତି

August 26, 2025
Latest News

‘ଅନେକ ଦେଶରେ ଚାଲିବ ଇଭି ଯାନ, ଯେଉଁଥିରେ ଲେଖାଯିବ ମେଡ୍ ଇନ୍ ଇଣ୍ଡିଆ’, ପ୍ରଧାନମନ୍ତ୍ରୀ ମୋଦି

August 26, 2025

‘ଯଦି ତୁମେ ଶାନ୍ତି ଚାହୁଁଛ, ଯୁଦ୍ଧ ପାଇଁ ପ୍ରସ୍ତୁତ ରୁହ…’ ସିଡିଏସ୍ ଅନିଲ ଚୌହାନଙ୍କ ବାର୍ତ୍ତା

August 26, 2025

ଜାତୀୟ ଶିକ୍ଷକ ପୁରସ୍କାର ପାଇଁ ମନୋନୀତ ହେଲେ ମାଲକାନଗିରିର ବସନ୍ତ କୁମାର ରଣା

August 26, 2025

ୟୁନିଫାଏଡ୍ ପେନସନ୍ ସ୍କିମ୍ ରୁ ନ୍ୟାସନାଲ୍ ପେନସନ୍ ସିଷ୍ଟମ୍ କୁ କରନ୍ତୁ ପରିବର୍ତ୍ତନ, ଜାଣନ୍ତୁ କେମିତି

August 26, 2025

ରାଜ୍ୟଗୋଷ୍ଠୀ ଭାରୋତ୍ତଳନ ପ୍ରତିଯୋଗୀତା: ଭାରତ ପାଇଁ ପ୍ରଥମ ସ୍ୱର୍ଣ୍ଣ ପଦକ ଜିତିଲେ ଓଡିଶା ଝିଅ

August 26, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.