Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»କେନ୍ଦ୍ର ସଂଗୀତ ନାଟକ ଏକାଡେମୀ ପୁରସ୍କାର : ସୋନାଲ୍‌ ମାନସିଂହଙ୍କୁ ଏକାଡେମୀ ରତ୍ନ
ଆଜିର ଖବର

କେନ୍ଦ୍ର ସଂଗୀତ ନାଟକ ଏକାଡେମୀ ପୁରସ୍କାର : ସୋନାଲ୍‌ ମାନସିଂହଙ୍କୁ ଏକାଡେମୀ ରତ୍ନ

July 16, 2019No Comments1 Min Read
Share Facebook Twitter LinkedIn Email WhatsApp Copy Link

୨୦୧୮ ପାଇଁ କେନ୍ଦ୍ର ସଂଗୀତ ନାଟକ ଏକାଡେମୀ ପୁରସ୍କାର ଘୋଷଣା କରାଯାଇଛି । ଏକାଡ଼େମୀର ଏହି ସର୍ବୋଚ୍ଚ ସମ୍ମାନଜନକ ପୁରସ୍କାରରେ ପୁରସ୍କୃତ ହେବେ ବିଶିଷ୍ଟ ତବଲା ବାଦକ ଜାକିର୍‌ ହୁସୈନ୍‌, ପ୍ରଖ୍ୟାତ ଓଡ଼ିଶୀ ନୃତ୍ୟଶିଳ୍ପୀ ସୋନାଲ୍‌ ମାନସିଂହ, ସତ୍ରୀୟ ନୃତ୍ୟଗୁରୁ  ଯତିନ୍‌ ଗୋସ୍ବାମୀ ଓ ପ୍ରଖ୍ୟାତ ଭରତନାଟ୍ୟମ୍‌ ଶିଳ୍ପୀ କେ. କଲ୍ୟାଣସୁନ୍ଦରମ୍‌ ପିଲାଇ ପ୍ରମୁଖ ।  ୨୦୧୮ ମସିହା ପାଇଁ ସମ୍ମାନଜନକ କେନ୍ଦ୍ର ସଂଗୀତ ନାଟକ ଏକାଡେମୀ ପୁରସ୍କାରରେ  ପ୍ରାୟ ୪୪ ଜଣ ଶିଳ୍ପୀଙ୍କୁ ସମ୍ମାନିତ କରାଯିବ । ପ୍ରଖ୍ୟାତ ଓଡିଶୀ ଓ ଭରତନାଟ୍ୟମ  ନୃତ୍ୟାଙ୍ଗନା ସୋନାଲ୍‌ ମାନସିଂହ ୨୦୧୮ ମସିହା ପାଇଁ ଏକାଡେମୀ ରତ୍ନ ସମ୍ମାନରେ ସମ୍ମାନିତ ହେବେ । ଓଡ଼ିଶୀ ନୃତ୍ୟ ପାଇଁ ଏକାଡେମୀ ପୁରସ୍କାର ପାଇବେ ବାଙ୍ଗାଲୋର ସ୍ଥିତ ନୃତ୍ୟଗ୍ରାମର ନିର୍ଦ୍ଦେଶିକା ସୁରୂପା ସେନ ।  ସେହିପରି ଉସ୍ତାଦ୍‌ ବିସ୍‌ମିଲ୍ଲା ଖାନ୍‌ ଯୁବ ପୁରସ୍କାର ୨୦୧୮ ପାଇଁ ମନୋନୀତ ହୋଇଛନ୍ତି ଓଡ଼ିଶୀ ନୃତ୍ୟାଙ୍ଗନା ମଧୁଲିତା ମହାପାତ୍ର । ଛଉ ନୃତ୍ୟ ପାଇଁ ତପନ କୁମାର ପଟ୍ଟନାୟକ ମନୋନୀତ ହୋଇଥିବାବେଳେ ସୁଗମ ସଂଗୀତ ବିଭାଗରେ ପୁରସ୍କାର ପାଇବେ ସୁରେଶ ୱାଡ଼କର ଓ ଅନ୍ୟମାନେ ।  ଜୁନ୍‌ ୨୬ ତାରିଖରେ ଗୌହ୍ବାଟୀଠାରେ ଏହି ପୁରସ୍କାର ଦିଆଯିବ। ଏକାଡେମୀ ରତ୍ନ ପାଇଁ ୩ ଲକ୍ଷ ଟଙ୍କାର ପୁରସ୍କାର ରାଶି ରହିଥିବାବେଳେ ଏକାଡେମୀ ପୁରସ୍କାର ପାଇଁ ୧ଲକ୍ଷଟଙ୍କା ଓ ଯୁବ ପୁରସ୍କାର ପାଇଁ ୨୫,୦୦୦ଟଙ୍କା ପୁରସ୍କାର ରାଶି ରଖାଯାଇଛି । ଜୁନ୍‌ ୨୬ ତାରିଖରେ ଗୌହ୍ବାଟୀଠାରେ ଏହି ସମ୍ମାନଜନକ ସମ୍ମାନରେ ସମ୍ମାନିତ କରାଯିବ।

Share. Facebook Twitter LinkedIn Email WhatsApp Copy Link

Related Posts

‘ଧରିତ୍ରୀ ମାତା ପାଇଁ ରବିବାର’ କାର୍ଯ୍ୟକ୍ରମ: ପରିବେଶ ସଚେତନତା ସହ ଅସହାୟଙ୍କୁ ଶୀତବସ୍ତ୍ର ବଣ୍ଟନ

December 21, 2025

ମହାରାଷ୍ଟ୍ରରେ ସ୍ଥାନୀୟ ନିର୍ବାଚନ: ଟ୍ରେଣ୍ଡରେ ବିଜେପି ର ବଡ଼ ଅଗ୍ରଣୀ, ଜାଣନ୍ତୁ ଅନ୍ୟ ଦଳର ସ୍ଥିତି

December 21, 2025

ଓଡ଼ିଆ ଚଳଚ୍ଚିତ୍ର ପ୍ରଯୋଜକ ସଂଘର ସାଧାରଣ ସଭା: ଯୁଗଳ କିଶୋର ଦେବତା ସଭାପତି ନିର୍ବାଚିତ

December 21, 2025

ନକଲି ସାର ଏବଂ କୀଟନାଶକ ମୁକାବିଲା ପାଇଁ ବିଲ୍ ଆଗତ କରିବେ ସରକାର: କେନ୍ଦ୍ର କୃଷି ମନ୍ତ୍ରୀ

December 21, 2025
Latest News

‘ଧରିତ୍ରୀ ମାତା ପାଇଁ ରବିବାର’ କାର୍ଯ୍ୟକ୍ରମ: ପରିବେଶ ସଚେତନତା ସହ ଅସହାୟଙ୍କୁ ଶୀତବସ୍ତ୍ର ବଣ୍ଟନ

December 21, 2025

ମହାରାଷ୍ଟ୍ରରେ ସ୍ଥାନୀୟ ନିର୍ବାଚନ: ଟ୍ରେଣ୍ଡରେ ବିଜେପି ର ବଡ଼ ଅଗ୍ରଣୀ, ଜାଣନ୍ତୁ ଅନ୍ୟ ଦଳର ସ୍ଥିତି

December 21, 2025

ଓଡ଼ିଆ ଚଳଚ୍ଚିତ୍ର ପ୍ରଯୋଜକ ସଂଘର ସାଧାରଣ ସଭା: ଯୁଗଳ କିଶୋର ଦେବତା ସଭାପତି ନିର୍ବାଚିତ

December 21, 2025

ନକଲି ସାର ଏବଂ କୀଟନାଶକ ମୁକାବିଲା ପାଇଁ ବିଲ୍ ଆଗତ କରିବେ ସରକାର: କେନ୍ଦ୍ର କୃଷି ମନ୍ତ୍ରୀ

December 21, 2025

ଟ୍ରେନ ଯାତ୍ରୀଙ୍କ ବଡ ଖବର: ଏହି ତାରିଖରୁ ବଢିବ ଭଡ଼ା, କିନ୍ତୁ ଏହି ଯାତ୍ରୀମାନଙ୍କ ପାଇଁ ଆଶ୍ଵସ୍ତି

December 21, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.