Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ସେନ୍‌ସେକ୍ସ ଏବଂ ନିଫ୍‌ଟୀ ସ୍ଥିର : ଡଲାର ତୁଳନାରେ ଟଙ୍କା ୯ ପଇସା ଦୁର୍ବଳ
ଆଜିର ଖବର

ସେନ୍‌ସେକ୍ସ ଏବଂ ନିଫ୍‌ଟୀ ସ୍ଥିର : ଡଲାର ତୁଳନାରେ ଟଙ୍କା ୯ ପଇସା ଦୁର୍ବଳ

July 17, 2019No Comments1 Min Read
Share Facebook Twitter LinkedIn Email WhatsApp Copy Link
Markets in panic: Sensex plunges 700 points, Fear index jumps 16%
Markets in panic: Sensex plunges 700 points, Fear index jumps 16%

ଭାରତୀୟ ସେୟାର ବଜାରର ପ୍ରଦର୍ଶନ ବୁଧବାର ଦିନ ସ୍ଥିର ରହିଛି। ଏହି ସମୟରେ ସେନ୍‌ସେକ୍ସରେ ୪.୪୦ ପଏଣ୍ଟର ହ୍ରାସ ଘଟିଥିବା ବେଳେ ନିଫ୍‌ଟୀ ୨.୨୦ ପଏଣ୍ଟର ହ୍ରାସ ଘଟିଛି। ୦.୦୧ ପ୍ରତିଶତ ହ୍ରାସ ସହିତ ସେନ୍‌ସେକ୍ସ ୩୯୧୨୬.୬୪ ପଏଣ୍ଟରେ ରହିଥିବା ବେଳେ ୦.୦୨ ପ୍ରତିଶତ ହ୍ରାସ ସହିତ ନିଫ୍‌ଟୀ ୧୧୬୬୪.୮୦ ପଏଣ୍ଟରେ ରହିଛି। କୋଟାକ୍‌ ବ୍ୟାଙ୍କ, ଟେକ୍‌ ମହିନ୍ଦ୍ରା, ଏସିଆନ୍‌ ପେଣ୍ଟସ୍‌, ଏଚ୍‌ସିଏଲ୍‌ ଏବଂ ୟେସ୍‌ ବ୍ୟାଙ୍କ ଲାଭ ହାସଲ କରିଥିବା ବେଳେ ଟାଟା ମୋଟର୍ସ, ଟାଟା ଷ୍ଟିଲ୍‌, ସନ୍‌ ଫାର୍ମା , ଟିସିଏସ୍‌ ଏବଂ ଇନ୍‌ଫୋସିସ୍‌ ଅଂଶଧନ ମୂଲ୍ୟରେ ହ୍ରାସ ଘଟିଛି। ସେହିପରି ଦିନର ପ୍ରାରମ୍ଭିକ ଟ୍ରେଡ ଅନୁଯାୟୀ ଡଲାର ତୁଳନାରେ ଭାରତୀୟ ମୁଦ୍ରାର ମୂଲ୍ୟ ୯ ପଇସା ହ୍ରାସ ପାଇଛି। ପୂର୍ବରୁ ଡଲାରର ବିନିମୟ ମୂଲ୍ୟ ୬୮.୮୦ ପଇସା ରହିଥିବା ବେଳେ ବୁଧବାର ଏହା ୬୮.୭୧ ପଇସା ରହିଛି।

Share. Facebook Twitter LinkedIn Email WhatsApp Copy Link

Related Posts

ଛତିଶଗଡ଼ ଜାତୀୟ ରୋଭର୍ସ-ରେଞ୍ଜର୍ସ ଜାମ୍ବୋରୀରେ ବାଣପୁର ଗୋଦାବରୀଶ ମହାବିଦ୍ୟାଳୟର ସଫଳତା

January 22, 2026

ପୁରୀ ଜିଲ୍ଲାରେ ୭୨ ପ୍ରଧାନଶିକ୍ଷକଙ୍କ ଉପରେ ବଡ଼ କାର୍ଯ୍ୟାନୁଷ୍ଠାନ: ଦରମା ବନ୍ଦ ନିର୍ଦ୍ଦେଶ ଦେଲେ ଡିଇଓ

January 22, 2026

୪ ଲକ୍ଷ ୫୭ ହଜାରରୁ ଉର୍ଦ୍ଧ୍ୱ ହିତାଧିକାରୀଙ୍କୁ ମିଳିଲା ସୁଭଦ୍ରା ଟଙ୍କା

January 22, 2026

ଓଡିଶା ଆସୁଛନ୍ତି ଉପରାଷ୍ଟ୍ରପତି ସିପି ରାଧାକୃଷ୍ଣନ, ନେତାଜୀ ଜୟନ୍ତୀରେ ଦେବେ ଯୋଗ

January 22, 2026
Latest News

ଛତିଶଗଡ଼ ଜାତୀୟ ରୋଭର୍ସ-ରେଞ୍ଜର୍ସ ଜାମ୍ବୋରୀରେ ବାଣପୁର ଗୋଦାବରୀଶ ମହାବିଦ୍ୟାଳୟର ସଫଳତା

January 22, 2026

ଗ୍ରାମରକ୍ଷୀଙ୍କ ପାଇଁ ବଡ ଖବର: ମାସିକ ଭତ୍ତା ବୃଦ୍ଧି କଲେ ମୁଖ୍ୟମନ୍ତ୍ରୀ

January 22, 2026

ପୁରୀ ଜିଲ୍ଲାରେ ୭୨ ପ୍ରଧାନଶିକ୍ଷକଙ୍କ ଉପରେ ବଡ଼ କାର୍ଯ୍ୟାନୁଷ୍ଠାନ: ଦରମା ବନ୍ଦ ନିର୍ଦ୍ଦେଶ ଦେଲେ ଡିଇଓ

January 22, 2026

୪ ଲକ୍ଷ ୫୭ ହଜାରରୁ ଉର୍ଦ୍ଧ୍ୱ ହିତାଧିକାରୀଙ୍କୁ ମିଳିଲା ସୁଭଦ୍ରା ଟଙ୍କା

January 22, 2026

“ଭାରତ ବିନା ଆମେ ଅସମ୍ପୂର୍ଣ୍ଣ”: EU ର ଏହି ବୟାନରେ ଚୀନ ଓ ପାକିସ୍ତାନ ଅସ୍ଥିର

January 22, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.