Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ସୁପରଷ୍ଟାର ମହେଶ ବାବୁ ଏବଂ ସୀତାରାଙ୍କ ଦ୍ୱାରା ରିଲାଏନ୍ସ ଟ୍ରେଣ୍ଡ୍ସ ‘ଗ୍ରୀଷ୍ମ- ଅକେଜନ’ ଶୁଭାରମ୍ଭ
ଆଜିର ଖବର

ସୁପରଷ୍ଟାର ମହେଶ ବାବୁ ଏବଂ ସୀତାରାଙ୍କ ଦ୍ୱାରା ରିଲାଏନ୍ସ ଟ୍ରେଣ୍ଡ୍ସ ‘ଗ୍ରୀଷ୍ମ- ଅକେଜନ’ ଶୁଭାରମ୍ଭ

March 22, 2025No Comments1 Min Read
Share Facebook Twitter LinkedIn Email WhatsApp Copy Link
MB&S hoardings2

ବେଙ୍ଗାଲୁରୁ: ରିଲାଏନ୍ସ ଟ୍ରେଣ୍ଡ୍ସ ବଜାରରେ ଏହାର ନୂତନ ଗ୍ରୀଷ୍ମକାଳୀନ ତଥା ଅକେଜନ ପୋଷାକ କଲେକ୍ସନ ଶୁଭାରମ୍ଭ କରିଛି। କମ୍ପାନୀଟି ‘ନୂଆ ସମୟ, ନୂତନ ଟ୍ରେଣ୍ଡ୍ସ’ ଅଭିଯାନର ଶୁଭାରମ୍ଭ ସୁପରଷ୍ଟାର ମହେଶ ବାବୁ ଏବଂ ତାଙ୍କ ଝିଅ ସୀତାରା ସହିତ କରିଛି। ଗ୍ରୀଷ୍ମ ଛୁଟିରେ ଯାତ୍ରା ସହିତ ଫ୍ୟାଶନର ଆବଶ୍ୟକତାକୁ ଧ୍ୟାନରେ ରଖି ଏହି ନୂତନ ସମ୍ଭାରର ଶୁଭାରମ୍ଭ କରାଯାଇଛି। ଏହି ସମ୍ଭାର ବା କଲେକ୍ସନ ମହେଶ ବାବୁ ଏବଂ ତାଙ୍କ ଝିଅ ସୀତାରାଙ୍କ ଫିଲ୍ମ ସହିତ ଆରମ୍ଭ ହୋଇଛି, ଯେଉଁଥିରେ ଉଭୟ ତାରକା ଆକର୍ଷଣୀୟ କାଜୁଆଲ ପୋଷାକଠାରୁ ଆରମ୍ଭ କରି ୱେଷ୍ଟର୍ଣ୍ଣ ଏବଂ ପାର୍ଟି ଏଥିନିକ ପୋଷାକ ପିନ୍ଧିଥିବା ଦେଖାଯାଇଛି।

ରିଲାଏନ୍ସ ଟ୍ରେଣ୍ଡସର ନୂତନ ସମ୍ଭାର ଗ୍ରାହକମାନଙ୍କୁ ଏପରି ଏକ ଦୁନିଆକୁ ନେଇଯିବ ଯେଉଁଠାରେ ପରମ୍ପରା ଏବଂ ଆଧୁନିକତା ଏକାଠି ଚାଲିଥାଏ। ଏହି ସମ୍ଭାରରେ ଭାରତର ସମୃଦ୍ଧ ସାଂସ୍କୃତିକ ଐତିହ୍ୟ ସହିତ ଟ୍ରେଣ୍ଡି ଡିଜାଇନ୍ ଏବଂ ଫ୍ୟାଶନର ଅପୂର୍ବ ଝଲକ ପ୍ରତିଫଳିତ ହୋଇଛି। ଯଦିଓ ଏହି ନୂତନ ସମ୍ଭାର ଗ୍ରୀଷ୍ମ ଋତୁକୁ ଦୃଷ୍ଟିରେ ରଖି ଡିଜାଇନ୍ କରାଯାଇଛି, ରିଲାଏନ୍ସ ଟ୍ରେଣ୍ଡ୍ସରେ ବର୍ଷସାରା ଏବଂ ପ୍ରତ୍ୟେକ ଅବସର ଓ ଋତୁ ପାଇଁ ବିଶାଳ ସମ୍ଭାର ଉପଲବ୍ଧ ହୋଇଥାଏ। ଉତ୍ସବକାଳୀନ ପୋଷାକ ହେଉ, କାଜୁଆଲ୍ ପୋଷାକ ହେଉ କିମ୍ବା ଟ୍ରେଣ୍ଡି ପୋଷାକ, ରିଲାଏନ୍ସ ଟ୍ରେଣ୍ଡ୍ସରେ ସମସ୍ତଙ୍କ ପାଇଁ କିଛି ନା କିଛି ନିଶ୍ଚୟ ରହିଛି।

କମ୍ପାନୀ ପକ୍ଷରୁ କୁହାଯାଇଛି ଯେ “ଏହି ସିଜନରେ, ରିଲାଏନ୍ସ ଟ୍ରେଣ୍ଡ୍ସ ଏହାର ସବୁଠାରୁ ନୂତନତମ କଲେକ୍ସନ ପ୍ରସ୍ତୁତ କରିଛି, ଯେଉଁଥିରେ ଗ୍ରାହକମାନଙ୍କ ପାଇଁ ଆକର୍ଷଣୀୟ ଶୈଳୀ ଓ ଷ୍ଟାଇଲ ଆକର୍ଷଣୀୟ ମୂଲ୍ୟରେ ଉପଲବ୍ଧ। ନୂତନ ରେଞ୍ଜ କେବଳ ଟ୍ରେଣ୍ଡରେ ରହିଛି ତା ନୁହେଁ ବରଂ ଏହା ନୂଆ ଟ୍ରେଣ୍ଡ ତିଆରି କରିଛି।”

Reliance Trends ମହେଶ ବାବୁ ରିଲାଏନ୍ସ ଟ୍ରେଣ୍ଡ୍ସ
Share. Facebook Twitter LinkedIn Email WhatsApp Copy Link

Related Posts

ରାଶିଫଳ: ଆଜି ମଙ୍ଗଳବାରରେ କେତେକ ରାଶି ଉପରେ ହନୁମାନଙ୍କ ରହିଛି ଆଶୀର୍ବାଦ

October 21, 2025

ଲୋକପ୍ରିୟ ହାସ୍ୟ ଅଭିନେତା ଅସରାନିଙ୍କ ଦେହାନ୍ତ: ଜାଣନ୍ତୁ ତାଙ୍କ ବିଷୟରେ ସବୁ କିଛି

October 20, 2025

ନାମାଙ୍କନ ଦାଖଲ କରିବା ମାତ୍ରେ ଆରଜେଡି ପ୍ରାର୍ଥୀଙ୍କୁ ଗିରଫ କଲା ଝାଡ଼ଖଣ୍ଡ ପୋଲିସ: ଜାଣନ୍ତୁ କାରଣ

October 20, 2025

ପାର୍ବଣ ଋତୁରେ ଯାତ୍ରୀଙ୍କ ଗତିବିଧିର ସମୀକ୍ଷା କଲେ ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ

October 20, 2025
Latest News

ରାଶିଫଳ: ଆଜି ମଙ୍ଗଳବାରରେ କେତେକ ରାଶି ଉପରେ ହନୁମାନଙ୍କ ରହିଛି ଆଶୀର୍ବାଦ

October 21, 2025

ଲୋକପ୍ରିୟ ହାସ୍ୟ ଅଭିନେତା ଅସରାନିଙ୍କ ଦେହାନ୍ତ: ଜାଣନ୍ତୁ ତାଙ୍କ ବିଷୟରେ ସବୁ କିଛି

October 20, 2025

ନାମାଙ୍କନ ଦାଖଲ କରିବା ମାତ୍ରେ ଆରଜେଡି ପ୍ରାର୍ଥୀଙ୍କୁ ଗିରଫ କଲା ଝାଡ଼ଖଣ୍ଡ ପୋଲିସ: ଜାଣନ୍ତୁ କାରଣ

October 20, 2025

ପାର୍ବଣ ଋତୁରେ ଯାତ୍ରୀଙ୍କ ଗତିବିଧିର ସମୀକ୍ଷା କଲେ ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ

October 20, 2025

ଆଇଏନଏସ ବିକ୍ରାନ୍ତରେ ଦେଶପ୍ରେମ ଓ ଆଲୋକର ଉତ୍ସବ ଦୀପାବଳି ପାଳିଲେ ପ୍ରଧାନମନ୍ତ୍ରୀ

October 20, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.