Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»‘ମହିମା ଗୋସେଇଁ ଓ ଭୀମ ଭୋଇ’ ସମ୍ପର୍କିତ ଆଲୋଚନାଚକ୍ର ଓ ବୃତ୍ତଚିତ୍ର ‘ଅରୂପ ରୂପ’ ପ୍ରଦର୍ଶିତ
ଆଜିର ଖବର

‘ମହିମା ଗୋସେଇଁ ଓ ଭୀମ ଭୋଇ’ ସମ୍ପର୍କିତ ଆଲୋଚନାଚକ୍ର ଓ ବୃତ୍ତଚିତ୍ର ‘ଅରୂପ ରୂପ’ ପ୍ରଦର୍ଶିତ

March 23, 2025No Comments1 Min Read
Share Facebook Twitter LinkedIn Email WhatsApp Copy Link

ରେଢ଼ାଖୋଲ (କନ୍ଦର୍ପ ବେହେରା): ମହିମା ଧର୍ମ ଜାତିଗତ ଭେଦଭାବ ଓ ସାମାଜିକ ଅସମାନତାର ବିରୋଧୀ। ଏହା ସମସ୍ତ ମନୁଷ୍ୟଙ୍କୁ ସମାନ ମନେ କରେ ଏବଂ ସମାଜରେ ସମତା ପ୍ରତିଷ୍ଠା କରିବାକୁ ଚେଷ୍ଟା କରେ ବୋଲି ସନ୍ଥକବି ଭୀମଭୋଇ ଏକାଡେମୀ ପକ୍ଷରୁ ‘ମହିମା ଗୋସେଇଁ ଓ ଭୀମ ଭୋଇ’ ସମ୍ପର୍କିତ ଆଲୋଚନାଚକ୍ରରେ ମତ ପ୍ରକାଶ ପାଇଛି।

ଆଜି ରେଢ଼ାଖୋଲ ଜିସି ହାଇସ୍କୁଲରେ ଆୟୋଜିତ ଏହି କାର୍ଯ୍ୟକ୍ରମ ଅବସରରେ ଦେବରଞ୍ଜନଙ୍କ ପ୍ରଯୋଜିତ ଓ ନିର୍ଦ୍ଦେଶିତ ବୃତ୍ତଚିତ୍ର ‘ଅରୂପ ରୂପ’ ପ୍ରଦର୍ଶିତ ହୋଇଥିଲା। ମହିମା ଧର୍ମର ଦୁଇ ଅଗ୍ରଦୂତଙ୍କ ଆଧ୍ୟାତ୍ମିକ ଓ ପରିବର୍ତ୍ତନକାମୀ ଯାତ୍ରାର ଗତିପଥକୁ ତୋଳିଧରିବା ସହ ଆନ୍ଦୋଳନରେ ଦେଖା ଦେଇଥିବା ପରିବର୍ତ୍ତନକୁ ଏହି ବୃତ୍ତଚିତ୍ରରେ ସୁନ୍ଦର ଭାବେ ଦର୍ଶାଯାଇଛି।

ସନ୍ଥକବି ଭୀମଭୋଇ ଏକାଡେମୀର ଅଧ୍ୟକ୍ଷ ମୁରଲୀଧର ସେଠୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ବ୍ରହ୍ମଅବଧୂତ ବାବା ଆନନ୍ଦ ଚନ୍ଦ୍ର ଦାସ, ଦେବରଞ୍ଜନ, ସନ୍ତୋଷ ରଥ, ବିଜୟ ମହାନ୍ତି, ମମତା ପାତ୍ର, ମହାବୀର ସିଂଦେଓ, ମେଘନାଦ ରାଉଳ, ମଞ୍ଜୁମାତା ପ୍ରମୁଖ ଉପସ୍ଥିତ ଥିଲେ। ଚନ୍ଦ୍ରହାସ୍ୟ ପ୍ରଧାନ, ଆଦିକନ୍ଦ ପ୍ରଧାନ ପ୍ରମୁଖ ସହଯୋଗ କରିଥିଲେ।

ମହିମା ଧର୍ମ
Share. Facebook Twitter LinkedIn Email WhatsApp Copy Link

Related Posts

କାନାଡାରେ ଏସ. ଜୟଶଙ୍କର: G7 ବୈଦେଶିକ ମନ୍ତ୍ରୀଙ୍କ ବୈଠକରେ ଦେଲେ ଯୋଗ

November 13, 2025

ବିହାର ନିର୍ବାଚନ ଫଳାଫଳ ପୂର୍ବରୁ କଂଗ୍ରେସ ପାଇଁ ଖୁସି ଖବର: ଏହି ଉପନିର୍ବାଚନରେ ପଛରେ ପଡିଲା ବିଜେପି

November 13, 2025

ଜନ୍ମଗତ ଅସଙ୍ଗତି ସମାଧାନରେ ଶିଶୁ ଶଲ୍ୟ ଚିକିତ୍ସକଙ୍କ ଭୂମିକା ଗୁରୁତ୍ବପୂର୍ଣ୍ଣ

November 13, 2025

ଦକ୍ଷିଣ ଆଫ୍ରିକା ବିରୋଧରେ ପ୍ରଥମ ଟେଷ୍ଟରୁ ବାଦ ପଡିଲେ ନିତୀଶ ରେଡ୍ଡୀ: ଏହି ଖେଳାଳିଙ୍କୁ ମିଳିବ ସୁଯୋଗ

November 13, 2025
Latest News

କାନାଡାରେ ଏସ. ଜୟଶଙ୍କର: G7 ବୈଦେଶିକ ମନ୍ତ୍ରୀଙ୍କ ବୈଠକରେ ଦେଲେ ଯୋଗ

November 13, 2025

ବିହାର ନିର୍ବାଚନ ଫଳାଫଳ ପୂର୍ବରୁ କଂଗ୍ରେସ ପାଇଁ ଖୁସି ଖବର: ଏହି ଉପନିର୍ବାଚନରେ ପଛରେ ପଡିଲା ବିଜେପି

November 13, 2025

ନିତୀଶ କୁମାରଙ୍କ ଠାରୁ ତେଜସ୍ୱୀ ଯାଦବ ଆଗୁଆ, ନୂତନ ଏକଜିଟ୍ ପୋଲ ତଥ୍ୟ ଆଶ୍ଚର୍ଯ୍ୟଜନକ

November 13, 2025

ଜନ୍ମଗତ ଅସଙ୍ଗତି ସମାଧାନରେ ଶିଶୁ ଶଲ୍ୟ ଚିକିତ୍ସକଙ୍କ ଭୂମିକା ଗୁରୁତ୍ବପୂର୍ଣ୍ଣ

November 13, 2025

ଦକ୍ଷିଣ ଆଫ୍ରିକା ବିରୋଧରେ ପ୍ରଥମ ଟେଷ୍ଟରୁ ବାଦ ପଡିଲେ ନିତୀଶ ରେଡ୍ଡୀ: ଏହି ଖେଳାଳିଙ୍କୁ ମିଳିବ ସୁଯୋଗ

November 13, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.