Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଆନ୍ଧ୍ରପ୍ରଦେଶ ସରକାରଙ୍କୁ ଝଟ୍‌କା : ଅମରାବତୀ ପ୍ରକଳ୍ପ ପ୍ରତ୍ୟାହାର କଲା ବିଶ୍ବବ୍ୟାଙ୍କ
ଆଜିର ଖବର

ଆନ୍ଧ୍ରପ୍ରଦେଶ ସରକାରଙ୍କୁ ଝଟ୍‌କା : ଅମରାବତୀ ପ୍ରକଳ୍ପ ପ୍ରତ୍ୟାହାର କଲା ବିଶ୍ବବ୍ୟାଙ୍କ

July 19, 2019No Comments1 Min Read
Share Facebook Twitter LinkedIn Email WhatsApp Copy Link
World Bank 'Drops' $300 Million Amaravati Project
World Bank 'Drops' $300 Million Amaravati Project

ଅମରାବତୀ ପ୍ରକଳ୍ପକୁ ନେଇ ଆନ୍ଧ୍ରପ୍ରଦେଶ ସରକାରଙ୍କୁ ବଡ ଝଟ୍‌କା ଲାଗିଛି । ବିଶ୍ବବ୍ୟାଙ୍କ ପକ୍ଷରୁ ଅମରାବତୀର ଭିତ୍ତିଭୂମି ନିମନ୍ତେ ରହିଥିବା ପ୍ରକଳ୍ପକୁ ପ୍ରତ୍ୟାହାର କରି ନିଆଯାଇଛି । ବିଶ୍ବବ୍ୟାଙ୍କର ଏହି ପ୍ରକଳ୍ପ ପ୍ରତ୍ୟାହାର ପରେ ଅମରାବତୀର ବିକାଶ ପୁନର୍ବାର ବିଳମ୍ବିତ ହେବାର ସମ୍ଭାବନା ଦେଖାଦେଇଛି । ପୂର୍ବରୁ ବିଶ୍ବବ୍ୟାଙ୍କ ଅମରାବତୀର ବିକାଶ ନିମନ୍ତେ 300 ମିଲିୟନ୍‌ ଡଲାରର ଅର୍ଥରାଶି ମଞ୍ଜୁର କରିଥିଲେ । ବିଶ୍ବବ୍ୟାଙ୍କର ଓ୍ବେବ୍‌ସାଇଟ୍‌ରେ ଏହି ପ୍ରକଳ୍ପ ପ୍ରତ୍ୟାହାର ନେଇ ଲେଖାଯାଇଥିଲେ ମଧ୍ୟ ପ୍ରତ୍ୟାହାରର କାରଣ ଜଣାପଡିନାହିଁ । ଏହି ମାମଲା ନେଇ ବିଶ୍ବବ୍ୟାଙ୍କ ପକ୍ଷରୁ କୌଣସି ପ୍ରତିକ୍ରିୟା ପ୍ରକାଶ ପାଇନାହିଁ । ବିଶ୍ବବ୍ୟାଙ୍କ ପକ୍ଷରୁ କୌଣସି କାରଣ ଦର୍ଶା ଯାଇନଥିଲେ ମଧ୍ୟ ପୂର୍ବତନ ଆନ୍ଧ୍ର ସରକାରଙ୍କ ନିୟମ ଏଥିପାଇଁ ଦାୟୀ ବୋଲକି କୁହାଯାଉଛି । ଚାଷୀଙ୍କ ଠାରୁ ଜମି ଅଧିଗ୍ରହଣ କରି ଅମରାବତୀ ଗଠନ ନିମନ୍ତେ ପ୍ରୟାସ ଚାଲିଥିବା ବେଳେ ଏହି ପ୍ରକଳ୍ପ ନେଇ ବିଭିନ୍ନ ଚାଷୀଙ୍କ ପକ୍ଷରୁ ଅଭିଯୋଗ କରାଯାଇଥିଲା । 2016ରେ ଆବେଦନ ପରେ ଚଳିତ ବର୍ଷ ବିଶ୍ବବ୍ୟାଙ୍କ 300 ମିଲିୟନ୍‌ ଡଲାରର ସହାୟତା ପ୍ରଦାନ କରିବାର ଥିବା ବେଳେ ଦୁଇ ବର୍ଷ ମଧ୍ୟରେ ଆହୁରି 200 ମିଲିୟନ୍‌ ଅର୍ଥ ରାଶି ପ୍ରଦାନ କରିଥାନ୍ତା ।

Share. Facebook Twitter LinkedIn Email WhatsApp Copy Link

Related Posts

ଜନବସତି ବିହୀନ ଉଡାବାଲି ଦ୍ୱୀପରେ ଜାତୀୟ ପତାକା ଉତ୍ତୋଳନ କଲେ ରାଜ୍ୟ ଆରକ୍ଷୀ ମହାନିର୍ଦ୍ଦେଶକ

January 22, 2026

ଛତିଶଗଡ଼ ଜାତୀୟ ରୋଭର୍ସ-ରେଞ୍ଜର୍ସ ଜାମ୍ବୋରୀରେ ବାଣପୁର ଗୋଦାବରୀଶ ମହାବିଦ୍ୟାଳୟର ସଫଳତା

January 22, 2026

ପୁରୀ ଜିଲ୍ଲାରେ ୭୨ ପ୍ରଧାନଶିକ୍ଷକଙ୍କ ଉପରେ ବଡ଼ କାର୍ଯ୍ୟାନୁଷ୍ଠାନ: ଦରମା ବନ୍ଦ ନିର୍ଦ୍ଦେଶ ଦେଲେ ଡିଇଓ

January 22, 2026

୪ ଲକ୍ଷ ୫୭ ହଜାରରୁ ଉର୍ଦ୍ଧ୍ୱ ହିତାଧିକାରୀଙ୍କୁ ମିଳିଲା ସୁଭଦ୍ରା ଟଙ୍କା

January 22, 2026
Latest News

ଜନବସତି ବିହୀନ ଉଡାବାଲି ଦ୍ୱୀପରେ ଜାତୀୟ ପତାକା ଉତ୍ତୋଳନ କଲେ ରାଜ୍ୟ ଆରକ୍ଷୀ ମହାନିର୍ଦ୍ଦେଶକ

January 22, 2026

ଛତିଶଗଡ଼ ଜାତୀୟ ରୋଭର୍ସ-ରେଞ୍ଜର୍ସ ଜାମ୍ବୋରୀରେ ବାଣପୁର ଗୋଦାବରୀଶ ମହାବିଦ୍ୟାଳୟର ସଫଳତା

January 22, 2026

ଗ୍ରାମରକ୍ଷୀଙ୍କ ପାଇଁ ବଡ ଖବର: ମାସିକ ଭତ୍ତା ବୃଦ୍ଧି କଲେ ମୁଖ୍ୟମନ୍ତ୍ରୀ

January 22, 2026

ପୁରୀ ଜିଲ୍ଲାରେ ୭୨ ପ୍ରଧାନଶିକ୍ଷକଙ୍କ ଉପରେ ବଡ଼ କାର୍ଯ୍ୟାନୁଷ୍ଠାନ: ଦରମା ବନ୍ଦ ନିର୍ଦ୍ଦେଶ ଦେଲେ ଡିଇଓ

January 22, 2026

୪ ଲକ୍ଷ ୫୭ ହଜାରରୁ ଉର୍ଦ୍ଧ୍ୱ ହିତାଧିକାରୀଙ୍କୁ ମିଳିଲା ସୁଭଦ୍ରା ଟଙ୍କା

January 22, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.