ନୂଆଦିଲ୍ଲୀ: ୨୬/୧୧ ଆତଙ୍କବାଦୀ ଆକ୍ରମଣର ଅଭିଯୁକ୍ତ ମାଷ୍ଟରମାଇଣ୍ଡ ତହୱୁର ରାଣାଙ୍କୁ ଭାରତ ଅଣାଯାଇଛି। ପାଲାମ ବିମାନ ବନ୍ଦରରେ ସ୍ୱତନ୍ତ୍ର ବିମାନ ଅବତରଣ କରିଛି। ଏଠାରୁ ତାକୁ ଏନଆଇଏ କାର୍ଯ୍ୟାଳୟକୁ ଅଣାଯିବ। ଦିଲ୍ଲୀର ପାଲାମ ବାୟୁସେନା ଷ୍ଟେସନ ବାହାରେ ସୁରକ୍ଷା କଡାକଡି କରାଯାଇଛି। Mumbai Attack Tahawwur Rana
ଆମେରିକା ଯାଉଥିବା ଏୟାର ଇଣ୍ଡିଆ ବିମାନରେ ଯାନ୍ତ୍ରିକ ତ୍ରୁଟି!: ମୁମ୍ବାଇରେ କଲା ଜରୁରୀକାଳୀନ ଅବତରଣOctober 22, 2025