ନୂଆଦିଲ୍ଲୀ: ୨୬/୧୧ ଆତଙ୍କବାଦୀ ଆକ୍ରମଣର ଅଭିଯୁକ୍ତ ମାଷ୍ଟରମାଇଣ୍ଡ ତହୱୁର ରାଣାଙ୍କୁ ଭାରତ ଅଣାଯାଇଛି। ପାଲାମ ବିମାନ ବନ୍ଦରରେ ସ୍ୱତନ୍ତ୍ର ବିମାନ ଅବତରଣ କରିଛି। ଏଠାରୁ ତାକୁ ଏନଆଇଏ କାର୍ଯ୍ୟାଳୟକୁ ଅଣାଯିବ। ଦିଲ୍ଲୀର ପାଲାମ ବାୟୁସେନା ଷ୍ଟେସନ ବାହାରେ ସୁରକ୍ଷା କଡାକଡି କରାଯାଇଛି। Mumbai Attack Tahawwur Rana
Swaraj Kaushal Dies: ସୁଷମା ସ୍ବରାଜଙ୍କ ସ୍ବାମୀ ସ୍ବରାଜ କୈଶଳଙ୍କ ଦେହାନ୍ତ, ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀଙ୍କ ଶୋକDecember 4, 2025