Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ନବୀନ ପଟ୍ଟନାୟକ ଓ ପାଣ୍ଡିଆନଙ୍କୁ ନେଇ ଏମିତି କାହିଁକି କହିଲେ ବିଜେଡି ନେତା ପ୍ରଭାତ ତ୍ରିପାଠୀ
ଆଜିର ଖବର

ନବୀନ ପଟ୍ଟନାୟକ ଓ ପାଣ୍ଡିଆନଙ୍କୁ ନେଇ ଏମିତି କାହିଁକି କହିଲେ ବିଜେଡି ନେତା ପ୍ରଭାତ ତ୍ରିପାଠୀ

April 10, 2025No Comments1 Min Read
Share Facebook Twitter LinkedIn Email WhatsApp Copy Link
ନବୀନ ପଟ୍ଟନାୟକ ଓ ପାଣ୍ଡିଆନଙ୍କୁ ନେଇ ଏମିତି କାହିଁକି କହିଲେ ବିଜେଡି ନେତା ପ୍ରଭାତ ତ୍ରିପାଠୀ

ଭୁବନେଶ୍ବର: ଗତକାଲି ଖୋଦ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ପୂର୍ବତନ ବିଧାୟକ ପ୍ରଭାତ ତ୍ରିପାଠୀଙ୍କୁ ନେଇ ଯାହା କହିଲେ ତାହାକୁ ନେଇ ଆଜି ବିସ୍ପୋରଣ କରିଛନ୍ତି ସେ। ସିଧାସିଧା ସେ ନବୀନ ଓ ପାଣ୍ଡିଆନଙ୍କୁ ଟାର୍ଗେଟ କରିଛନ୍ତି। ଏକ ସାମ୍ବାଦିକ ସମ୍ମିଳନରେ ସେ କହିଛନ୍ତି, ଗତକାଲି ନବୀନ ମୋ ସଂପର୍କରେ ଯାହା କହିଲେ ତାହା ମିଛ। ତାଙ୍କ ମୁହଁରେ ପାଣ୍ଡିଆନ ମିଛ କୁହାଇଛନ୍ତି ବୋଲି ଶ୍ରୀ ତ୍ରିପାଠୀ କହିଛନ୍ତି।

ଗତକାଲି ନବୀନ ପ୍ରଭାତ ତ୍ରିପାଠୀ ଦଳର କିଛି ନୁହଁନ୍ତି, ସେ ଚିଟଫଣ୍ଡ ଦୁର୍ନିତିରେ ଜେଲ ଯାଇଥିଲେ, ତାଙ୍କୁ ଦଳ ବହିସ୍କାର କରିଛି। ତାହାର ଯବାବରେ ଶ୍ରୀ ତ୍ରିପାଠୀ କହିଛନ୍ତି ଯେ, ନବୀନ ମିଛ କହିଛନ୍ତି। ମୋର ଚିଟ ଫଣ୍ଡ ସଂପୃକ୍ତି ନେଇ ରାୟ ପ୍ରକାଶ ପାଇ ନାହିଁ। ମୁଁ ଦୋଷି କି ନାହିଁ ତାହା ଜଣାପଡି ନାହିଁ। ସେଥିପାଇଁ ଦଳ ମୋତେ ଯେଉଁ ନିଲମ୍ବନ କରିଥିଲା ତାହା ପ୍ରତ୍ୟାହାର କରିଦେଇଛି।

ଏହାପରେ 2019 ମସିହା ନିର୍ବାଚନ ବେଳେ ମୁଁ ନବୀନଙ୍କ ସହିତ ଗୋଟିଏ ମଞ୍ଚରେ ପ୍ରଚାର କରିଛି। ସେହିପରି ମୁଁ ଗତ ନିର୍ବାଚନରେ ଦଳ ପାଇଁ ମଧ୍ୟ ପ୍ରଚାର କରିଛି। ନବୀନଙ୍କ ଦ୍ବିତୀୟ କ୍ଷମତା କେନ୍ଦ୍ର କୁହାଯାଉଥିବା ବ୍ୟକ୍ତି ମୋତେ ମଧ୍ୟ ସଭାରେ ବେଶ ପ୍ରଶଂସା ମଧ୍ୟ କରିଛନ୍ତି। ତେଣୁ ଏତେସବୁ ପରେ ମୁଁ କିପରି ଦଳରେ ନାହିଁ ବୋଲି ନବୀନ କହିଲେ ମୋତେ ଆଶ୍ଚର୍ଯ୍ୟ କରିଛି ବୋଲି ସେ କହିଛନ୍ତି।

ୱାକଫ ବିଲ ଭୋଟିରେ କରିଥିବା ଭୁଲକୁ ଲୁଚାଇବା ପାଇଁ ମୋତେ ନିଶାନା କରାଯାଇଛି ବୋଲି ଶ୍ରୀ ତ୍ରିପାଠୀ କହିଥିଲେ।

Share. Facebook Twitter LinkedIn Email WhatsApp Copy Link

Related Posts

GST ହ୍ରାସ ଯୋଗୁଁ 21,000 ଟଙ୍କା ଶସ୍ତା ହେଲା ଏହି Honda ବାଇକ୍

September 27, 2025

ଆଜି ଝାରସୁଗୁଡାରୁ BSNL ୪ଜି ସେବାର ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ ମୋଦି

September 27, 2025

ଆଜି ଝାରସୁଗୁଡା ଆସିବେ ପ୍ରଧାନମନ୍ତ୍ରୀ, ବିଭିନ୍ନ ଉନ୍ନୟନ ପ୍ରକଳ୍ପର କରିବେ ଶିଳାନ୍ୟାସ ଓ ଉଦଘାଟନ

September 27, 2025

ଘୋଷଣା ହେଲା ଜିଲ୍ଲା କଂଗ୍ରେସ ସଭାପତିଙ୍କ ନାମ, ଜାଣନ୍ତୁ କେଉଁ ଜିଲ୍ଲାରୁ କିଏ ..

September 27, 2025
Latest News

ନବରାତ୍ରୀରେ ଗ୍ରହଣ କରନ୍ତୁ ଏହି ଉପାୟ, ହଟିବ ନକାରାତ୍ମକ ଶକ୍ତି, ଦାମ୍ପତ୍ୟ ଜୀବନରେ ମିଳିବ ସୁଖ

September 27, 2025

GST ହ୍ରାସ ଯୋଗୁଁ 21,000 ଟଙ୍କା ଶସ୍ତା ହେଲା ଏହି Honda ବାଇକ୍

September 27, 2025

ରୁଷରୁ ତୈଳ ଆମଦାନୀ ବନ୍ଦ କରିବାକୁ ପ୍ରସ୍ତୁତ ଭାରତ, କିନ୍ତୁ ଆମେରିକା ସମ୍ମୁଖରେ ରଖିଲା ବଡ ସର୍ତ୍ତ

September 27, 2025

ଆଜି ଝାରସୁଗୁଡାରୁ BSNL ୪ଜି ସେବାର ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ ମୋଦି

September 27, 2025

ଶାକ୍ତ ପରମ୍ପରାରେ ଦଶ ମହାବିଦ୍ୟା ଏକ ଅଧ୍ୟୟନ

September 27, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.