Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଡଲାର ତୁଳନାରେ ଭାରତୀୟ ମୁଦ୍ରା 23 ପଇସା ଶକ୍ତିଶାଳୀ, ସେନସେକ୍ସରେ 221 ପଏଣ୍ଟ ବୃଦ୍ଧି
ଆଜିର ଖବର

ଡଲାର ତୁଳନାରେ ଭାରତୀୟ ମୁଦ୍ରା 23 ପଇସା ଶକ୍ତିଶାଳୀ, ସେନସେକ୍ସରେ 221 ପଏଣ୍ଟ ବୃଦ୍ଧି

July 19, 2019No Comments1 Min Read
Share Facebook Twitter LinkedIn Email WhatsApp Copy Link
Markets in panic: Sensex plunges 700 points, Fear index jumps 16%
Markets in panic: Sensex plunges 700 points, Fear index jumps 16%

ଭାରତୀୟ ସେୟାର ବଜାରରେ ଚଳିତ ସପ୍ତାହର ଶେଷ କାର୍ଯ୍ୟ ଦିବସରେ ଭାରତୀୟ ମୁଦ୍ରା ଡଲାର ତୁଳନାରେ 23 ପଇସା ଶକ୍ତିଶାଳୀ ରହିଛି । ଏହି ସମୟରେ ଡଲାର ତୁଳନାରେ ଭାରତୀୟ ମୁଦ୍ରାର ମୂଲ୍ୟ 68.74ଟଙ୍କା ରହିଛି । ପୂର୍ବରୁ ଏହି ବିନିମୟ ମୂଲ୍ୟ 68.97 ଟଙ୍କା ରହିଥିଲା । ଏହା ସହିତ ସେୟାର ବଜାରରେ ଅଦ୍ଭୂତପୂର୍ବ ଅଭିବୃଦ୍ଧି ଦେଖାଦେଇଛି । ଏହି ସମୟରେ ସେନ୍‌ସେକ୍ସ 221.24 ପଏଣ୍ଟ ବୃଦ୍ଧି ପାଇ 38706.82 ପଏଣ୍ଟରେ ପହଞ୍ଚିଥିବା ବେଳେ ନିଫ୍‌ଟୀ 67.90 ପଏଣ୍ଟର ଅଭିବୃଦ୍ଧି ସହିତ 11529 ପଏଣ୍ଟରେ ପହଞ୍ଚିଛି । ଅନ୍ତର୍ଜାତିକ ବଜାରରେ ଅଶୋଧିତ ତୈଳମୂଲ୍ୟରେ ବ୍ୟାରେଲ୍‌ ପିଛା 2.02 ଡଲାର ବୃଦ୍ଧି ପାଇ 63.18 ଡଲାରରେ ପହଞ୍ଚିଛି ।

Share. Facebook Twitter LinkedIn Email WhatsApp Copy Link

Related Posts

Fertilizer Crisis: ସାର ସଙ୍କଟ ନେଇ କମ୍ପିଲା ବିଧାନସଭା, ବିଜେଡି କଲା ହଟ୍ଟଗୋଳ

September 20, 2025

ପ୍ରଧାନମନ୍ତ୍ରୀଙ୍କ ସହ ଓଡ଼ିଶାର ସମ୍ପର୍କକୁ ନେଇ ଡିଡି ନ୍ୟୁଜ୍ ଓଡ଼ିଆର ସ୍ୱତନ୍ତ୍ର ଉପସ୍ଥାପନା

September 20, 2025

ବିଜେପି ବିଧାୟକଙ୍କ ପୁଅ ଏବଂ ନେତାଙ୍କ ବିରୋଧରେ ଦୁର୍ନିତି ଅଭିଯୋଗ ଆଣିଲା କଂଗ୍ରେସ, କହିଲା….

September 20, 2025

ଆଇଆଇଏମ ମୁମ୍ବାଇର ସମାବର୍ତ୍ତନ ସମାରୋହକୁ ସମ୍ବୋଧିତ କଲେ ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ

September 20, 2025
Latest News

Fertilizer Crisis: ସାର ସଙ୍କଟ ନେଇ କମ୍ପିଲା ବିଧାନସଭା, ବିଜେଡି କଲା ହଟ୍ଟଗୋଳ

September 20, 2025

ପ୍ରଧାନମନ୍ତ୍ରୀଙ୍କ ସହ ଓଡ଼ିଶାର ସମ୍ପର୍କକୁ ନେଇ ଡିଡି ନ୍ୟୁଜ୍ ଓଡ଼ିଆର ସ୍ୱତନ୍ତ୍ର ଉପସ୍ଥାପନା

September 20, 2025

ବିଜେପି ବିଧାୟକଙ୍କ ପୁଅ ଏବଂ ନେତାଙ୍କ ବିରୋଧରେ ଦୁର୍ନିତି ଅଭିଯୋଗ ଆଣିଲା କଂଗ୍ରେସ, କହିଲା….

September 20, 2025

ଆଇଆଇଏମ ମୁମ୍ବାଇର ସମାବର୍ତ୍ତନ ସମାରୋହକୁ ସମ୍ବୋଧିତ କଲେ ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ

September 20, 2025

ପ୍ରଧାନମନ୍ତ୍ରୀଙ୍କ ବ୍ରହ୍ମପୁର ଗସ୍ତର ପ୍ରସ୍ତୁତି ସମ୍ପର୍କରେ ଆଲୋଚନା କଲେ ମନ୍ତ୍ରୀ ଓ ଡିଜିପି

September 20, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.